ପଞ୍ଜାବର ଜଳନ୍ଧରରୁ ଏକ ଆଶ୍ଚ-ର୍ଯ୍ୟକର ଘ-ଟଣା ସାମ୍ନାକୁ ଆସିଛି। ଚମଡ଼ା ଫାକ୍ଟ୍ରିରେ କାମ କରୁଥିବା ଜଣେ ଯୁବକ ଦାବି କରି କହିଛି ଯେ, ଚାରିଜଣ ଯୁବତୀ ତାଙ୍କୁ ଏକଲା ପାଇ କିଡ-ନାପ କଲେ ଓ ସାରାରାତି ଶାରୀ-ରିକ ସ-ମ୍ଵନ୍ଧ ବନାଇଲେ।
ଯୁବକ ଜଣକ ପୋଲି-ସରେ ଏହାର ଅଭି-ଯୋଗ କରିନାହାଁନ୍ତି କିନ୍ତୁ ରାଜ୍ୟ ଅନୁସ-ନ୍ଧାନକାରୀ ଟିମ ଛାନ-ଭୀନ ଜାରି ରଖିଛି। ବ୍ୟକ୍ତି ଜଣକ ମିଡ଼ିଆକୁ ଏହି ସୂଚନା ଦେଇଥିଲେ,ଯାହାର ଭିଡ଼ିଓ କ୍ଲିପ ଏବେ ସୋସିଆଲ ମିଡ଼ିଆ ୱେବସାଇଟରେ ରହିଛି।
ପୀ-ଡ଼ିତ ଜଣକ କହିଥିଲା, ରାତିରେ ଫ୍ୟାକ୍ଟ୍ରିରୁ କାମ ସାରି ଫେରୁଥିବା ସମୟରେ ମୋ ପଛରୁ ଏକ କାର ଆସିଲା ଓ ଏଥିରେ ତିନିଜଣ ଯୁବତୀ ବସିଥିଲେ। ସେମାନେ ମୋତେ ଏକ ଠି-କଣା ପଚାରିଥିଲେ ଓ ଏହି ସମୟରେ ମୋ ଆଖିରେ କିଛି ପକାଇଦେଲେ।
ଏହାପରେ ଯୁବତୀମାନେ ତାଙ୍କ ହାତ ବାନ୍ଧିଦେଲେ ଓ ଆଖିରେ ପ-ଟି ମଧ୍ୟ ବାନ୍ଧିଦେଲେ। ବ୍ୟକ୍ତି ଜଣକ କହିଲେ, ଯୁବତୀ ମାନେ ମୋତେ ଶୁନ-ଶାନ ଓ ନିଛାଟିଆ ସ୍ଥାନକୁ ନେଇଗଲେ। ଏହାପରେ ମୋତେ ନି-ଶା ଦେଇ ମୋ ସହିତ ଜଣ ଜଣ କରି ଶାରୀ-ରିକ ସ-ମ୍ଵନ୍ଧ ବନାଇଲେ। ରାତି ୩ ଘଟିକା ସମୟରେ ତାଙ୍କୁ ମହିଳା ମାନେ ଉକ୍ତ ସ୍ଥାନରେ ପୁଣି ଛାଡ଼ିଦେଲେ। ବ୍ୟକ୍ତିଙ୍କ ଅନୁସାରେ ଏହି ଘ-ଟଣା 5 ଦିନ ପୂର୍ବରୁ ଘ-ଟିଥିଲା।
ପୀଡି-ତଙ୍କ ହିସାବରେ ଯୁବତୀ ମାନେ ଭଲ ଘରର ଲାଗୁଥିଲେ ଓ ତାଙ୍କର ବୟସ ପାଖାପାଖି 22 ରୁ 23 ବର୍ଷ ଭିତରେ ଲାଗୁଥିଲା। ସେମାନେ ପରସ୍ପର ସହିତ ଇଂରାଜୀରେ କଥା ହେଉଥିଲେ। ସମସ୍ତେ ଶିକ୍ଷିତ ବୋଲି ଯୁବକ ଜଣକ କହିଥିଲେ। ଶେଷରେ ଯୁବକଙ୍କୁ ପଚରାଗଲା କାହିଁକି ତୁମେ ଅଭି-ଯୋଗ ଆଣିଲନାହିଁ?
ଏଥିରେ ବ୍ୟକ୍ତି ଜଣକ କହିଥିଲେ, ମୋ ପରିବାର ମୋତେ ଅଭି-ଯୋଗ ନକରିବାକୁ କହିଥିଲା କାରଣ ମୋ ପରିବାର କୌଣସି ସମସ୍ୟାକୁ ମୁଣ୍ଡ ଉପରକୁ ଆଣିବାକୁ ଚାହୁଁନଥିଲେ। ଅପର ପଟରେ ଜଳନ୍ଧରରେ ମଧ୍ୟ ଏମିତି କେସ ଆଗରୁ କେବେ ହୋଇନଥିଲା। ଏବେ ଯୁବକ ମିଡ଼ିଆରେ ଏହିକଥା କହିବାପରେ ଏହା ଇଣ୍ଟରନେଟରେ ଭାଇରାଲ ହେବାରେ ଲାଗିଛି।