ପିଣ୍ଟୁଙ୍କ ଲିଭର ଖରାପ୍ ହେବା ପଛରେ ବଡ଼ କାରଣ , ଏମିତି ଖରାପ୍ ହୋଇଥିଲା ଲିଭର !

ସ୍ୱାସ୍ଥ୍ୟ ହିଁ ସମ୍ପଦ।ଗୋଟିଏ ଅସୁସ୍ଥ ଶରୀର ଗୋଟିଏ ସୁସ୍ଥ ମନକୁ ମଧ୍ୟ ଅସୁସ୍ଥ କରିଦିଏ।ଆଉ ଆମ ସମାଜରେ ଏମିତି କିଛି ଲୋକ ରହୁଛନ୍ତି ।ଯେଉଁ ମାନଙ୍କ ପାଖରେ ସାଧାରଣ ମଣିଷ ଯାହା କରି ପାରନ୍ତି ନାହିଁ ସେଇଟା ସେମାନେ କରି ଦେଖେଇ ଦିଅନ୍ତି।ଯାହାକୁ ବିଶ୍ୱାସ କରିବା ବିଷ୍ମୟ ଜନକ ଅଟେ।ଏମିତି କିଛି ଘ-ଟଣା ଘଟୁଛି ଯାହାକୁ ଆପଣମାନେ ଶୁଣିଲେ ବିଶ୍ୱାସ କରି ପାରିବେନି।ପିଣ୍ଟୁ ନନ୍ଦଙ୍କୁ କେମିତି ହେଲା ଏହି ରୋଗ।

ସେ ଜଣେ ହୃଷ୍ଟ ପୃଷ୍ଟ ବ୍ୟକ୍ତି ।ଆଉ ତାଙ୍କ ଅଭିନୟ ବେଶ୍ ଦମଦାର ଥିଲା। କିନ୍ତୁ ଏତେ ସୁନ୍ଦର ସ୍ୱାସ୍ଥ୍ୟ ପରେ ବି କେମିତି ଦେହ ଭିତରେ ଲିଭର୍ ଦିନକୁ ଦିନ ଖରାପ ହେବାରେ ଲାଗିଥିଲା।କିନ୍ତୁ କେମିତି ଜାଣିପାରୁ ନଥିଲେ ପିନ୍ଟୁ ନନ୍ଦ।ହଁ ଆଜ୍ଞା ସେ କିଛି ଜାଣିପାରୁ ନଥିଲେ।ଦେହ ଖରାପ ହେବା ପରେ ଜାଣିବାକୁ ମିଳିଲା ତାଙ୍କର ୮୦ପ୍ରତିଶତ ଲିଭର୍ ଖରାପ ହୋଇସାରିଛି।ଯାହାକୁ ଲିଭର୍ ଥିରସିସ ବୋଲି ମଧ୍ୟ କୁହାଯାଏ।

ପିଣ୍ଟୁ ନନ୍ଦ ହଠାତ୍ ଗୁରୁ-ତର ହୋଇଯାଇଥିଲେ,ସେ ଲିଭର୍ ରୋଗରେ ପୀ-ଡିତ ହେବେବୋଲି କେବେ ଭାବିନଥିଲେ।ତେବେ ସବୁଠାରୁ ବଡ ଖବର ଲିଭର୍ କାହିକି ଖରାପ ହେଇଯାଏ?ତେବେ ସମସ୍ତେ ଚର୍ଚ୍ଚା କରୁଛନ୍ତି ପିଣ୍ଟୁ ନନ୍ଦ କୁଆଡେ ଅତ୍ୟଧିକ ମ-ଦ୍ୟପା-ନ କରୁଥିଲେ।ଆଉ ଅତ୍ୟଧିକ ମ-ଦ୍ୟପା-ନ ଫଳରେ ଲିଭର୍ ଏପୋରି ଅକାମୀ ହେଇଛି।ତେବେ ଏହିକଥା ନା ପିଣ୍ଟୁ ନନ୍ଦ କହିଛନ୍ତି ନା କୌଣସି ହସ୍ପିଟାଲ ତରଫରୁ କୁହଯାଇଛି।

ତେବେ ପିଣ୍ଟୁଙ୍କ ଲିଭର୍ କେମିତି ଏତେ ଡେମେଜ ହେଲା ଏବେ ତାହା ସବୁଠୁ ବଡ଼ ପ୍ରଶ୍ନ।ହଁ ଆଜ୍ଞା ଲିଭର୍ ଡେମେଜ୍ ହେବାରେ ମ-ଦ୍ୟପା-ନ ସବୁଠାରୁ ବଡ଼ କାରଣ।ଯାହାକି ଅଳ୍ପ ଦିନରେ ଲିଭର୍ ଖରାପ କରିବା ସହ ଲିଭରକୁ ଅକାମୀ ମଧ୍ୟ କରିଦିଏ। ଏଭଳିକି ଆପଣ ଆପଣଙ୍କ ଶରୀରରେ ଯଦି ହେପାଟାଇଟିସ ବି ଅଛି ତାହେଲେ ସେ ମଧ୍ୟ ଲିଭରକୁ ଖରାପ କରିଥାଏ।

odia sambada
Comments (0)
Add Comment