ପଥର ପାଲଟି ଯାଇଥିବା ସାପ ପୁଣି ଉଠିବ, ଜାଣନ୍ତୁ ଏହି ପଥର ସାପ ରହସ୍ୟ ସଂମ୍ପର୍କରେ

ରହସ୍ୟ ଘେରା ଆମ ଏଇ ଦୁନିଆରେ ଏପରି ଅନେକ ଘ-ଟଣା ଘଟୁଛି ଯାହା ବିଜ୍ଞାନକୁ ବିଶ୍ଵାସ କରିବାକୁ ବାଧ୍ୟ କରିଦେଇଛି। ଏବେ ଆଉ ଏକ ଘଟ-ଣା ଘଟିବାକୁ ଯାଉଛି ଯାହା ସମଗ୍ର ବିଶ୍ଵକୁ ଚମକାଇ ଦେଇଛି, ଶୁଣିବାକୁ ମିଳୁଛି ଖୁବ୍ ଶୀଘ୍ର ବଞ୍ଚି ଉଠିବ ଅଭିଶପ୍ତ ପଥର ସାପ

ଥାଇଲାଣ୍ଡରେ ଏକ ବିଶାଳକାୟ ଚଟାଣ ରହିଛି ଯାହା ସାପ ଆକାରରେ ଅଛି, କୁହାଯାଏ ଏହାକୁ କେହି ନିର୍ମାଣ କରି ନାହାଁନ୍ତି, ଯୁଗ ଯୁଗ ଧରି ଏହି ସାପ ଏଠାରେ ଏମିତି ରହିଛି। ଏହି ସ୍ଥାନରେ ସାପ ଅଭି-ଶାପ ପାଇ ପଥର ପାଲଟି ଯାଇଥିବା ପୁରାଣରେ ବର୍ଣ୍ଣନା କରାଯାଇଛି, ଏହି ଅଭିଶପ୍ତ ନାଗ ଥାଇଲାଣ୍ଡର ଜଣେ ରାଜାଙ୍କର ବୋଲି କୁହାଯାଉଛି।

ଯାହାଙ୍କୁ ନାଗ ଲୋକର ରାଜା ପଥର ପାଲଟି ଯିବାକୁ ଅଭି-ଶାପ ଦେଇଥିଲେ, ଆଉ ଏବେ କୁହାଯାଉଛି ଏହି ଅଭି-ଶପ୍ତ ନାଗ ଏବେ ପୁଣି ବଞ୍ଚି ଉଠିବ। ଥାଇଲାଣ୍ଡରେ ନାଗକୁ ପୂଜା କରାଯାଏ।

ଥାଇଲାଣ୍ଡରେ ଥିବା ନୂତ ନ୍ୟାସନାଲ ପାର୍କରେ ଏହି ନାଗକୁ ଦେଖିବାକୁ ମିଳେ ଯାହାକୁ ଅଭିଶପ୍ତ ସାପ ବୋଲି କୁହାଯାଏ ଯାହା ଅବିକଳ ସାପ ଆକୃତିର ଦେଖାଯାଏ।ନାଗ ସାପ ଗୋଡାଇ ହୋଇ ମୁହଁ ସିଧା କରି ରହିଥିବା ଦେଖିବାକୁ ମିଳେ। ଏହାର ଛବି ଦେଖିଲେ ବି ଆପଣ କିଛି ସମୟ ପାଇଁ ଲାଗିବ ଏହା ପଥର ନୁହେଁ ସତ ସାପ ବୋଲି।

ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ, ଏହି ସାପ ଡାଇନୋସର ଥିବା ସମୟର ଅଟେ। ଯେବେ ମଣିଷର ଉତ୍ପତ୍ତି ନଥିଲା ସେହି ସମୟରୁ ଏହି ସାପ ଏପରି ରହିଛି। ସେବେଠାରୁ ମଣିଷ ଥାଇଲାଣ୍ଡରେ ବସବାସ କରିବା ଆରମ୍ଭ କରିଲା ତା ପୂର୍ବରୁ ଏହି ସାପ ଏଠାରେ ଚଟାଣ ଭଳି ରହି ଆସିଅଛି।

ତେଣୁ ଲୋକଙ୍କର ବିଶ୍ଵାସ ଏହା ଅଭି-ଶପ୍ତ ସାପ ଅଟେ।ଏହାକୁ କିଏ କେବେ ତିଆରି କରିଲା ତାହାର ପ୍ରମାଣ ବି ଆଜି ଯାଏଁ ମିଳିପାରି ନାହିଁ। କୁହାଯାଏ ରାଜା ଓଲୁଙ୍କୁ ନାଗ ରାଜାଙ୍କର ଅଭି-ଶାପ ଥିଲା ଯେପର୍ଯ୍ୟନ୍ତ ଏଠାରେ ଜନବସତି ଗଢ଼ି ଉଠି ନାହିଁ ସେ ପର୍ଯ୍ୟନ୍ତ ଅଭି-ଶାପ କାମ କରିବ।

ରାଜା ଓଲୁଙ୍କ ପୁଅ ନାଗ କନ୍ୟାଙ୍କୁ ବିବାହ କରିଥିଲେ, ନାଗ କନ୍ୟା ବିବାହ ସମୟରେ ହିଁ ନିଜ ଅସଲି ରୂପକୁ ଆସିଯାଇ ସର୍ପ ରୂପ ଦେଖାଇ ଥିଲେ। ଯାହା ଦେଖି ରାଜା ଓଲୁ ନିଜ ପୁତ୍ରଙ୍କୁ ବିବାହ ନକରି ଫେରି ଯିବାକୁ କହିଥିଲେ ଏବଂ ଏଥିରେ ରା-ଗିଯାଇ ନାଗରାଜା ରାଜା ଓଲୁଙ୍କ ସମସ୍ତ ଲୋକଙ୍କୁ ଗୋଡାଇ ଗୋଡାଇ ମା-ରିଥିଲେ। ଆଉ ବଞ୍ଚି ଥିବା ଲୋକ ସେହି ସମୟରେ ରାଜ୍ୟ ଛାଡି ଚାଲି ଯାଇଥିଲେ।ଆଉ ଶେଷରେ ରାଜାଙ୍କୁ ଅଭି-ଶାପ ଦେଇ ପଥର କରି ଦେଇଥିଲେ ନାଗରାଜ।

odia sambada
Comments (0)
Add Comment