ଭାରତର ସବୁଠାରୁ ବଡ଼ ଠ-କ : ତାଜମହଲ ସହ ପାର୍ଲିଆମେଣ୍ଟକୁ ବିକିଦେଇଥିଲା ଏହି ନଟବରଲାଲ,ଜାଣନ୍ତୁ ଏହି ଠ-କ ବିଷୟରେ

ବନ୍ଧୁଗଣ ଏପରି ଜଣେ ଠ-କ ବ୍ୟକ୍ତି ଯିଏକି ୩ ଥର ତାଜମହଲ, ୨ଥର ଲାଲକିଲ୍ଲା, ଥରେ ରାଷ୍ଟ୍ରପତି ଭବନ ବିକ୍ରି କରି ଦେଇଥିଲା ଓ କାହାକୁ ବି ଜଣା ନଥିଲା । କିନ୍ତୁ ଯେତେବେଳେ ଧରାପଡିଲା ସେ ପୋ-ଲିସ୍ ବାଲାଙ୍କୁ କହିଲା କି ମୁଁ କାହାକୁ ପଇସା ପାଇଁ ଡରେଇନି କି ଧ-ମକ ଦେଇନି । ଲୋକମାନେ ହାତ ଯୋଡି ମୋତେ ପଇସା ଦେଇଥିଲେ ।

ଯଦି ଆପଣଙ୍କ ଠାରେ ବୁଦ୍ଧି ଅଛି ତେବେ ଆପଣ ସତ କଥା ପତ୍ତା ଲଗାଇ ଦେବେ । ହଁ ଆଜ୍ଞା ଆମେ କଥା ହେଉଛୁ ଭାରତର ସବୁଠାରୁ ବଡ ଠ-କ ମିଥିଲେଶ କୁମାର ଶ୍ରୀବାସ୍ତବ ଓରଫ୍ ନଟବରଲାଲଙ୍କ ବିଷୟରେ । ନଟବରଲାଲ୍ ଜଣେ ଠ-କ ଥିଲା ଯିଏକି ବେଶ୍ୟାଙ୍କ ଗହଣା ଓ ପଇସା ଲୁ-ଟି ଥିଲା । ମିଥିଳେଶ କୁମାର ଶ୍ରୀବାସ୍ତବ ଔରଫ ନଟବରଲାଲ । ଭାରତର ଠ-କାମି ଦୁନିଆଁର ଏ ଏମିତି ଏକ ନାଁ ଯାହାକୁ କେହି ବି ଭୁଲି ପାରିବେନି ।

ନିଜ କଥାର ଛଳରେ ବିଦେଶୀ ଲୋକଙ୍କୁ ଚୂନ ଲଗାଇ ଏହି ଠ-କ ବିଶ୍ୱ ପ୍ରସିଦ୍ଧ ତାଜମହଲ ସହ ରାଷ୍ଟ୍ରପତି ଭବନ, ଲାଲକିଲ୍ଲା ଆଉ ସଂସଦକୁ ବି ବିକ୍ରି କରିଦେଇଥିଲା । ଏମିତିକି ଭାରତର ରାଷ୍ଟ୍ରପତି ଭବନକୁ ବିକିବାକୁ ସେ ଜା-ଲରେ ରାଷ୍ଟ୍ରପତି ରାଜେନ୍ଦ୍ର ପ୍ରସାଦଙ୍କ ସିଗନେଚର ବି କରିଦେଇଥିଲା ।

ଯାହା ଶୁଣିବା ପରେ ଆଜି ବି ଅନେକ ଲୋକ ତାଜୁବ ହୁଅନ୍ତି । ତେବେ ଠ-କ ନଟବରଲାଲର ଠକା-ମିର ସୀମା ଖାଲି ଏତିକି ନଥିଲା । ବିଭିନ୍ନ ସମୟରେ ଅନେକ ଲୋକଙ୍କୁ ଚୂନ ଲଗାଇ ସେ ଲକ୍ଷ ଲକ୍ଷ ଟଙ୍କାର ଠ-କେଇ କରିଥିଲା ।

କୁହାଯାଏ ଭାରତର ଅନେକ ଶିଳ୍ପପତିଙ୍କ ପାଖରେ ବି ସେ ନିଜର ଠ-କ ବୁଦ୍ଧିକୁ ପ୍ରୟୋଗ କରି ଅନେକଙ୍କୁ କଳାକନା ବୁଲାଇ ଦେଇଥିଲା । ଯେଉଥିପାଇଁ ତା ନାଁରେ ଆଠଟି ରାଜ୍ୟରେ ଶହେରୁ ଅଧିକ ମାମ-ଲା ପଡିରହିଥିଲା । ସବୁଠାରୁ ରୋଚକ କଥା ହେଉଛି, ପୋ-ଲିସ ନଟବରଲାଲକୁ ଧରି ହାଜତରେ ଭର୍ତ୍ତି କରୁଥିଲେ ବି ସେ ସବୁଥର କିଛି ନା କିଛି ଫନ୍ଦି ଫିକର କରି ଜେ-ଲରୁ ବାହାରି ଯାଉଥିଲା ।

ଅନେକ ଥର ସେ ନିଜର ବେଶ ବଦଳାଇ ଜେ-ଲରଙ୍କୁ ଚକମା ଦେଉଥିଲା । କୁହାଯାଏ ନଟବରଲାଲର ପ୍ରକୃତ ନା କଣ ଥିଲା ସେତେବେଳେ କାହାକୁ ବି ଜଣାନଥିଲା । ସେ ପ୍ରାୟ ପଚଶରୁ ଅଧିକ ନାଁରେ ପରିଚିତ ଥିଲା ଏବଂ ବେଶ ଭୂଷା ବଦଳାବାରେ ମାହିର ଥିଲା । ତେଣୁ ପୋ-ଲିସ ତା ପାଖରେ ଏତେ ସହଜରେ ପହଞ୍ଚି ପାରୁନଥିଲା ।

୧୯୯୬ ମସିହାରେ ଶେଷ ଥର ପାଇଁ ନଟବରଲାଲ ପୋ-ଲିସ ହାତରେ ଧ-ରାପଡିଥିଲା । ସେତେବେଳେ ତାକୁ ୮୪ ବର୍ଷ ହୋଇଥାଏ । ଦେହ ଖରାପ ଥିବାରୁ ଅଦାଲତ ତାକୁ କାନପୁର ଜେଲରୁ ଦିଲ୍ଲୀ ଏମସକୁ ପଠାଇଥିଲେ । ଆଉ ଟ୍ରେନରେ ଦିଲ୍ଲୀ ଯିବା ସମୟରେ ପୁରୁଣା ଦିଲ୍ଲୀ ଷ୍ଟେସ-ନରେ ସେ ପୋ-ଲିସଙ୍କୁ ଚ-କମା ଦେଇ ଫେ-ରାର ହୋଇଯାଇଥିଲା ।

ସେବେଠାରୁ ତାକୁ କେବେ ବି କେଉଁଠି ଦେଖିବାକୁ ମିଳିନି । ସେ କେବେ ମୃ-ତ୍ୟୁବ-ରଣ କଲା ତା’ର ସଠିକ ତଥ୍ୟ ବି କାହା ପାଖରେ ନାହିଁ । କୁହାଯାଏ ତା ସବୁ ମାମ-ଲାର ଦ-ଣ୍ଡକୁ ମିଶାଇଲେ ତାକୁ ୧୧୩ ବର୍ଷ ପାଇଁ ଜେ-ଲ ଦ-ଣ୍ଡ ଶୁଣାଯାଇଥିଲା ।

odia sambada
Comments (0)
Add Comment