ଆସିଲା ଜିଓ ତରଫରୁ ଦମଦାର ପ୍ଲାନ୍, ମାତ୍ର ୨୬ ଟଙ୍କାରେ ପାଇବେ ଢେର୍ ସୁବିଧା,ଜାଣନ୍ତୁ ପ୍ଲାନ ବିଷୟରେ ସମ୍ପୂର୍ଣ ସୂଚନା

ଆଜିର ଦୁନିଆରେ ସମସ୍ତେ ସ୍ମାର୍ଟ ଫୋନ୍ ବ୍ୟବହାର କରୁଛନ୍ତି ଆଉ ସ୍ମାର୍ଟ ଫୋନ୍ ପାଇଁ ଡାଟାର ବହୁତ ଆବଶ୍ୟକ ପଡ଼ିଥାଏ। ବର୍ତମାନ ସମୟରେ ଦିନକୁ ଦିନ ଇଣ୍ଟରନେଟର ଅଧିକରୁ ଅଧିକ ଚାହିଦା ବଢିବାରେ ଲାଗିଛି ତେଣୁ ଏହାକୁ ଦୃଷ୍ଟିରେ ରଖି ଟେଲିକମ କମ୍ପାନୀ ମାନେ ମଧ୍ୟ ନୂଆ ନୂଆ ପ୍ଲାନ୍ ଆଣିବାରେ ମଧ୍ୟ ବ୍ୟସ୍ତ। ତେବେ ଏହାରି ମଧ୍ୟରେ ଦେଶରେ ସର୍ବ ବୃହତ ଟେଲିକମ କମ୍ପାନୀ ରିଲାଏନ୍ସ ଜିଓ ନିଜ ଆଡକୁ ଆକର୍ଷିତ କରିବା ପାଇଁ ବହୁତ ଶସ୍ତା ପ୍ଲାନ୍ ଅଫର୍ କରିଥାଏ।

ୟୁଜର୍ସ ବି କମ୍ ଦାମରେ ଅଧିକ ବେନିଫିଟ୍ ଥିବା ପ୍ଲାନ୍ ଅପେକ୍ଷାରେ ଥାଆନ୍ତି, ବର୍ତ୍ତମାନ ଜିଓ ଏକ ଶସ୍ତା ପ୍ଲାନ୍ ଆଣିଛି ଏହି ପ୍ଲାନରେ ଆପଣମାନେ ଡାଟା କଲିଂ ଏବଂ ଏସେମେସ୍ କ୍ଷେତ୍ରରେ ବହୁତ ସୁବିଧା ପାଇ ପାରିବେ। ଆପଣ ନିଜ ସ୍ମାର୍ଟ ଫୋନ୍ ପାଇଁ ରିଚାର୍ଜ କରୁଥିବେ ନିଶ୍ଚିତ, କିନ୍ତୁ ଦିନକୁ ଦିନ ଟେକ୍ନୋଲୋଜି ବଦଳିବାରେ ଲାଗିଛି ପୁଣି ଏହା ସହିତ ଟେଲିକମ୍ କମ୍ପାନୀ ନିଜ ନିଜର ରିଚାର୍ଜ ରିହାତି ବଢ଼ାଇବାରେ ଲାଗିଛନ୍ତି।

ଟେଲିକମ କମ୍ପାନୀ ନିଜର ରିଚାର୍ଜ ପ୍ଲାନରେ ବହୁତ ଶସ୍ତା ପ୍ଲାନ୍ ବି ଏଡ୍ କରିଥାଆନ୍ତି ଯାହାର ମୂଲ୍ୟ ୧୦୦ ଟଙ୍କାରୁ ବି କମ୍ ଥାଏ। ଯଦି ଆପଣ ନିଜର ସେକେଣ୍ଡାରୀ ସିମକୁ ଚାଲୁ କରିବା ପାଇଁ ପ୍ଲାନ୍ କରୁଛନ୍ତି ତେବେ ଏହା ଆପଣଙ୍କ ପାଇଁ ବେଷ୍ଟ ପ୍ଲାନ୍ ହେବ। ଜିଓର ୨୬ ଟଙ୍କିଆ ପ୍ଲାନ୍, ଏହି ପ୍ଲାନ୍ ହେଉଛି ଜିଓର ସବୁଠାରୁ ଶସ୍ତା ପ୍ଲାନ୍ ଏହି ପ୍ଲାନରେ ୨୮ ଦିନର ଭାଲିଡିଟି ଏବଂ ୨ ଜିବି ଡାଟା ମିଳୁଛି।

୨୮ ଦିନର ଭାଲିଡିଟି ସହିତ ଆସୁଥିବା ୨୬ ଟଙ୍କାର ରିଚାର୍ଜ ପ୍ଲାନ୍ ସବୁଠାରୁ ବେଷ୍ଟ, ଏହି ପ୍ଲାନ୍ ରେ ୬ ଜିବି ଡାଟା ମଧ୍ୟ ମିଳିବ। ଏହି ପ୍ଲାନରେ ଆପଣମାନେ କିନ୍ତୁ କଲିଂ ସହିତ ଏସେମେସର ସୁବିଧା ପାଇ ପାରିବେ ନାହିଁ। ଏୟାରଟେଲର ଶସ୍ତା ପ୍ଲାନ୍, ଏୟାରଟେଲର ୯୯ ଟଙ୍କିଆ ପ୍ଲାନ୍ ଏହା ୨୮ ଦିନର ଭାଲିଡିଟି ସହିତ ମାର୍କେଟକୁ ଆସିଛି। ୯୯ ଟଙ୍କାର ଟକଟାଇମ୍ ମଧ୍ୟ ଆସିଛି ଆଉ ସମ୍ପୃର୍ଣ୍ଣ ୨୮ ଦିନ ପାଇଁ ୨୦୦ ଏମ୍ବି ଡାଟା ମଧ୍ୟ ମିଳୁଛି।

odia sambada
Comments (0)
Add Comment