ପିଣ୍ଟୁଙ୍କୁ ଲିଭର ଦେବା ପରେ ଡୋନରର ଅବସ୍ଥା କଣ ହେବ । ଆସନ୍ତୁ ଜାଣିବା ଏହି ରିପୋର୍ଟରେ

ବେଳେ ବେଳେ ଆମ ଆଖ ପାଖରେ ଏମିତି ସବୁ ଘଟଣା ଦେଖିବାକୁ ମିଳେ କି ଯାହା ଆମେ କେବେ ଭାବି ନଥିବୁ କି ଦେଖି ନଥିବୁ। ଆଉ ଆମ ସମାଜରେ ଏମିତି କିଛି ଲୋକ ରହୁଛନ୍ତି ।

ଯୋଉ ମାନଙ୍କ ପାଖରେ ସାଧାରଣ ମଣିଷ ଯାହା କରି ପାରନ୍ତି ନାହିଁ ସେଇଟା ସେମାନେ କରି ଦେଖେଇ ଦିଅନ୍ତି।ଯାହାକୁ ବିଶ୍ୱାସ କରିବା ବିଷ୍ମୟ ଜନକ ଅଟେ।ଏମିତି କିଛି ଘ-ଟଣା ଘଟୁଛି ଯାହାକୁ ଆପଣମାନେ ଶୁଣିଲେ ବିଶ୍ୱାସ କରି ପାରିବେନି।

ପିଣ୍ଟୁଙ୍କୁ ଲିଭର ଦେଇଥିବା ଲୋକ ମୃ-ତ ନଅ ଜୀବିତ। ଲିଭର୍ ଦେଇଥିବା ଲୋକ ମ-ରିବେ ନା ବଞ୍ଚିବେ। ଲିଭର୍ ଦେଲାପରେ ବଞ୍ଚିଥିବା ଲୋକର କିଛି ଅସୁବିଧା ହେବନିତ।ପିଣ୍ଟୁ ନନ୍ଦଙ୍କ ଲିଭର୍ ୮୦ପ୍ରତିଶତ ଖରାପ ହୋଇସାରିଛି।

ଯେଉଁଥିପାଇଁ ତାଙ୍କ ଖରାପ ଲିଭର୍ ବଦଳରେ ନୂଆ ଲିଭର୍ ଲାଗିବ। ଯାହାପାଇଁ ସବୁ ପ୍ରସ୍ତୁତ ରହିଛି। ଡନର ବି ପ୍ରସ୍ତୁତ ରହିଛନ୍ତି ଲିଭର୍ ଦେବାପାଇଁ।

ହେଲେ ଏହି ଲିଭର୍ ଟ୍ରାନସ ପ୍ଲାଣ୍ଟ ପାଇଁ ଅନେକ ପ୍ରଶ୍ନ ଉଙ୍କି ମା-ରୁଛି। ଲିଭର୍ ଜଣେ ମୃ-ତ ବ୍ୟକ୍ତି ଦେବେ ନା ଜୀବିତ ବ୍ୟକ୍ତି ଦେବେ। ଲିଭର୍ ଦେବାପରେ ସେ ବ୍ୟକ୍ତି ମ-ରିବେ ନା ବଞ୍ଚିବେ।

ଏମିତି କିଛି ପ୍ରଶ୍ନ ଏବେ ସାଧାରଣରେ ଉଙ୍କି ମା-ରୁଛି।ତେଣୁ ଲିଭର୍ ଦେବା ପରେ ଡନରଙ୍କ ଅବସ୍ଥା କଣ ହେବ ଆସନ୍ତୁ ଜାଣିବା। ଲିଭର୍ ହେଉଛି ଆମ ଶରୀରର ଏକ ଏମିତି ଅଙ୍ଗ ଯିଏ ନିଜକୁ ନିଜେ ଗଢିବାର ସକ୍ଷମତା ରହିଛି।ଠିକ୍ ଯେମିତି ଗୋଟେ ଝିଟିପିଟିର ଲାଙ୍ଗୁଡ଼।

ଆପଣମାନେ ଦେଖିଥିବେ ଝିଟିପିଟିର ଲାଙ୍ଗୁଡ କଟି-ଯିବା ପରେ,କିଛିଦିନ ପରେ ଯେପରି ନୂଆ ଲାଙ୍ଗୁଡ଼ ବାହାରିଥାଏ ସେହିପରି ଲିଭର୍ ମଧ୍ୟ ସେହିପରି କାମ କରିଥାଏ।ତେଣୁ ପିଣ୍ଟୁଙ୍କ ଦେହରେ ଯେଉଁ ଲିଭର୍ ଲାଗିବ ତାହା ଡନର ଦେହରୁ କଟା ହେଇ ଆସିବ।ତାପରେ କଟା ହେଇଥିବା ଲିଭର୍ ରୁ ନୂଆ ଲିଭର୍ ପୁଣିଥରେ ବାହାରିବ।ତେଣୁ ଲିଭର୍ ଡନର ଜଣେ ବ୍ରେନ ଡେଡ୍ ବ୍ୟକ୍ତି ହେବା ଆବଶ୍ୟକ।

odia sambada
Comments (0)
Add Comment