ବମ୍ପର ଡିସ୍କାଉଣ୍ଟ ! ମାତ୍ର ୧୪,୯୯୯ ଟଙ୍କା ଦେଇ କିଣନ୍ତୁ iPhone 14 ….

ଆମ ଦେଶ ଭାରତ ସମୃଦ୍ଧିର ଗୋଟେ ପାଦ ଆଗକୁ ବଢ଼ିବାରେ ଲାଗିଛି।ବେଳେବେଳେ ଆମ ଆଖ ପାଖରେ ଏମିତି ସବୁ ଘଟଣା ଦେଖିବାକୁ ମିଳେ କି ଯାହା ଆମେ କେବେ ଭାବି ନଥିବୁ କି ଦେଖି ନଥିବୁ।

ଏମିତି କିଛି ଘଟଣା ଘଟୁଛି ଯାହାକୁ ଆପଣମାନେ ଶୁଣିଲେ ବିଶ୍ୱାସ କରି ପାରିବେନି।ଯାହାକୁ ବିଶ୍ୱାସ କରିବା ବିଷ୍ମୟ ଜନକ ଅଟେ।ହଁ ଆଜ୍ଞା ଲୋକମାନଙ୍କ ସୁବିଧା ସୁଯୋଗ ପାଇଁ ବିଭିନ୍ନ କମ୍ପାନୀ ମାନେ ବିଭିନ୍ନ ପ୍ରକାର ଅଫର୍ ଆଣିଥାନ୍ତି।

ହଁ ଆଜ୍ଞା ଏବେ ଫ୍ଲିପ୍ କାଡ଼ରେ ଚାଲିଛି ବଂପର ଅଫର୍,ଯାହାର ନାମ ବିଗ ବଜତ ଧମାଲ୍ ସେଲ।ଆଉ ଡିସ୍କକାଉଣ୍ଟରେ i phone ଉପରେ ରହିଛି ଭଲ ଅଫର୍। ଆପଣମାନେ ଭଲ ଦାମରେ ପାଇପାରିବେ i phone 14।

ହଁ ଆଜ୍ଞା ଆପଣଙ୍କ i phone ଧରିବା ସ୍ବପ୍ନ ଏବେ ହେବ ପୁରଣ।i phone 14କୁ ୭୮, ୯୯୯ଟଙ୍କା ଦାମ ରେ ଲଞ୍ଚ କରାଯାଇଥିଲା।କିନ୍ତୁ ଏବେ ଗ୍ରାହକ i phone 14କୁ କେବଳ ୪୪,୯୯୯ଟଙ୍କାରେ କିନିପରିବେ।

ଅପଣ ଏହାକୁ ପାଇପାରିବେ କେବଳ ଫ୍ଲିପ୍କକାଡ଼ର୍ ବିଗ ବଜତ ଧମାଲ୍ ସେଲରେ।ଏଥିରେ ଅପୋଣ ବିଭିନ୍ନ ପ୍ରକାର ଅଫର୍ ଏବଂ ଡିସକାଉଣ୍ଟ ଲଗାଇ ଅପୋଣମନେ ମାତ୍ର ୪୪,୯୯୯ ଟଙ୍କାରେ କିଣି ପାରିବେ i phone 14କୁ।

ଏକ୍ସଟ୍ରା ଡିସ୍କଆଉଣ୍ଟ ଯେପରି HDFC ବେଙ୍କର କ୍ରେଡିଟ କାର୍ଡ, ଡେବିଟ କାର୍ଡ,ଏବଂ EMI ର ସୁବିଧା ମଧ୍ୟ ରହିଛି। ଆପଣ ଏହି କାଡ଼ର୍ ବ୍ୟବହାର କରି ୪୦୦୦ ଟଙ୍କାର ରିହାତି ପାଇପାରିବେ।

ଏହା ପରେ ଫ୍ଲିପକାର୍ଡ ଲୋକମାନଙ୍କୁ ପୁରୁଣା ଫୋନ ବଦଳାଇଲେ ୨୩୦୦୦ ଟଙ୍କା ପର୍ଯ୍ୟନ୍ତ ରିହାତି ମଧ୍ୟ ଦେଉଛି।ଯାହା ଫଳରେ ଅପଣମାନେ ପୁରୁଣା ଫୋନ୍ ଦେଇ ନୂଆ i phone 14ଫୋନ ମଧ୍ୟ ନେଇପାରିବେ।

ଯାହାଫଳରେ ଅପୋଣଙ୍କ iPhone 14ର ଦାମ ଡିଷ୍କାଉଣ୍ଟ ୩୪, ୯୦୧ ଟଙ୍କା ପରେ ୪୪,୯୯୯ ଟଙ୍କାରେ ଯାଇ ପହଞ୍ଚିବ।ଏହି ଫୋନରେ 12 ମେଗାପିକ୍କସେଲର ଫ୍ରଣ୍ଟ କ୍ୟାମେରା ରହିଛି।

odia sambada
Comments (0)
Add Comment