ସମୁଦ୍ର ପାଣି ୧୨ ଫୁଟ ଉପରକୁ ଉଠିବ,ବର୍ତ୍ତମାନ ୯୦ ପ୍ରତିଶତ ଲୋକଙ୍କ ଜୀବନ ବିପ-ଦରେ,ଜାଣନ୍ତୁ ପୁର ଖବର

ଆପଣ ମାନେ ଶୁଣିଲେ ଆଶର୍ଯ୍ୟ ହେବେ କାରଣ ବହୁ କମ୍ ସମୟ ମଧ୍ୟରେ ସଂସାରରେ ଥିବା ବା ପୃଥିବୀ ରେ ବସ ବାସ କରୁଥିବା ଲୋକଙ୍କ ମଧ୍ୟରୁ ପ୍ରାୟତଃ ୯୦ ପ୍ରତି-ଶତ ଲୋକ ସମୁଦ୍ର ଗ-ର୍ଭରେ ଲୀନ ହୋଇଯିବେ ।କାରଣ ଏବେ ପାଣିପାଗ ଏବଂ ଅନେକ ସୂତ୍ରରୁ ଜାଣିବାକୁ ମିଳୁଛି କି ସମୁଦ୍ର ତାର କାୟା ବିସ୍ତାର କରିଚାଲିଛି ଏବଂ ତା ସହ ବିଶ୍ଵର ସବୁଠାରୁ ବଡ଼ ଗ୍ଲାସୀୟର ତରଳିବାରେ ଲାଗିଛି।

ଯାହା ଆଗାମୀ ମୁହୂର୍ତ୍ତରେ ମନୁଷ୍ୟ ଏବଂ ବାସ କରୁଥିବା ଲୋକଙ୍କ ସହ ପଶୁ ପକ୍ଷୀ ମାନଙ୍କ ଉପରେ ପ୍ର-ଭାବ ପକାଇବା ସହ ଅନେକ ଜୀବନ ମଧ୍ୟ ନେଇଯିବ।ତେଣୁ ଏବେ କୁହାଯାଉଛି କି ସମସ୍ତ ଜନଜାତି ସଜାଗ ହୋଇଯାଅ କାରଣ ଆପଣ ମାନେ ଯାହା କିଛି ଚଳଚ୍ଚିତ୍ରରେ ଦେଖୁଥିଲେ ତାହା ଏବେ ସତରେ ହେବାକୁ ଯାଉଛି କାରଣ ସମୁଦ୍ର ଏବେ ବଢ଼ିବାରେ ଲାଗିଛି ଏବଂ ଏହା ସହ ତାହାର ପାଣିର ପରିମାଣ ମଧ୍ୟ ବଢ଼ିବାରେ ଲାଗିଛି।

ପୂର୍ବରୁ ଯେମିତି ଡାଇନେସର ଲୁପ୍ତ ପାଇଯାଇଛି ସେହି ପରି ମଣିଷ ମାନଙ୍କ ଅବସ୍ଥା ମଧ୍ୟ ସେମିତି ହୋଇଯିବ।ବର୍ତ୍ତମାନ ଡାଇନେସର ଭଳି ଯିବା ଦେଖିବାକୁ ମିଲୁନାହାନ୍ତି ଏବଂ ଏହା ଲୁପ୍ତ ହୋଇଯାଇଛନ୍ତି।ସେହି ଭଳି ମଣିଷ ମଧ୍ୟ ଲୁପ୍ତ ହୋଇଯିବ।ଡାଇନେସର ପ୍ରଜାତି ନି-ଆଁ ଜାଳି ଶେଷ ହୋଇଯାଇଥିଲେ କିନ୍ତୁ ମନୁଷ୍ୟ ସମୁଦ୍ର ଗର୍ଭରେ ବୁଡି ଲୁପ୍ତ ହୋଇଯିବେ। ଏବେ ଦେଖିବାକୁ ଗଲେ କିଛି ବର୍ଷ ମଧ୍ୟରେ ସମୁଦ୍ରର ଆକାର ବଢ଼ିବାରେ ଲାଗିଛି ଏବଂ ସମୁଦ୍ରରେ ଜଳର ପରିମାଣ ୪ ମିଟର ବଢ଼ିଛି।

ଏହା ଚିନ୍ତାର ବିଷୟ ହୋଇଛି କାରଣ ଏତେ ବର୍ଷରୁ ସମୁଦ୍ର ରେ ଜଳର ପରିମାଣ ବଢ଼ିନଥିବ ବେଳେ ଏବେ ଏହାର ପରିମାଣ ବଢ଼ିବାରେ ଲାଗୁଛି ଏବଂ ଏହାର କାରଣ ଗ୍ଲୋବାଲ ୱର୍ମିଙ୍ଗ ବୋଲି ଜଣାପଡିଛି।ଗ୍ଲୋବାଲ ୱର୍ମୀଙ୍ଗ ପାଇଁ ଗ୍ଲାସିୟର ତରକୁଛି ଯାହା ପାଇଁ ସମୁଦ୍ରରେ ଜଳର ପରିମାଣ ଦିନକୁ ଦିନ ବଢୁଥିବା ଦେଖିବାକୁ ମିଳୁଛି।

ଯାହା ଶୁଣିବାକୁ ମିଳୁଛି ସମୁଦ୍ର ମଧ୍ୟ ଗରମ ହେବାରେ ଲାଗିଛି।ଦୀର୍ଘ ୧୧ ହଜାର ବର୍ଷ ଧରି ଏମିତି ଘଟଣା କେବେ ଘଟିଥିବା ବେଳେ ଏହା ପ୍ରଥମ ।ଯଦି ସମୁଦ୍ର ଗରମ ହେବା ତାହେଲେ ଗ୍ଲାସିୟର ତରଲିଲେ ପାଣିର ମାତ୍ରା ବଢିବା ସହ ପାଖରେ ଥିବା ଛୋଟ ଗ୍ଲାସୀୟରଧ୍ୟା ତରଲିବ ।ଯଦି ଏମିତି ହୁଏ ତାହେଲେ ସମୁଦ୍ର ରେ ଜଳର ପରିମାଣ ୧୨ ଫୁଟ ବଢିଯିବ।ଏହାଦ୍ଵାରା ଅନେକ ସହର ଏବଂ ରାଜ୍ୟ ଜଳମଗ୍ନ ହୋଇଯିବ ତା ସହ ଅନେକ ସମୁଦ୍ର ଉପକୂଳବର୍ତ୍ତୀ ଅଞ୍ଚଳ ଜାଲରେ ମଗ୍ନ ହୋଇଯିବ। ଦେଖିବାକୁ ଗଲେ ମୁମ୍ବାଇ , ଚୀନ,ବାଂଲାଦେଶ ଭଳି ଦେଶ ଜାଲରେ ମଗ୍ନ ହୋଇଯିବ।

odia sambada
Comments (0)
Add Comment