ସାତ ଜନ୍ମର ସାଥି ହେବା ପାଇଁ କଥା ଦେଇଥିଲେ, କିନ୍ତୁ ଅଧା ବାଟରେ ସ୍ତ୍ରୀର ଜୀବନ ନେଲା ସୈ-ତାନ ସ୍ୱାମୀ,ଜାଣନ୍ତୁ ପୁରା ଘ-ଟଣା

ତେବେ ବନ୍ଧୁଗଣ ସ୍ବାର୍ଥ ପୂର୍ଣ୍ଣ ଆଜିର ଏଥି ସମାଜରେ ସର୍ତ୍ତହୀନ ଏବଂ ନିବିଡ଼ ଭାବରେ ଭଲ ପାଉଥିବା ଦୁଇଟି ହୃଦୟ ମିଶିବାପାଇଁ ତ ସ୍ବାମୀ ସ୍ତ୍ରୀ ସମ୍ପ-ର୍କଟି ଏଭଳି ଏକ ସମ୍ପ-ର୍କ ଯାହା ଭଗବାନ ଉପରୁ ବନାଇଥାନ୍ତି ।

ଆପଣମାନେ ସମସ୍ତେ ଆଜିକା ସମାଜରେ କେତେ କଣ ଘ-ଟଣା ଘଟୁଛି ତାହା ବିଷୟରେ ଜାଣିଥିବେ । ଆଉ ଆଜିକା ଦୁନିଆରେ ପର-କୀୟା ପ୍ରୀ-ତି ସତେ ଯେପରି ସବୁଆଡ଼େ ଚାଲିଛି । ଆଉ ଲୋକମାନେ ବହୁତ ଜଲଦି ଏହାକୁ ଆପଣେଇ ନେଉଛନ୍ତି ।

ଏପରିକି ହ-ତ୍ୟା ମଧ୍ଯ କରିବାକୁ ପଛାଉ ନାହାଁନ୍ତି । ପର-କୀୟା ପ୍ରୀତି ପାଇଁ ସ୍ବାମୀ ସ୍ତ୍ରୀକୁ କିମ୍ବା ସ୍ତ୍ରୀ ସ୍ୱାମୀକୁ ଛାଡ଼ି କୁଆଡେ ପଳାଉଛି ସାତ ଜନ୍ମର ସମ୍ପ-ର୍କକୁ ଭାଙ୍ଗି । ଏହି ପର-କୀୟା ପ୍ରୀତି ପାଇଁ କେତେ ଯେ ସମ୍ପ-ର୍କ ଭାଙ୍ଗୁଛି ତାହାର କିଛି ହିସାବ ନାହିଁ । ସେମିତି ବର୍ତମାନ ସମୟରେ ଏକ ସାଙ୍ଘା-ତିକ ଘ-ଟଣା ସମ୍ନାକୁ ଆସିଛି । ଯେଉଁଠି ଜଣେ ସ୍ୱାମୀ ସନ୍ଦେ-ହ କାରଣରୁ ସ୍ତ୍ରୀକୁ ନିଜ ହାତରେ ମା-ରି ଦେଇଛି ।

ହଁ ଆଜ୍ଞା ବନ୍ଧୁଗଣ ପର-କୀୟା ପ୍ରୀ-ତି ସନ୍ଦେ-ହରେ ଅଭା-ବନୀୟ ଘ-ଟଣା । ପତ୍ନୀକୁ ରଡରେ ହ-ତ୍ୟା କଲା ସ୍ୱାମୀ । ଏଭଳି ଘଟ-ଣା ଘଟିଛି ରାୟଗଡ଼ା ଜିଲ୍ଲା କାଶୀପୁର ବ୍ଲକ ଦୋରାଗୁଡା ଥା-ନା ଅନ୍ତର୍ଗତ ଡି.କରଳ ଗ୍ରାମରେ ।

ହ-ତ୍ୟାର ଶି-କାର ହୋଇଥିବା ମହିଳା ଜଣକ ହେଲେ ୩୬ ବର୍ଷୀୟା ସାପାଇ ମାଝୀ । ସାପାଇଙ୍କୁ ତାଙ୍କ ସ୍ବାମୀ ମାଲିକି ମାଝୀ ଏକ ଧା-ରୁଆ ଅ-ସ୍ତ୍ରରେ ହା-ଣି ହ-ତ୍ୟା କରିଛନ୍ତି ।

ଏ ସଂପର୍କରେ ସୂଚନା ପାଇ ପୋ-ଲିସ ମାଲିକି ମାଝୀକୁ ଅଟକ ରଖିଥିବା ସୂଚନା ମିଳିଛି । ସୂଚନା ଥାଉକି, ପର-କୀୟା ପ୍ରୀତି ସନ୍ଦେ-ହରେ ଗତ କିଛି ଦିନ ହେବ ସ୍ବାମୀ ଓ ସ୍ତ୍ରୀ ମଧ୍ୟରେ ଗ-ଣ୍ଡଗୋ-ଳ ଲାଗୁଥିଲା । ତେବେ ଗତକାଲି ରାତିରେ ଏହା ଉଗ୍ର ରୂପ ନେଇଥିଲା । ଏଥିରେ ଉତ୍ତ୍ୟକ୍ତ ହୋଇ ମାଲିକି ଏକ ଧା-ରୁଆ ଅ-ସ୍ତ୍ରରେ ପତ୍ନୀ ସାପାଇକୁ ହ-ତ୍ୟା କରିଥିଲା।

ଶନିବାର ସକାଳେ ଜଣାପଡ଼ିବା ପରେ ଗ୍ରାମବାସୀ ପୋ-ଲିସକୁ ସୂଚନା ଦେଇଥିଲେ । ପୋ-ଲିସ ତ-ଦନ୍ତ କରିବା ସହ ମାଲିକିକୁ ଥା-ନାରେ ଅଟକ ରଖିଛି । ଏଥିସହ ମୃ-ତ ସାପାଇଙ୍କ ମୃ-ତଦେ-ହ ଉ-ଦ୍ଧାର କରି କାଶୀପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ପଠା ଯାଇଥିବା ଜଣାପଡିଛି ।

odia sambada
Comments (0)
Add Comment