ଦର୍ଶକବନ୍ଧୁ ବର୍ତ୍ତମାନର ଡିଜିଟାଲ ଯୁଗରେ ଏପରି ସବୁ ଘଟଣା ଘଟୁଛି ଯାହାକି ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଯେବେଠାରୁ ଇଣ୍ଟର୍ନେଟ ଆଉ ସୋସିଆଲ ମିଡିଆ ଆସିଲାଣି ସେବେଠାରୁ ଲୋକ ମାନେ ଯେକୌଣସି ସ୍ଥାନରେ ରହି ଏହି ସବୁ ଘଟଣା ଗୁଡିକ ବିଷୟରେ ଜାଣି ପାରୁଛନ୍ତି । ଦର୍ଶକ ବନ୍ଧୁ ଗତ କିଛି ସମୟ ହେବ ସୋସିଆଲ ମିଡିଆରେ ଏକ ଏପରି ଭିଡିଓ ଭାଇରାଲ ହେଉଛି । ଯାହା ବିଷୟରେ ଜାଣିଲେ ଆପଣ ମାନେ ନିଜ ମୁଣ୍ଡରେ ହାତ ଦେବେ ।
ଏହି ଘଟଣାକୁ ନେଇ ଏବେ ସାରା ଓଡିଶାରେ ଚର୍ଚ୍ଚା କାରଣ ଏହି ଘଟଣାଟି ଆଉ କେଉଁଠି ନୁହଁ ଆମ ରାଜ୍ୟରେ ଘଟିଛି । ତେବେ ଆଜି ଆମେ ଆପଣ ମାନଙ୍କୁ ଏହି ଘଟଣା ବିଷୟରେ କହିବାକୁ ଯାଉଛୁ । ତାହେଲେ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହି ଘଟଣା ବିଷୟରେ ।
ବନ୍ଧୁଗଣ ଗତ କିଛି ଦିନ ତଳେ ଏକ ଭିଡିଓ ଭାଇରାଲ ହୋଇଥିଲା ଯେଉଁଥିରେ ବୋହୂ ନିଜ ପ୍ରେମିକକୁ ଘରକୁ ଡାକି ରାସନୀଳା କରୁଥିଲା ।ତେବେ ସେହି ସମୟରେ ଶାଶୁ ଶଶୁର ଉଭୟ ପ୍ରେମିଯୁଗଳଙ୍କୁ ଧରି ଦେଇଥିଲେ । ଶଶୁର ଉକ୍ତ ଯୁବକଙ୍କୁ କହିଥିଲେ ତୁ ମୋ ବୋହୂ ସହ କେତେ ଥର କରିଛୁ ।
ଏହି ଘଟଣାକୁ ନେଇ ସେତେବେଳେ ସମସ୍ତ ସ୍ଥାନରେ ଚର୍ଚ୍ଚା ସୃଷ୍ଟି ହୋଇଥିଲା । ଅନ୍ୟ ପକ୍ଷେ ଶଶୁର ବୋହୂକୁ ଯେଉଁ ସବୁ କଥା କହିଥିଲେ ତାହା ଆମେ ଆପଣ ମାନଙ୍କୁ କହିବା ଟିକେ କଷ୍ଟକର । ଆପଣ ମାନଙ୍କୁ ଏହି ଘଟଣା ନିଶ୍ଚୟ ମନେଥିବ ।
ତେବେ ବନ୍ଧୁଗଣ ବର୍ତ୍ତମାନ ଏହି ଘଟଣାର ଆଉ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଏହି ଭିଡିଓରେ ଶାଶୁ ଶଶୁର ନିଜ ବୋହୂ ଆଉ ତାର ପ୍ରେମିକର ବିବାହ କରି ଦେଇଛନ୍ତି ।
ଉଭୟଙ୍କ ବିବାହ କରି ଜବରଦସ୍ତି କାରରେ ବସାଇ ବିଦା କରୁଥିବାର ନଜର ଆସୁଛନ୍ତି । ଶାଶୁ-ଶଶୁର ବୋହୂକୁ ଯେଉଁ ନାମ ଦେଇଛନ୍ତି ତାହା ବୋଧ ହୁଏ ଆଉ କେଉଁ ଶାଶୁ-ଶଶୁର ଦେଇ ନଥିବେ । ଏମିତି ଅନେକ ଥର ବୋହୂ ମାନେ ପରକ୍ରିୟା ପ୍ରୀତି ମାମଲାରେ ଧରା ପଡିଛି
ହେଲେ ଏମିତି କାହା ସହ ବି ହୋଇ ନଥିବ । ବର୍ତ୍ତମାନ ସୋସିଆଲ ମିଡିଆରେ ଏହି ଭିଡିଓଟି ଖୁବ ଭାଇରାଲ ହେବାରେ ଲାଗିଛି ଆଉ ଲୋକମାନେ ମଧ୍ୟ ଏହି ଘଟଣାକୁ ନେଇ ତୀବ୍ର ପ୍ରତିକ୍ରିୟା ଦେଉଛନ୍ତି ।