ଏ କ-ଙ୍କାଳ କାହାର? ପାଇଖାନା ଟାଙ୍କିରୁ ମିଳିଥିବା କଙ୍କା-ଳକୁ ନେଇ ବଢୁଛି ସ-ନ୍ଦେହ।

ଆମ ସମାଜରେ ବିଭିନ୍ନ ପ୍ରକାର ଲୋକ ବସ ବାସ କରନ୍ତି।ସମାଜ ମଣିଷକୁ ନେଇ ଗଠିତ।କିଛି ଲୋକଙ୍କ ଭଲକାମ ପାଇଁ ଆଜି ମଣିଷ ନିଜକୁ ଗର୍ବ ଆଉ ଗୌରବିତ ମୋନେ କରେ।

ଆଉ କିଛି ଲୋକ ଖରାପ କାମ କରି ନିଜକୁ ଗର୍ବିତ ଅନୁଭବ କରନ୍ତି।ବନ୍ଧୁଗଣ ଏବେ ଦୁନିଆ ଆଗଅପେକ୍ଷା ବହୁତ୍ ବଦଳିଗଲାଣି।ଆଗରୁ ବାପା ମା ଯେଉଁଠି କହୁଥିଲେ ପିଲା ମାନେ ସେଇଠି ବିବାହ କରୁଥିଲେ। ଏବେ ସବୁ ବଦଳିଗଲାଣି।

ଏବେ ପିଲାମାନେ ନିଜେ ନିଜର ଜୀବନ ସାଥି ଖୋଜୁଛନ୍ତି।ବନ୍ଧୁଗଣ ଆଜିକାଲିର ଦୁନିଆରେ ଅନେକ ବିଚିତ୍ର ଓ ଅବିଶ୍ୱାସନୀୟ ଘଟ-ଣାମାନ ଘଟୁଛି। ଏମିତି କିଛି ଘ-ଟଣା ଘଟୁଛି ଯାହାକୁ ଆପଣ ମାନେ ଶୁଣିଲେ ବିଶ୍ୱାସ କରି ପାରିବେନି।

ହଁ ଆଜ୍ଞା ଏହିପରି ଏକ ଘ-ଟଣା ଘଟିଯାଇଛି ଓଡ଼ିଶାରେ।ଗତ ତିନିବର୍ଷ ଧରି ନି-ଖୋଜ ଥିବା ବ୍ୟକ୍ତିଙ୍କର ନର କ-ଙ୍କାଳ ଜ-ବତ କରିଛି ପୋ-ଲିସ୍।ଏଭଳି ଘଟ-ଣା ଦେଖିବାକୁ ମିଳିଛି ଝାରସୁଗୁଡ଼ା ଜିଲ୍ଲା ବାନହାରପାଲ୍ ଥା-ନା ଅନ୍ତର୍ଗତ ବନ୍ଧବହାଳି ଶିଳ୍ପାଞ୍ଚଳରେ।

ମୃ-ତକ ହେଉଛନ୍ତି ଡମ୍ବରୁଧର ପାତ୍ର।ଗତ ରବିବାର ଦିନ ପୋ-ଲିସ କ-ଙ୍କାଳ ଜ-ବତ କରିବା ସହ ପୋ-ଲିସ ତାଙ୍କ ସ୍ତ୍ରୀ ଏବଂ ଶଳାକୁ ଗି-ରଫ କରିଛି। ଗତ କାଲି ଡମ୍ବରୁଧର ପାତ୍ରଙ୍କ ଭଉଣୀ DNA ଟେଷ୍ଟ କରିବା ପାଇଁ ଥା-ନାକୁ ଯାଇଥିଲେ।

ସୂଚନା ଏମିତିକି ବାରମ୍ବାର ଡମ୍ବରୁଧର ପାତ୍ରଙ୍କ ଭଉଣୀ ଅଭି-ଯୋଗ କରୁଥିଲେ ମଧ୍ୟ ଫାଣ୍ଡି ଅଧିକାରୀ ଶୁଣୁନଥିଲେ।ନିଜ ଭାଇକୁ ଖୋଜିବା ପାଇଁ ସେ ଶେଷରେ ହାଇ କୋର୍ଟର ଦ୍ବାରସ୍ଥ ହେଇଥିଲେ।

ବର୍ତ୍ତମାନ ତ-ଦନ୍ତ କରାଯିବା ପରେ ବନ୍ଧବହାଳି ଅଞ୍ଚଳର ଏକ ପାଇଖାନା ଟାଙ୍କିରୁ ମିଳିଛି ଡମ୍ବରୁଧର ପାତ୍ରଙ୍କ ନରକ-ଙ୍କାଳ।ଯାହାକି ନରକ-ଙ୍କାଳଟି ତାଙ୍କ ଭାଇଙ୍କର ବୋଲି ତାଙ୍କ ଭଉଣୀ ଦାବିକରିଛନ୍ତି ଏବଂ ଦୋ-ଷୀକୁ ଦ-ଣ୍ଡ ଦେବାପାଇଁ ଅନୁରୋଧ କରିଛନ୍ତି।ତେବେ ପାଇଖାନା ଟାଙ୍କିରୁ ମିଳିଥିବା ମୃ-ତଦେ-ହଟି ଡମ୍ବରୁଧର ପାତ୍ରଙ୍କର ବୋଲି ପରିବାର ଲୋକେ ଦlବିକରିଛନ୍ତି।

odia sambada
Comments (0)
Add Comment