ରସି-କିଆ ବିବାହିତ ଟ୍ୟୁସନ୍‌ ସାର୍‌ । ପାଠ ପଢାଉ ପଢାଉ ଝିଆରୀକୁ ପ୍ରେମ କରି ଗର୍ଭ-ବତୀ କରାଇଲେ । ଆଉ ଏବେ କୁନି ଝିଅକୁ ନେଇ ଫେ-ରାର ।

ରସି-କିଆ ଟ୍ୟୁସନ୍ ସାର୍ । ପ୍ରେମରେ ଟ୍ୟୁସନ୍‌ ସାର ଏମିତି ପାଗଳ ଥିଲେ ଯେ ସ୍ଥାନ, କାଳ, ପାତ୍ର କି ସମ୍ପ-ର୍କ କିଛି ଦେଖୁ ନଥିଲେ । ଖାଲି ପ୍ରେମରେ ଉବୁଟୁବୁ ହେଉଥିଲେ । ନିଜେ ବିବାହ କରିଥିବା କଥାକୁ ବି ଭୁଲି ଯାଇଥିଲେ ।

ପୁଣି ପ୍ରେମ ଯାହାକୁ କରିଥିଲେ ସେ ସଂପ-ର୍କରେ ହେବ ଝିଆରୀ । ହେଲେ କାକା ହୋଇ ତାକୁ ସୁର-କ୍ଷା ଦେବେ କଣ? ବରଂ ନିଜେ ତା ପ୍ରେମରେ ପାଗଳ ଥିଲେ । ଟ୍ୟୁସନ୍ ପଢେଇବା ଆଳରେ ଝିଆରୀ ଉପରେ ପକାଇଥିଲେ ଲୋଲୁପ ଦୃଷ୍ଟି । ପ୍ରେମ ସମ୍ପ-ର୍କରେ ଏତେ ଅଧିକ ହୋଇଥିଲା ଯେ ଏବେ ଝିଆରୀ ମାଆ ହୋଇଛନ୍ତି ।

ହେଲେ ଘ-ଟଣା ପରେ କିନ୍ତୁ ଆଉ ଧରାଛୁଆଁ ଦେଉ ନାହାନ୍ତି ଟ୍ୟୁସନ ସାର୍‌ । ଟ୍ୟୁସନ୍‌ ସାର୍‌ ଏତେ ରୋମା-ଣ୍ଟିକ ଯେ ବାବୁ ଫଟୋ ପୋଜ୍‌ ଦେବା ସହିତ ସେଲ୍ପି ମଧ୍ୟ ଉଠାଇଛନ୍ତି । ସଂପ-ର୍କରେ କାକା-ଝିଆରୀ ହେବା ପରେ ବି ଝିଆରୀ ସହ ଅନୈ-ତିକ ସମ୍ପ-ର୍କ ରଖି ଏବେ ଚର୍ଚ୍ଚାରେ କାକା । ତେବେ ଏଭଳି ଏକ ଲ-ଜ୍ୟାଜ-ନକ ଘ-ଟଣା ପୁଇଁନ୍ତଳାରୁ ସାମ୍ନାକୁ ଆସିଛି । ଆଉ ଏମିତି ଚାଂଚଲ୍ୟକର ଘ-ଟଣା ଏବେ ଚର୍ଚ୍ଚାର ବିଷୟ ପାଲଟିଛି ।

ତେବେ ବନ୍ଧୁଗଣ ସ୍ଥାନୀୟ ଅଂଚଳର ସତ୍ୟନାରାୟଣ ପୁଟେଲ ଜଣେ ବିବାହିତ ପୁରୁଷ । କିଛିଦିନ ହେଲା ଏକ ୱେବ ଚ୍ୟାନେଲରେ କାମ ବି କରୁଥିଲେ । କିନ୍ତୁ ଟ୍ୟୁସନ କରିବାର ସଉକ ରଖିଥିଲେ । ପାଠ ପଢାଉ ପଢାଉ ଝିଆରୀ ପ୍ରେମରେ ପଡିଥିଲେ ସତ୍ୟନାରାୟଣ । ଆଉ ବାରମ୍ବାର ପ୍ରେମ ନିବେଦନ ପରେ ଉଭୟଙ୍କ ମଧ୍ୟରେ ଗଢି ଉଠିଥିଲା ଶାରୀ-ରିକ ସ-ମ୍ପର୍କ ।

ପ୍ରେମିକା ଗର୍ଭ-ବତୀ ହେବା ପରେ ସ୍ଥାନୀୟ ଅଂଚଳର ଏକ ଭଡାଘରେ ରହୁଥିଲେ ଉଭୟ । କିନ୍ତୁ ଏବେ କୁନି ଝିଅକୁ ନେଇ କେଉଁ ଆଡେ ଫେ-ରାର ମାରିଛନ୍ତି ସତ୍ୟ । ଯାହାକୁ ନେଇ ଥା-ନାରେ ଏତ-ଲା ଦେଇଛନ୍ତି ପୀ-ଡିତା ଓ ତାଙ୍କ ମାଆ ।

ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ସତ୍ୟ ଆ-ଇନ ବିଭାଗରେ ପାଠ ପଢୁଛନ୍ତି । କିନ୍ତୁ ନିଜେ ବେଆ-ଇନକାମ କରି ଏବେ ଚର୍ଚ୍ଚାରେ ଅଛନ୍ତି । ସେପଟେ ସତ୍ୟନାରାୟଣଙ୍କ ସ୍ତ୍ରୀ ମଧ୍ୟ ସ୍ୱାମୀ ପ୍ରତା-ରଣା କରିଥିବା ନେଇ ବଲାଙ୍ଗିର ଟାଉନ ଥା-ନାରେ ଲିଖିତ ଅଭି-ଯୋଗ କରିଥିବା ଜଣାପଡିଛି

ତେବେ ଏନେଇ ପୋ-ଲିସ ପ୍ରତି-କ୍ରିୟା ଦେବାକୁ ମନା କରିଥିବା ବେଳେ ସତ୍ୟନାରାୟଣ ନି-ଖୋଜ ଅଛନ୍ତି । ଏବେ ଦେଖିବାକୁ ବାକି ରହିଲା କେବେ ଗି-ରଫ ହେବେ ପ୍ରତାରକ ପ୍ରେମିକ ।

odia sambada
Comments (0)
Add Comment