କଣ୍ଠଶିଳ୍ପୀ ହ୍ୟୁମାନ ସାଗର ଓ ପତ୍ନୀ ଶ୍ରୀୟା ମିଶ୍ରଙ୍କ ମଧ୍ୟରେ ଚାଲିଥିବା ବି-ବାଦ ଉପରେ ପୁରୀରେ ଏକ ସାମ୍ବାଦିକ ସମ୍ମିଳନୀରେ ମତ ରଖିଛନ୍ତି ପତ୍ନୀ ଶ୍ରୀୟା ମିଶ୍ର । ସାମ୍ବାଦିକ ସମ୍ମିଳନୀରେ ନିଜର ପକ୍ଷ ରଖିବା ସମୟରେ ପାରିବାରିକ ବିବାଦର ସମାଧାନ ପାଇଁ ବେଶ୍ ମାପିଚୁପି ଉତ୍ତର ରଖିଥିଲେ ଶ୍ରୀୟା ।
ହ୍ୟୁମାନ ସାଗର ଓ ତାଙ୍କ ମାଆ ଦୁଇ ଜଣ ମିଶି ତାଙ୍କ ବାପା ମାଆଙ୍କ ନାମରେ ଗଣମାଧ୍ୟମରେ ଯେଭଳି ଅପ-ମାନଜ-ନକ ମନ୍ତବ୍ୟ ଦେଇଛନ୍ତି ସେଥିପାଇଁ ସେ ମର୍ମାହତ । ଏଥିଲାଗି ସେ ଦୁଃ-ଖ ପ୍ରକାଶ କରିଛନ୍ତି । ଏସବୁ ସମ୍ପୂର୍ଣ୍ଣ ମି-ଛ କଥା ଗଣମାଧ୍ୟମରେ କହି କେବଳ ଲୋକଙ୍କ ସହାନୁଭୂତି ନେବା ପାଇଁ ହ୍ୟୁମାନ ଓ ତାଙ୍କ ପରିବାର ଉଦ୍ୟମ କରୁଥିବା ପତ୍ନୀ ଶ୍ରୀୟା ଅଭି-ଯୋଗ କରିଛନ୍ତି ।
ତେବେ ହ୍ୟୁମାନ ଓ ତାଙ୍କ ମଧ୍ୟରେ ଫାଟର ମୁଖ୍ୟ କାରଣ ହେଉଛି ନିଶା ଏବଂ ତୃତୀୟ ବ୍ୟକ୍ତିର ହସ୍ତକ୍ଷେପ ବୋଲି ଶ୍ରୀୟା କହିଛନ୍ତି । ହ୍ୟୁମାନ ସବୁବେଳେ ଅତ୍ୟାଧିକ ମ-ଦ୍ୟପା-ନ କରି ତାଙ୍କୁ ପି-ଟାମ-ରା କରନ୍ତି । ସେ ମ-ଦ ପିଇବାକୁ ବାରଣ କରିବାରୁ ହ୍ୟୁମାନ ତାଙ୍କୁ ନିର୍ଯା-ତନା ଦିଅନ୍ତି । ସେହିପରି ତାଙ୍କର ଛୋଟ ଝିଅଟେ ଥିଲେ ମଧ୍ୟ ଝିଅକୁ ସ୍ନେହ କରନ୍ତି ନାହିଁ ।
ଏପରିକି ଝିଅ ଜନ୍ମ ହେବା ପରେ କଣ୍ଠଶିଳ୍ପୀ ହ୍ୟୁମାନ ସାଗର ତାଙ୍କୁ ନିର୍ଯା-ତନା ଦେଇ ଆସୁଥିଲେ ବୋଲି ହ୍ୟୁମାନ ସାଗରଙ୍କ ପତ୍ନୀ ଶ୍ରେୟା ମିଶ୍ର ପୁରୀଠାରେ ଏହି ସାମ୍ବାଦିକ ସମ୍ମିଳନୀରେ ଅଭି-ଯୋଗ ଆଣିଛନ୍ତି । ଏସବୁ ମଧ୍ୟରେ ଜଣେ ତୃତୀୟ ବ୍ୟକ୍ତିଙ୍କ ପାଇଁ ତାଙ୍କ ଘରେ ଝଗ-ଡ଼ା ଲାଗୁଥିଲା ।
ସେ କହିଛନ୍ତି ଯେ ସ୍ବାମୀ ତାଙ୍କୁ ମାନସିକ ଓ ଶାରୀ-ରିକ ନିର୍ଯା-ତନା ଦେଇଛନ୍ତି । ସେ ମ-ଦ ପିଇ ଭୀଷଣ ମା-ଡ଼ ମା-ରନ୍ତି । ତେବେ ଅନ୍ୟ ମହିଳାଙ୍କ ସହ ହ୍ୟୁମାନ ସାଗରଙ୍କ ସହ ପର-କୀୟା ସଂପର୍କ ଥିବା କଥାକୁ ସେ ସ୍ବୀକାର କରିଛନ୍ତି ।
ହେଲେ ସମସ୍ୟାର ସମାଧାନ ଲାଗି ଏନେଇ ସେ କିଛି କହୁନାହାନ୍ତି । ତେବେ ଶାଶୁ ତାଙ୍କୁ ନିର୍ଯା-ତନା ଦେଇନାହାନ୍ତି। ଯାହା ନିର୍ଯା-ତନା ଦେଇଛନ୍ତି, ତାହା କେବଳ ହ୍ୟୁମାନ ସାଗର ଦେଇଛନ୍ତି ବୋଲି ଶ୍ରେୟା ଦୋହରାଇ ଥିଲେ । ତେବେ ସେହି ତୃତୀୟ ବ୍ୟକ୍ତି ଜଣକ କିଏ ବୋଲି ଶ୍ରେୟା କିଛି କହିନାହାନ୍ତି ।
ସୂଚନାଯୋଗ୍ୟ, ଗୁରୁବାର ଦିନ କଟକ ମହିଳା ଥା-ନାରେ ହାଜର ହୋଇଥିଲେ । ପୁଲିସ ଉଭୟ ପତିପତ୍ନୀ, ସେମାନଙ୍କ ପରିବାର ଲୋକ ଓ ଓକିଲଙ୍କୁ ବସାଇ ଆଲୋଚନା କରିଥିଲା । କିନ୍ତୁ, ଉଭୟପକ୍ଷ ପୁ-ଲିସ ଉପସ୍ଥିତିରେ ପରସ୍ପରକୁ ଆକ୍ଷେପ ପ୍ରତିଆକ୍ଷେପ କରିଥିଲେ ।
ଗଣମାଧ୍ୟମ ସାମ୍ନାରେ ବି ପରସ୍ପର ବିରୋ-ଧରେ ବ-ୟାନ ଦେଇଛନ୍ତି । ଏଭଳି ସ୍ଥିତିରେ ପୁ-ଲିସ ସେମାନଙ୍କୁ ଦୁଇଦିନ ସମୟ ଦେବା ସହ ପରସ୍ପର ଭିତରେ ଆଲୋଚନା କରି ବିବାଦର ସମାଧାନ ନ କଲେ ଆଇନ ଅନୁଯାୟୀ କା-ର୍ଯ୍ୟାନୁ-ଷ୍ଠାନ ଗ୍ରହଣ କରାଯିବ ବୋଲି ଚେତା-ବନୀ ଦେଇ ଛାଡ଼ିଥିଲା ।