ନି-ଶା ଅବସ୍ଥାରେ ଘରକୁ ଆସିଲା ପୁଅ ଓ ସାବତ ମାଆ ସହିତ କଲା ଦୁ-ଷ୍କର୍ମ

ଉତ୍ତରପ୍ରଦେଶର ବାନ୍ଦା ଅଞ୍ଚଳରୁ ଏକ ଲ-ଜ୍ୟାଜ-ନକ ମାମ-ଲା ସାମ୍ନାକୁ ଆସିଛି। ଯେଉଁଠାରେ ଜଣେ କଳିଯୁଗର ପୁଅ ନିଜ ସାବତ ମାଆକୁ ରେ-ପ କରିଛି। ଏହି ମାମଲାରେ ଯେତେବେଳେ ସାବତ ମାଆ ବି-ରୋଧ କରନ୍ତି ସେତେବେଳେ ତାଙ୍କୁ ମା-ଡ଼ ମ-ରାଯାଇଥାଏ। ଏହି ମାମ-ଲାରେ ପୋ-ଲିସ ତୁରନ୍ତ କା-ର୍ଯ୍ୟାନୁ-ଷ୍ଠାନ ଗ୍ରହଣ କରି ଆରୋ-ପୀକୁ ଖୋଜିବା ଆରମ୍ଭ କରିଦେଇଛି।

ସୂଚନା ଅନୁସାରେ ଏହି ମାମ-ଲା ଅତରା ଥା-ନା ଅଞ୍ଚଳର ଏକ ଗ୍ରାମର ଅଟେ। ପୋ-ଲିସ ମୁତାବିକ, ଗାଁ ରେ ଏକା ରହୁଥିବା ସାବତ ମାଆ ସହିତ ତାଙ୍କ ପୁଅ ଦୁ-ଷ୍କର୍ମ କରିଥିଲା ଓ ମହିଳା ଜଣକ ବି-ରୋଧ କରିବାରୁ ତାଙ୍କୁ ମା-ଡ଼ ମ-ରାଯାଇଥିଲା। ଏହି ଖବର ମହିଳା ଜଣକ ନିଜ ଝିଅକୁ ଦେଇଥିଲେ ଓ ଝିଅଟି ନିଜ ମାଆ କୁ ହସ୍ପିଟାଲରେ ଭର୍ତ୍ତି କରାଇଥିଲେ ଓ ପୋଲି-ସକୁ ସୂଚନା ଦେଇଥିଲେ।

ମହିଳାଙ୍କ କହିବାନୁସାରେ, ତାଙ୍କ ସ୍ବାମୀ ଦୁଇଟି ବିବାହ କରିଛନ୍ତି ଓ ତାଙ୍କ ସ୍ବାମୀ ପ୍ରଥମ ସ୍ତ୍ରୀ ପାଖରେ ରୁହନ୍ତି। ଆ-ରୋପୀ ଯୁବକ ପ୍ରଥମ ପତ୍ନୀର ପୁଅ ଥିଲା। ସେ ମଧ୍ୟ ତାଙ୍କ ଘର ପାଖରେ ରୁହନ୍ତି, ରବିବାର ରାତିରେ ମାତାଲ ହୋଇ ସେ ଆସିଲା ଓ ମୋ ସହିତ ରେ-ପ କଲା ଓ ମୁଁ ଏଥିରେ ବି-ରୋଧ କରିବାରୁ ସେ ମୋତେ ମା-ଡ଼ ମା-ରିଲା। ରେ-ପ କରି ସେ ଫେ-ରାର ହୋଇଗଲା। ପୋ-ଲିସ ଦୁ-ଷ୍କର୍ମ ସହିତ ଅନ୍ୟ ଗମ୍ଭୀର ଧାରା ଗୁଡ଼ିକରେ କେ-ସ ଦାରଜ କରି କାର୍ଯ୍ୟବାହୀ କରିବାରେ ଲାଗିଛି।

ପୋ-ଲିସ କଣ କହୁଛି?:-

ଏହି ମାମ-ଲାରେ ଅତରା ଥା-ନାର SHO ଅନୁପ ଦୁବେଙ୍କ କହିବାହେଲା ଏଠାରେ ଏକ ଗାଁ ରେ ରହୁଥିବା ମହିଳା ନିଜ ସାବତ ପୁଅ ବିରୁ-ଦ୍ଧରେ ମା-ରପି-ଟ ଓ ରେ-ପ କରିବାର ମାମ-ଲା ଦାରଜ କରିଛନ୍ତି। ବର୍ତ୍ତମାନ ମହିଳାଙ୍କ ମେଡ଼ିକାଲ କରାଯାଉଛି, ଏହାସହ ଫେ-ରାର ହୋଇଥିବା ଆରୋ-ପୀଙ୍କ ତଲାଶ ଜାରି ରହିଛି।

odia sambada
Comments (0)
Add Comment