୨ ଥର ସୁଯୋଗ ଫେଲ ହେବା ପରେ, ୩ ଥରରେ ମା-ରିଦେଲି । କ୍ରାଇମବ୍ରାଞ୍ଚର ଜେରା ବେଳେ ଏମିତି କିଛି ଗୋପାଳ କହିଥିବା ଚର୍ଚ୍ଚା

କିଛିଦିନ ପୂର୍ବରୁ ଗୁ-ଳିମା-ଡ଼ରେ ଜୀବନ ହାରିଥିଲେ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ । ପୋ-ଲିସ ବର୍ଦ୍ଦିରେ ଥାଇ ASI ଗୋପାଳ ଦାସ ତାଙ୍କୁ ଅତି ନିକଟରୁ ପାଇ ତାଙ୍କ ଉପରକୁ ଗୁ-ଳି ଚଳାଇଥିଲେ ଫଳରେ ଘଟ-ଣା ସ୍ଥଳରେ ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ମୃ-ତ୍ୟୁ ହୋଇଥିଲା ।

ASI ଗୋପାଳଙ୍କ କହିବା ଅନୁଯାୟୀ ସେ ଗତ ଚାରି ମାସ ହେବ ଏହି ସୁଯୋଗର ଅପେକ୍ଷାରେ ଥିଲେ।କାରଣ ସେ ଦୁଇ ମାସ ହେବ ଦୁଇ ଦୁଇ ଥର ପ୍ରୟାସ କରି ବିଫଳ ହୋଇଥିଲେ ଏବଂ ସେ ତୃତୀୟ ଥର ସୁଯୋଗ ପାଇବା ମାତ୍ରେ ସେ ତାହାକୁ ହାତ ଛଡ଼ା ନକରି ସ୍ବାସ୍ଥ୍ୟ ମନ୍ତ୍ରୀଙ୍କ ଉପରକୁ ସିଧା ଗୁ-ଳି ଚଳାଇଥିଲେ।

ASI ଗୋପାଳଙ୍କ କହିବା ଅନୁଯାୟୀ ସେ ଚାରି ମାସ ଧରି ଗୋପାଳଙ୍କୁ ମା-ରିବା ପାଇଁ ପ୍ରୟାସ କରୁଥିଲେ। ଗୋପାଳଙ୍କର ନବ ଦାସଙ୍କ ସହ କୌଣସି ଶ-ତ୍ରୁତା ନଥିଲା।ଗୋପାଳଙ୍କୁ ନବ ଦାସ୍ ଭଲ ଲାଗୁନଥିଲା ,ତାଙ୍କର କଥା ବାର୍ତ୍ତା,ବ୍ୟବହାର ଏବଂ ପଦକ୍ଷେପ ନେବାର ଶୈଳୀ ତାଙ୍କୁ ଭଲ ଲାଗୁନଥିଲା ଯାହା ପାଇଁ ଗୋପାଳ ନବ ଦାସଙ୍କୁ ମା-ରିବା ପାଇଁ ସୁଯୋଗର ଅପେକ୍ଷାରେ ଥିଲେ।ସେ ଚାରିମାସ ମଧ୍ୟରୁ ପ୍ରଥମ ଥର ମା-ରିବା ପାଇଁ ପଦକ୍ଷେପ ନେଇଥିଲେ।

ସେପ୍ଟେମ୍ବର ମାସ ୧୮ ତାରିଖରେ ଗାନ୍ଧିଛକ ନିକଟରେ ହୋଇଥିବା ନୂଆଖାଇ ଭେଟଘାଟ କାର୍ଯ୍ୟକ୍ରମରେ ମା-ରିବା ପାଇଁ ପ୍ରୟାସ କରିଥିଲେ। କିନ୍ତୁ ସେ ଅସଫଳ ହୋଇଥିଲେ କାରଣ ସେ ନବ ଦାସଙ୍କ ପାଖକୁ ଯାଇପାରିନଥିବା କହିଥିଲେ।ସେହିପରି ସେ ଦ୍ୱିତୀୟ ପ୍ରୟାସ ଡିସେମ୍ବର ମାସ ୩୦ ତାରିଖ ବ୍ରଜରାଜନଗରରେ ଅନୁଷ୍ଠିତ ହୋଇଥିବା କାର୍ଯ୍ୟକ୍ରମରେ ଯେଉଁଠି ସ୍ବର୍ଗତ କିଶୋର କୁମାର ମହାନ୍ତିଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ।

ସେଠାରେ ମଧ୍ୟ ଗୋପାଳ ନିଜ ଲକ୍ଷ୍ୟଭେଦ କରିପାରି ନଥିଲା ଏବଂ ସେ ନବ ଦାସଙ୍କ ପାଖ ପହଞ୍ଚି ପାରି ନଥିଲା ଯାହା ପାଇଁ ସେ ଦ୍ୱିତୀୟ ଥର ମା-ରିବାରେ ବିଫଳ ହୋଇଥିଲା ।କିନ୍ତୁ ଏହିଥର ସେ ମା-ରିବାର ସୁଯୋଗ ପାଇଥିଲା ଏବଂ ସେ ନବ ଦାସଙ୍କ ଅତି ନିକଟରେ ଥାଇ ତାଙ୍କ ଛାତିକୁ ଲକ୍ଷ୍ୟ କରି ଗୁ-ଳି ଚଳାଇଥିଲେ ଯାହା ଦ୍ଵାରା ସେଠାରେ ନବ ଦାସଙ୍କ ମୃ-ତ୍ୟୁ ହୋଇଯାଇଥିଲା।

odia sambada
Comments (0)
Add Comment