ବାହା ହେବା କଥା କହିବାରୁ ପ୍ରେମିକାକୁ ମା-ରି ଖଣ୍ଡ ଖଣ୍ଡ କରି ଢ଼ାବା ପ୍ରିଜରେ ରଖିଲା ପ୍ରେମିକ

ଆମେ ସମସ୍ତେ ପରସ୍ପରକୁ ଭଲ ପାଇଥାଉ ଓ ଭଲ ପାଇଥାଉ ବୋଲି ତ ଆମେ ପଶୁ ନହୋଇ ମଣିଷ ଅଟୁ। ସମାଜ ବିଭିନ୍ନ ପ୍ରକାର ର ଭଲ ପାଇବା ରହିଛି। ସେଥିମଧ୍ୟରୁ ବାପା ମା,ଭାଇ ଭଉଣୀ,ସ୍ବାମୀ ସ୍ତ୍ରୀ ଆଦି ଅନେକ ଭଲ ପାଇବା ରହିଥାଏ। ଜୀବନ ଜିଇବ।କୁ ହେଲେ ଭଲ ପାଇବାକୁ ପଡ଼ିଥାଏ।ପ୍ରେମିକାକୁ ଖଣ୍ଡ ଖଣ୍ଡ କରି ହା-ଣିଲା ପ୍ରେମିକ। ହାଣି ସାରିବା ପରେ ଢ଼ାବା ଫ୍ରିଜରେ ନେଇ ରଖିଲା ପ୍ରେମିକ।

ପ୍ରେମିକା ବାହା ହେବାକୁ କହୁଥିଲା ବୋଲି ହା-ଣିଦେଲା।ତେବେ ସାମ୍ନାକୁ ଆସିଛି ପ୍ରେମ ହ-ତ୍ୟାକା-ଣ୍ଡର ଆଉ ଏକ ଲୋ-ମଟ-ଙ୍କୁରା ଘ-ଟଣା।ତେବେ ନିକଟରେ ଶ୍ରଦ୍ଧା ହ-ତ୍ୟାର ଘ-ଟଣା ମନରୁ ନ ଲିଭୁଣୁ ଆଉ ଏକ ଘ-ଟଣା ସାମ୍ନାକୁ ଆସିଛି। ପ୍ରେମ କେତେ ତଳକୁ ଖସି ଯାଇପାରେ ତାହା ଆପଣ ଶୁଣିଲେ କଳ୍ପନା କରି ପାରିବେ ନାହିଁ।ତେବେ ଏହି ଘ-ଟଣା ଘଟିଛି ଦିଲ୍ଲୀର ବାବା ହରିଦାସ ନଗର ଅଞ୍ଚଳରେ ।

ତେବେ ମୃତ ଯୁବତୀଙ୍କ ନାମ ହେଉଛି ନିକି ଓ ଅଭି-ଯୁକ୍ତ ପ୍ରେମିକର ନାଁ ସାହିଲ। ନିକି ଓ ସାହିଲ୍ ଦୁଇ ଜଣ ପରସ୍ପରକୁ ବହୁତ୍ ଭଲ ପାଉଥିଲେ। ତେବେ ଟିୟୂସନ୍ ଗଲାବେଳେ ବସରେ ଆରମ୍ଭ ହୋଇଥିଲା ବନ୍ଧୁତା।

ଏହା ପରେ ଦୁଇ ଜଣ ଇଚ୍ଛା କରିଥିଲେ ଲିଭ୍ ଇନ୍ ରେ ରହିବା ପାଇଁ।ତେବେ ସେମାନେ ଲିଭ୍ ଇନ୍ ରେ ରହିବା ପରେ ଶାହିଲ୍ ର ଅନ୍ୟ ଜାଗାରେ ବାହାଘର ଠିକ୍ ହେଇଥିଲା।ଏହାକୁ ନିକି ଜାଣି ପାରିଥଲେ ଏବଂ ନିକି ଶାହିଲଙ୍କୁ ବିବାହ କରିବାକୁ କହିଥିଲେ।ହେଲେ ଶାହିଲ ମନେ ମନେ ନିକିକୁ ରାସ୍ତାରୁ ହଟେଇବାକୁ ଚିନ୍ତା କରିଥିଲା।

ତେବେ ନୀକିକୁ ଯେଉଁଦିନ ମା-ରିଥିଲା ସେହି ଦିନ ଶାହିଲ ଅନ୍ୟ ଏକ ଯୁବତୀକୁ ବିବାହ କରିଥିଲା । ତେବେ ସାହିଲକୁ ପଚ-ରା ଉ-ଚରା କରିବା ପରେ ସେ କହିଛି ଯେ ସେ ଫେବୃୟାରୀ 10ରେ ଦିଲ୍ଲୀର ISBP ନିକଟରେ କାର ଭିତରେ ମୋବାଇଲ କେବୁଲରେ ନିକିର ଗଳା ଚି-ପି ହ-ତ୍ୟା କରିଥିଲl ।

ଶେଷରେ ନିକିର ଦେହକୁ ଖଣ୍ଡ ଖଣ୍ଡ କରି କା-ଟି ଏକ ଢ଼ାବାର ଫ୍ରିଜ୍ ଭିତରେ ପୁରାଇ ଦେଇଥିଲା। ପୋ-ଲିସ୍ ଘ-ଟଣା ସ୍ଥଳରେ ପହଞ୍ଚି ମୃ-ତ ଦେହକୁ ଉ-ଦ୍ଧାର କରିବା ସହ ଅଭି-ଯୁକ୍ତକୁ ଗି-ରଫ କରିଛି।

odia sambada
Comments (0)
Add Comment