କେତେ ଭ-ୟଙ୍କର ବାଇପୋଲାର ଡିଜ୍ଅର୍ଡର୍ ରୋଗ ? ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କୁ ମା-ରିଥିବା ଅଭି-ଯୁକ୍ତ ଗୋପାଳ ଦାସ ଥିଲା ଏହି ରୋଗରେ ପୀ-ଡ଼ିତ।

ବେଳେ ବେଳେ ଆମ ଆଖ ପାଖରେ ଏମିତି ସବୁ ଘ-ଟଣା ଦେଖିବାକୁ ମିଳେ କି ଯାହା ଆମେ କେବେ ଭାବି ନଥିବୁ କି ଦେଖି ନଥିବୁ। ଆଉ ଆମ ସମାଜରେ ଏମିତି କିଛି ଲୋକ ରହୁଛନ୍ତି । ଯୋଉ ମାନଙ୍କ ପାଖରେ ସାଧାରଣ ମଣିଷ ଯାହା କରି ପାରନ୍ତି ନାହିଁ ସେଇଟା ସେମାନେ କରି ଦେଖେଇ ଦିଅନ୍ତି।

ଯାହାକୁ ବିଶ୍ୱାସ କରିବା ବିଷ୍ମୟ ଜନକ ଅଟେ।ଏମିତି କିଛି ଘ-ଟଣା ଘଟୁଛି ଯାହାକୁ ଆପଣମାନେ ଶୁଣିଲେ ବିଶ୍ୱାସ କରି ପାରିବେନି।ହଁ ଆଜ୍ଞା ଏହିପରି ଏକ ଘ-ଟଣା ଘଟିଯାଇଛି ଓଡ଼ିଶାରେ।ଗାନ୍ଧୀଙ୍କ ଠାରୁ ଆରମ୍ଭ ହେଇଥିବା ପରମ୍ପରା ଆଜି ପହଞ୍ଚିଛି ନବଦାସଙ୍କଠାରେ।

ଓଡ଼ିଶାର ସ୍ବାସ୍ଥ୍ୟ ମନ୍ତ୍ରୀ ନବ ଦାସଙ୍କ ପର-ଲୋକ ଘଟିଛି। କିଶୋର ଦାସ ପୋ-ଲିସ ଏଏସ୍‌ଆଇ ଗୋପାଳ ଦାସଙ୍କ ଗୁ-ଳିମା-ଡ଼ର ଶି-କାର ହୋଇଛନ୍ତି ନବ ଦାସ। ଗୁ-ଳିକା-ଣ୍ଡ ଘଟାଇଥିବା ଅଭି-ଯୁକ୍ତ ଏଏସ୍‌ଆଇ ଗୋପାଳ ଦାସ ‘ବାଇପୋଲାର ଡିସ୍‌ଅର୍ଡର’ ନାମକ ମାନସିକ ରୋଗରେ ପୀ-ଡ଼ିତ ଅଛନ୍ତି ବୋଲି କୁହାଯାଉଛି।

ଆସନ୍ତୁ ଜାଣିବା ସେହି ରୋଗ ବିଷୟରେ।ପ୍ରତି ୧୫୦ ଭାରତୀୟଙ୍କ ମଧ୍ୟରୁ ଜଣଙ୍କୁ ଏହି ରୋଗ ହୋଇଥାଏ।ଏହା ଏକ ମାନସିକ ରୋଗ ଅଟେ।

*ବାଇପୋଲାର ଡିଜ୍ଅର୍ଡର୍ କଣ?

ଲିଡିଂ ହେଲ୍‌ଥ ୱେବ୍‌ସାଇଟ ‘ହେଲ୍‌ଥଲାଇନ’ର କହିବା କଥା ବାଇପୋଲାର ଡିସ୍‌ଅର୍ଡର ଏକ ମାନସିକ ରୋଗ ।ଯାହା ଶରୀରରେ କ୍ଷରଣ ହେଉଥିବା ଡୋପାମାଇନ୍‌ ହର୍ମୋନର ଅସନ୍ତୁଳନ କାରଣରୁ ହୋଇଥାଏ।ରୋଗ ଯୋଗୁ ବ୍ୟକ୍ତିର ମାଇଣ୍ଡ ସ୍ଵିଂ ହୁଏ ଏବଂ ଡିପ୍ରେସନରେ ମଧ୍ୟ ରୁହେ।ଡାକ୍ତରମାନଙ୍କ କହିବା ହେଲା ଏହି ରୋଗ କୌଣସି ବୟସର ମଣିଷକୁ ହୋଇପାରେ।

କିନ୍ତୁ ୨୦ରୁ ୩୦ ବର୍ଷ ବୟସର ବ୍ୟକ୍ତିଙ୍କଠାରେ ଏହି ରୋଗ ଅଧିକ ଦେଖାଯାଏ। ଏହି ରୋଗରେ ପୀ-ଡ଼ିତ ବ୍ୟକ୍ତି ସ୍ୱଭାବରେ ବହୁତ ଚଞ୍ଚଳ ରହିବେ, ନଚେତ୍‌ ସମ୍ପୂର୍ଣ୍ଣ ଶାନ୍ତ ରହିବେ ବା ଉଦାସ ରହିବେ। ରୋଗରେ ମଣିଷର ଏହି ଦୁଇଟି ଯାକ ସ୍ଥିତିକୁ ‘ହାଇପରମେନିଆ’ ଏବଂ ‘ହାଇପୋମେନିଆ’ କୁହାଯାଇଥାଏ।

*ବାଇପୋଲାର ଡିସ୍‌ଅର୍ଡରର ଚିକିତ୍ସା:-

ଏହି ରୋଗକୁ ସମ୍ପୂର୍ଣ୍ଣ ରୂପେ ମୂଳରୁ ନାଶ କରାଯାଇ ପାରିବ ନାହିଁ। ଏହିପରି ବାଇପୋଲାର ଡିସ୍‌ଅର୍ଡର ଯଦି ଥରେ ହୁଏ, ତେବେ ଏହା ଭଲ ହେବା ଅସମ୍ଭବ। କିନ୍ତୁ ଔଷଧ ଏବଂ ଥେରାପି ଦ୍ୱାରା ଏହି ରୋଗକୁ ନିୟ-ନ୍ତ୍ରଣ କରାଯାଇ ପାରିବ।ଏହି ରୋଗର ଚିକିତ୍ସା ପାଇଁ ଡାକ୍ତର ଆମ ମସ୍ତିଷ୍କର ସେଲ୍‌ ମେମ୍ବ୍ରେନ୍‌ରେ ଡୋପେମାଇନର ମାତ୍ରାକୁ ସନ୍ତୁଳିତ କରିବା ଲାଗି ଷ୍ଟାବିଲାଇଜର ବ୍ୟବହାର କରନ୍ତି।

odia sambada
Comments (0)
Add Comment