ଛି..!! ଏତେ ତଳକୁ ଖସିଗଲା ମଣିଷ । ବୁଲା କୁକୁର ସହ ଦୁ-ଷ୍କର୍ମ । ଯାହାର ଭିଡିଓ ହେଉଛି ଭାଇରାଲ୍ ।

ବର୍ତମାନ ସମୟରେ ଅମାନବୀୟତାର ସମସ୍ତ ସୀମା ପାର କରିଦେଇଛି ଭାଇରାଲ ହେଉଥିବା ଏକ ଭିଡିଓ । ହଜିଗଲା ମାନବିକତା । ପୁଣି ସାମ୍ନାକୁ ଆସିଲା ଲ-ଜ୍ଜାଜ-ନକ ଘ-ଟଣା । ମଣିଷ ଗୋଟିଏ ପରେ ଗୋଟିଏ ଜ-ଘନ୍ୟ କା-ଣ୍ଡ କରିଚାଲିଛି । ପ୍ରତିଦିନ ପ୍ରତିଦିନ କେଉଁଠି ନା କେଉଁଠି ମହିଳାଙ୍କୁ ଦୁ-ଷ୍କର୍ମ କରାଯାଇଥିବା ଖବର ସାମ୍ନାକୁ ଆସୁଥିବା ବେଳେ ଏବେ ପଶୁଙ୍କୁ ଦୁ-ଷ୍କର୍ମ କରିବାକୁ ପଛାଉ ନାହାନ୍ତି କିଛି ଅମା-ନୁଷିକ ବ୍ୟକ୍ତି

ଯେ କେହି ଦେଖିଲେ ଘୃ-ଣାରେ ନାକ ନଟେକି ରହି ପାରିବେ ନାହିଁ । ଦିଲ୍ଲୀର ହରିନଗର ଅଂଚଳରେ ଘଟିଛି ଏପରି ଏକ ଘ-ଟଣା । ଜଣେ ବ୍ୟକ୍ତି ଏକ ବୁଲା କୁକୁର ସହ ଦୁ-ଷ୍କର୍ମ କରୁଥିବାର ଦୃ-ଶ୍ୟ କ-ଏଦ ହୋଇଛି ସସିଟିଭି କ୍ୟାମେରାରେ ।

ଭିଡିଓଟି ସୋସିଆଲ ମିଡିଆରେ ଏବେ ଭାଇରାଲ ହେବା ପରେ ଏହା ପଶୁପ୍ରେମୀ ଓ ପଶୁକର୍ମୀଙ୍କ ମଧ୍ୟରେ ଅସନ୍ତୋଷ ସୃଷ୍ଟି କରିଛି । ସୋସିଆଲ ମିଡିଆରେ ସେୟାର ହେବା ପରେ ୟୁଜର୍ସମାନଙ୍କ ଠାରୁ ବିଭିନ୍ନ ପ୍ରତି-କ୍ରିୟା ମିଳିବାକୁ ଲାଗିଛି । କେହି କେହି ପଶୁ ଉପରେ ଅତ୍ୟା-ଚାର କହୁଥିବା ବେଳେ କେହି ଏହାକୁ ଏକ ଘୃ-ଣ୍ୟ କାର୍ଯ୍ୟ ବୋଲି କହିଛନ୍ତି ।

ଅଭି-ଯୁକ୍ତ ଉପରେ କା-ର୍ଯ୍ୟାନୁ-ଷ୍ଠାନ ନିଆଯାଇ ନଥିବାରୁ ଦିଲ୍ଲୀ ପୋଲି-ସକୁ ସମାଲୋଚନା କରିଛନ୍ତି ପଶୁପ୍ରେମୀ ଓ ସୋସିଆଲ ମିଡିଆ ୟୁଜର୍ସମାନେ । ସୋସିଆଲ ମିଡିଆରେ ପୋଲି-ସକୁ ଆକ୍ଷେପ କରାଯିବା ପରେ ଏହାକୁ ଅପ-ରାଧ ଭାବେ ଦିଲ୍ଲୀ ପୋ-ଲିସ ଗ୍ରହଣ କରିଛି । ଘଟ-ଣାର ତ-ଦନ୍ତ କରି ତୁରନ୍ତ କା-ର୍ଯ୍ୟନୁ-ଷ୍ଠାନ ନେବା ପାଇଁ ପୋଲି-ସକୁ ନି-ର୍ଦ୍ଦେଶ ଦିଆଯାଇଥିବା ଜଣାଯାଇଛି ।

ତେବେ ଭିଡିଓକୁ ଆଧାର କରି ପୋ-ଲିସ ଏକ ମାମ-ଲା ରୁଜୁ କରିବା ସହ ତ-ଦନ୍ତ ଜାରି ରଖିଛି । ବର୍ତ୍ତମାନ ସୁଦ୍ଧା ଅଭି-ଯୁକ୍ତକୁ ଧରିବାରେ ସଫଳ ହୋଇ ନାହିଁ । ସୂଚନା ଥାଉ କି, ଗତବର୍ଷ ଅଗଷ୍ଟ ମାସରେ ମହାରାଷ୍ଟ୍ର ପୁଣେରେ କୁକୁରକୁ ଦୁ-ଷ୍କର୍ମ ହୋଇଥିବା ଖବର ସାମ୍ନାକୁ ଆସିଥିଲା । ଜଣେ ବୃ-ଦ୍ଧଙ୍କ ବିରୋ-ଧରେ ଥା-ନାରେ ମାମ-ଲା ରୁ-ଜୁ ହୋଇଥିଲା ।

ଏହି ଘଟ-ଣା ଜଣାପଡିବା ପରେ ବୃଦ୍ଧଙ୍କ ଏପରି ଘୃ-ଣ୍ୟ ମାନସିକତାକୁ ସ୍ଥାନୀୟ ଲୋକେ ନି-ନ୍ଦା କରିଥିଲେ । ବୃଦ୍ଧ ଜଣକ କୁକୁରକୁ ନିଜ ଘରକୁ ଖାଦ୍ୟ ଦେବା ବାହାନାରେ ପାଖକୁ ଡାକି ନେଇ ଦୁ-ଷ୍କର୍ମ କରୁଥିବା ପଡୋଶୀ ଦେଖିଥିଲେ । ପରେ ପଡୋଶୀ ଜଣଙ୍କ ମୋବାଇଲରେ ଏହି ଦୃ-ଶ୍ୟକୁ କ-ଏଦ କରିଥିଲେ । ଥା-ନାରେ ଅଭି-ଯୋଗ ପରେ ଶେଷରେ ବୃଦ୍ଧ ଜଣଙ୍କୁ ଗି-ରଫ କରିଥିଲା ପୋ-ଲିସ ।

odia sambada
Comments (0)
Add Comment