ସ୍ତ୍ରୀ ନିଜ ବାପ ଘରକୁ ଚାଲିଯିବା ପରେ ସ୍ବାମୀ ଖୋଜୁଥିଲା ଶାରି-ରୀକ ସମ୍ପର୍କ । ଆଉ ଫେସବୁକ୍ ରେ ସୁନ୍ଦରୀ ଝିଅମାନଙ୍କ ସହିତ ଚାଟ୍ କରିବା ଆରମ୍ଭ କରି ଦେଇଥିଲା ସ୍ବାମୀ । ଆଉ ସୁନ୍ଦରୀ ଝିଅଟିକୁ ଶାରୀ-ରିକ ସ-ମ୍ପର୍କ ରଖିବାକୁ ରୁମକୁ ଡାକିଲା ।
ଆଉ ଶାରୀ-ରିକ ସ-ମ୍ପର୍କ ରଖିବା ବେଳେ ଏମିତି କିଛି ଘ-ଟଣା ଘଟିଗଲା । ଯାହାପରେ ଉକ୍ତ ସୁନ୍ଦରୀ ଯୁବତୀର ଶରୀରକୁ ହାଣି ଦୁଇ ଖଣ୍ଡ କରିଦେଲା ଦୁ-ର୍ବୃତ୍ତ ।
ଆଉ ଗୋଟିଏ ଖଣ୍ଡକୁ ସହରର ଗୋଟିଏ କୋଣରେ ଫୋପାଡି ଦେଲା ତୋ ଆଉ ଗୋଟିଏ ଖଣ୍ଡକୁ ବାକ୍ସ ଭିତରେ ପୁରେଇ ଦେଲା । ହଁ ଆଜ୍ଞା ଯୁବକ ଜଣକ ହେଉଛନ୍ତି ନୂର୍ ମହମ୍ମଦ ଯାହାକୁ ପୋ-ଲିସ୍ ଏବେ ଗି-ରଫ କରି ନେଇଛି ।
ନୂର ମହମ୍ମଦ ଜଣେ ମିସ୍ତ୍ରୀ ଭାବରେ କାମ କରନ୍ତି ଆଉ ବିବାହିତ ମଧ୍ଯ । ସେ ଇନ୍ଦୋର ସହରରେ ନିଜ ସ୍ତ୍ରୀ ସହ ରୁହନ୍ତି । କିନ୍ତୁ ସ୍ତ୍ରୀ ଯେତେବେଳ କିଛିଦିନ ପାଇଁ ନିଜ ବାପା ଘରକୁ ଚାଲି ଯାଇଥିଲା ସେତେବେଳ ନୁର୍ ମହମ୍ମଦ ନିଜକୁ ଏକୁଟିଆ ଅନୁଭବ କରିଥିଲେ ।
ଆଉ ଶାରୀ-ରିକ ସମ୍ପ-ର୍କ ପାଇଁ ଅନଲାଇନ୍ ମାଧ୍ୟମରେ ସେ ଝିଅ ମାନଙ୍କ ଶହ ଚାଟ୍ କରିଲେ । ଏହାପରେ ଯୋୟା ନାମକ ଜଣେ ଝିଅ ନୁର କଣ୍ଟାକ୍ଟ ରେ ଆସିଗଲା । ଯୋୟା ଯେତେବେଳ ନୂର ଯୋଗାଯୋଗରେ ଆସିଲା ସେତେବେଲେ ନୂର କହିଥିଲା
ମୁଁ ତୁମ ସୁନ୍ଦରତାରେ ପାଗଳ ହୋଇ ଯାଇଛି । ଆଉ ମୁଁ ଚାହୁଁଛି ତୁମ ସହ ଶାରୀ-ରିକ ସମ୍ପ-ର୍କ ରଖିବାକୁ । ମୁଁ ତୁମକୁ ଭଲ ପାଉଛି । ଏସବୁ କଥା ନୂର ଯୋୟାଙ୍କୁ କହିଥିଲା । ଆଉ ଜୋୟା ଟଙ୍କା ମାଗିଥିଲା । ନୂର ରାଗିଯାଇଥିଲେ ଟଙ୍କା କଥା ଶୁଣି କାରଣ ତାଙ୍କ କହିବା ମୁତାବକ ସେ ଯୋୟାକୁ କୁଆଡ଼େ ସେତେବେଲେ ଭଲ ପାଉଥିଲେ ।
ଯୋୟା ୨୦୦୦ ଟଙ୍କା ମାଗିଥିଲା ଆଉ ନୂର୍ ରାଜି ହୋଇଯାଇ ଆଡଭାନ୍ସରେ ୫୦୦ ଟଙ୍କା ଦେଇଥିଲେ । ତାପରେ ଜୋୟା ନୂର୍ ମହମ୍ମଦ ଘରେ ପହଞ୍ଚିଥିଲେ ଆଉ ଜିଦ୍ କରିଥିଲେ ବଳକା ଟଙ୍କା ଦେବାକୁ ।
ଆଉ ନୂର୍ ମଧ୍ଯ ବଳକା ଟଙ୍କା ଫୋନ୍ ପେ ମାଧ୍ୟମରେ ଦେଇ ଦେଇଥିଲେ । ତାପରେ ଶାରୀ-ରିକ ସ-ମ୍ପର୍କ ରଖିବା ପାଇଁ ଯେତେବେଳେ ଜୋୟା ଡ୍ରେସ୍ ଖୋଲିଲେ ନୂର ଜାନିବାକୁ ପାଇଲେ ଯେ ଜୋୟା ଜଣେ ଝିଅ ନୁହେଁ କି-ନ୍ନର ଅଟନ୍ତି । ଧୋ-କା ଖାଇଥିବା ଜାଣି ନୂର ରାଗିଯାଇ ଜୋୟାକୁ ଜୀବନରୁ ମା-ରିଦେଲା ।