ବର୍ତ୍ତମାନ ସମୟରେ ନାରୀମାନଙ୍କ ପ୍ରତି ଅନେକ ଅତ୍ୟାଚାର ଏବଂ ଖରାପ ବ୍ୟବହାର ବଢ଼ିଚାଲିଛି ସେଥିପାଇଁ ସରକାରଙ୍କ ପକ୍ଷରୁ ମହିଳାମାନଙ୍କ ପାଇଁ ଅନେକ ପ୍ରକାର ସ୍କିମ୍ ମଧ୍ୟ ଯୋଗାଇ ଦିଆଯାଉଛି। ନାରୀମାନଙ୍କ ପାଇଁ ଅନେକ ସଂଘ ମଧ୍ୟ ପ୍ରସ୍ତୁତ ହୋଇଛି।
ଅନେକ କ୍ଷେତ୍ରରେ ନାରୀ ସଶକ୍ତି କରଣ ସଂଗଠନ ମଧ୍ୟ ହୋଇଛି।ବର୍ତ୍ତମାନ ସମୟରେ ମହିଳା ମାନଙ୍କ ପାଇଁ ସରକାରଙ୍କ ପକ୍ଷରୁ ଏକ ନୂଆ ଯୋଜନା ପ୍ରସ୍ତୁତ କରାଯାଇଛି।ଯେଉଁଥିରେ ସମସ୍ତ ମହିଳାମାନଙ୍କୁ ପ୍ରତ୍ୟେକ ମାସ ୧୦୦୦ ଟଙ୍କା ଆସିବ।
ଏହିଭଳି ଏକ ଯୋଜନା ମହିଳା ମାନଙ୍କ ପାଇଁ ପ୍ରସ୍ତୁତ କରାଯାଇଛି।ଏହି ଯୋଜନା ମଧ୍ୟପ୍ରଦେଶର ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନଙ୍କ ଦ୍ଵାରା ପ୍ରସ୍ତୁତ ହୋଇଛି ଏବଂ ଏହି ଯୋଜନା ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ୮୦୦୦ କୋଟି ଟଙ୍କାର ବିଲ୍ ମଧ୍ୟ ପ୍ରସ୍ତୁତ ହୋଇଛି।
ଏହି ଯୋଜନା କେବଳ ମଧ୍ୟ ପ୍ରଦେଶରେ ରହୁଥିବା ମହିଳା ମାନଙ୍କ ପାଇଁ ପ୍ରସ୍ତୁତ ହୋଇଛି।ଯେଉଁମାନେ ମଧ୍ୟ ପ୍ରଦେଶର ବାସିନ୍ଦା ହୋଇଥିବେ କେବଳ ସେମାନେ ହିଁ ଏହି ଯୋଜନାର ଲାଭ ଉଠାଇ ପାରିବେ।
ଏହି ଯୋଜନା ଆବେଦନ କରିବା ସମୟ ୫ ତାରିଖରୁ ଆରମ୍ଭ ହେଉଛି ତେଣୁ ଯଦି ଆପଣମାନେ ମଧ୍ଯପ୍ରଦେଶ ବାସିନ୍ଦା ହୋଇଥାନ୍ତି ତେବେ ଆପଣମାନେ ଆଜି ଏହି ଯୋଜନାର ଲାଭ ଉଠାନ୍ତୁ ଏବଂ ପ୍ରତ୍ୟେକ ମାସ ୧୦୦୦ ଟଙ୍କା ପାଇବାର ହକଦାର ହୁଅନ୍ତୁ।
ଏହି ଯୋଜନା ପାଇଁ ମହିଳାମାନଙ୍କୁ ତିନି ଭାଗରେ ବିଭକ୍ତ କରାଯାଇଛି। ପ୍ରଥମ ଭାଗରେ ଯେଉଁ ମହିଳାମାନେ ନିମ୍ନ ବର୍ଗର ହୋଇଥିବେ ସେମାନଙ୍କୁ ଏହି ତାଙ୍କ ମିଳିବ ।
ଯେଉଁ ମହିଳା ମାନଙ୍କ ବାର୍ଷିକ ଆୟ ୨.୫ ଲକ୍ଷରୁ କମ୍ ସେମାନେ ମଧ୍ୟ ଏହା ପାଇପାରିବେ ଏବଂ ତୃତୀୟ ଭାଗରେ ଯେଉଁ ମହିଳାମାନଙ୍କ ପରିବାର ରେ ୫ ଏକରରୁ କମ ଜମି ରହିଥିବା ସେମାନେ ମଧ୍ୟ ଏହି ଯୋଜନାରେ ଟଙ୍କା ପାଇପାରିବେ।ଆମ୍ଭେ ଆପଣମାନଙ୍କୁ କହିରଖୁଛୁ ଯେ ଏହି ଯୋଜନା କେବଳ ମଧ୍ୟପ୍ରଦେଶ ବାସିନ୍ଦାଙ୍କ ପାଇଁ ଉପଲବ୍ଧ,ଏହା ଆଉ କୌଣସି ରାଜ୍ୟ ପାଇଁ ଉପଲବ୍ଧ ନୁହେଁ।ଯଦି ଆପଣମାନେ ମଧ୍ୟପ୍ରଦେଶର ବାସିନ୍ଦା ତେବେ ଆପଣମାନେ ଏହି ସ୍କିମ ପାଇବା ପାଇଁ ଆବେଦନ କରନ୍ତୁ।