ଆସନ୍ତା ସପ୍ତାହରେ ପୃଥିବୀରେ ମାଡ଼ ହେବ ବିଶାଳ ପଥର, ଖବର ଜାଣି ବୈଜ୍ଞାନିକ ଦେଲେ ଏହି ସ-ତର୍କ ସୂଚନା

ପୃଥିବୀ ସହ ଧ-କ୍କା ହେବ ବିଶାଳକାୟ ପଥର । ଯାହା କାରଣରୁ ହୋଇପାରେ ବହୁତ ବଡ଼ ଅଘ-ଟଣ । ଏହାର ଆକାର ଜାଣିଲେ ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯିବେ । ପ୍ରତିିଥର ସ୍ପେସ୍‌ ବା ଅନ୍ତରୀକ୍ଷରେ ଘଟୁ-ଥିବା ଘ-ଟଣା ଉପରେ ବୈଜ୍ଞାନିକ ମାନଙ୍କର ରହିଥାଏ କଡ଼ା ନଜର । ଯାହାକୁ ନେଇ ସେମାନେ ନିଜ ମତ ପ୍ରକାଶ କରିଥାନ୍ତି ।

ଘଟୁଥିବା ଘ-ଟଣା ସବୁ ପୃଥିବୀ ପାଇଁ କେତେ ବି-ପଦ ରହିବ ଆଉ ଏହାବ୍ୟତିତ ଏସବୁ ସାଧାରଣ ଲୋକଙ୍କ ଉପରେ କେଉଁ ପ୍ରକାର ପ୍ର-ଭାବ ପକାଇବ ।ସେସବୁକୁ ନେଇ ପ୍ରଥମେ ରି-ସର୍ଚ୍ଚ ଚାଲେ। ପରେ ତର୍କ ବି-ତର୍କ ମାଧ୍ୟମରେ ଏକ ନିଷ୍ପତ୍ତି ନିଆଯାଏ । ତେବେ ଏହାରି ମଧ୍ୟରେ ଅନ୍ତରୀକ୍ଷରୁ ଆଉ ଏକ ଖବର ସାମ୍ନାକୁ ଆସିଛି ।

ମିଳିଥିବା ସୂଚନା ଅନୁସାରେ ଆସନ୍ତା ସପ୍ତାହରେ ଏକ ଶକ୍ତିଶାଳୀ ପଥର ପୃଥିବୀରେ ମାଡ଼ ହେବାକୁ ଯାଉଛି । ଅନ୍ତରୀକ୍ଷରେ ପ୍ରାୟତଃ ଏପରି କିଛି ଘ-ଟଣା ଘଟେ ଯାହା ସମଗ୍ର ମାନବ ସମାଜକୁ ଆଶ୍ଚର୍ଯ୍ୟ କରିଦିଏ । ଏଥିସହିତ ବୈଜ୍ଞାନିକମାନଙ୍କୁ ମଧ୍ୟ ଚିନ୍ତାରେ ପକାଇ ଦିଏ ।

ତେବେ ସମସ୍ତ ଘଟ-ଣାରେ ବୈଜ୍ଞାନିକମାନେ ଉଦବେଗ ପ୍ରକାଶ କରନ୍ତି ନାହିଁ । କାରଣ ସେମାନେ ଜାଣନ୍ତି ଯେ କେଉଁ ଘ-ଟଣା ଚିନ୍ତା ଦେବ ଏବଂ କେଉଁ ଘ-ଟଣା ନୁହେଁ । କିନ୍ତୁ ନିକଟରେ ବୈଜ୍ଞାନିକମାନେ ଏକ ବିରାଟ ପଥରକୁ ନେଇ ଚିନ୍ତାରେ ଅଛନ୍ତି ।

ଏଥିସହିତ ସେ ଏକ ଘୋଷଣା କରିଛନ୍ତି ଯାହାକି ସମସ୍ତଙ୍କ ମନରେ ଭ-ୟ ସୃଷ୍ଟି କରିଛି । ମିଳିଥିବା ସୂଚନା ଅନୁଯାୟୀ ଆମେରିକାର ସ୍ପେସ୍ ଏଜେନ୍ସି ନାସା ଦୀର୍ଘ ଦିନ ଧରି ଏକ ବିରାଟ ପଥର ଟ୍ରାକିଂରେ ନିୟୋଜିତ ଥିଲା ।

ବର୍ତ୍ତମାନ ଖବର ଆସିଛି ଯେ ଏହି ପଥର ପୃଥିବୀର କକ୍ଷପଥରେ ପ୍ରବେଶ କରିପାରିବ ଏବଂ ପୃଥିବୀର ଅତି ନିକଟବର୍ତ୍ତୀ ହୋଇ ଏହା ସହିତ ଧ-କ୍କା ହୋଇପାରେ । ଏହି ବିଶାଳ ପଥରର ନାମ ୧୯୯୧୪୫ (2005YY128) ରଖାଯାଇଛି । ଏହି ପଥରରସ ଆକାର ପ୍ରାୟ ୧ କିଲୋମିଟର ଚଉଡା ହେବ ବୋଲି ଆକଳନ କରାଯାଇଛି ।

ବୈଜ୍ଞାନିକମାନେ କହିଛନ୍ତି ଯେ ଆସନ୍ତା ସପ୍ତାହ ସୁଦ୍ଧା ଏହି ପଥର ପୃଥିବୀର କକ୍ଷପଥକୁ ଆସିପାରେ । ତେବେ ଏହି ଆଷ୍ଟ୍ରୋଏଡ ୧୮୭୦ ରୁ ୪୨୬୫ ଫୁଟ ପର୍ଯ୍ୟନ୍ତ ବଡ ବୋଲି କୁହାଯାଉଛି ।

ନାସାର ଆକଳନ ଅନୁସାରେ ଫେବୃଆରୀ ୧୬ ସୁଦ୍ଧା ଏହି ପଥର ପୃଥିବୀର ୪.୫ ନିୟୁତ କିଲୋମିଟର ଦୂରରେ ପହଞ୍ଚିବ । କିନ୍ତୁ ନାସା ନିଶ୍ଚିତ ନୁହେଁ ଯେ ଏହି ପଥର ପୃଥିବୀର କକ୍ଷପଥ ସହିତ ଧ-କ୍କା ହେବ କି ନାହିଁ ଏବଂ ଏହା ପୃଥିବୀ ଉପରେ ପ୍ର-ଭାବ ପକାଇବ କି ନାହିଁ। ଏଭଳି ପରିସ୍ଥିତିରେ ସେ ଆତଙ୍କିତ ହେବାର ଆବଶ୍ୟକତା ନାହିଁ ବୋଲି ସ୍ପଷ୍ଟ କରିଛନ୍ତି ।

odia sambada
Comments (0)
Add Comment