ମାତ୍ର 443 ଟଙ୍କା ଖର୍ଚ୍ଚ କରି ସାରା ଜୀବନ ଫ୍ରିରେ ଜାଳନ୍ତୁ ବିଜୁଳି, ଜାଣନ୍ତୁ ଏହି ଖବର ମାଧ୍ୟମରେ ସବୁକିଛି:-

ଆଜି ଆମେ ଆପଣଙ୍କୁ ଏକ ଏମିତି ଉପକରଣ ବିଷୟରେ ଜଣାଇବାକୁ ଯାଉଛୁ ଯାହାକୁ ଆପଣ ନିଜ ଘରେ ଲଗାଇବା ପରେ ଗୋଟିଏ ବି ଟଙ୍କା ବିଜୁଳି ବିଲ ଦେବାକୁ ପଡ଼ିବନାହିଁ। ଏହି ଡିଭାଇସକୁ କେନ୍ଦ୍ର ସରକାରଙ୍କ ଦ୍ଵାରା ପ୍ରମୋଟ କରାଯାଉଛି।

ଆଜି ଆମେ ଡିଭାଇସ ବିଷୟରେ ଆପଣଙ୍କୁ ଜଣାଇବାକୁ ଯାଉଛୁ ଯାହାକୁ ଆପଣ ନିଜ ଘରେ ଲଗାଇବା ପରେ ବିଜୁଳି ବିଲ ଦେବାକୁ ପଡ଼ିବନାହିଁ। ଯେକେହିବି ନିଜ ବିଜୁଳି ବିଲକୁ ନେଇ ବ୍ୟଥିତ ହୋଇଗଲେଣି ତାଙ୍କ ପାଇଁ ଏହି ଡିଭାଇସ ନିହାତି ଫାଇଦା ସାବ୍ୟସ୍ତ ହେବ।

ବର୍ତ୍ତମାନ ସରକାର ସୌର ଉର୍ଜାକୁ ପ୍ରମୋଟ କରୁଛନ୍ତି ଓ ଏହାସହ ଜଡିତ ସାରା ଉତ୍ପାଦ ଉପରେ ମଧ୍ୟ ସବ୍ସିଡ଼ି ପ୍ରଦାନ କରାଯାଉଛି। ଏହି ସମୟରେ ଏମିତି ଏକ ସୋଲାର ଲାଇଟ ସାମ୍ନାକୁ ଆସିଛି ଯାହାକୁ ଆପଣ ବ୍ୟବହାର କଲେ ଆପଣଙ୍କ ବିଜୁଳି ବିଲ ବିଲକୁଲ ଉଠିବନାହିଁ।

ମାତ୍ର 443 ଟଙ୍କା ଅଟେ:-

ଏହି ସୋଲାର ଲାଇଟ ଦ୍ୱାରା ଆପଣ ନିଜ ଘରକୁ ଆଲୋକିତ କରିପାରିବେ। ଘରର ଛାତ, ବାଲକୋନୀ ସମେତ କେତେକ ସ୍ଥାନରେ ବିନା ବିଜୁଳିରେ ଲାଇଟ ଜଳାଇ ପାରିବେ। ଏହାର ନାମ ହେଉଛି ହାର୍ଡଡ଼ଲ ଏଲଇଡ଼ି ୱାଟରପ୍ରୁଫ ଫେନ୍ସ ସୋଲାର ଲାଇଟ ଲାମ୍ପ। ଖାଆସ କଥା ଏହାକି ଯେ, ଆମାଜନରେ ମଧ୍ୟ ଏହା ଉପଲବ୍ଧ ଅଟେ।

ଫୁଲଚାର୍ଜ ହେବାପରେ 18 ଘଣ୍ଟା ଧରି ଚାଲିଥାଏ:-

ଏହି ଲାଇଟର ଖାଆସ କଥା ଏହାକି ଯେ, ଅନ୍ଧାର ହେବାପରେ ଏହା ଆପେଆପେ ଚାଲିବା ଆରମ୍ଭ ହୋଇଯିବ। ସେହିପରି ଆଲୋକ ପଡ଼ିବାପରେ ଏହା ଆପେଆପେ ବନ୍ଦ ହୋଇଯିବ। ଏହା ୱାଟରପ୍ରୁଫ ଓ ପ୍ଲାଷ୍ଟିକରେ ନିର୍ମିତ ସୋଲାର ଲାଇଟ ଅଟେ। ଏହାକୁ ଆପଣ ବହୁତ ସହଜରେ ନିଜ ଘରେ ଲଗାଇପାରିବେ। 6 ଘଣ୍ଟା ଚାର୍ଜ କରିବାପରେ ଆପଣ ଏହାକୁ 18 ଘଣ୍ଟା ଚଲାଇପାରିବେ।

ସୋଲାର ପ୍ୟାନେଲ ଲଗାଇବା ପରେ ବିଜୁଳି ଫ୍ରି ହେବ:-

ଏହାପରେ ଯଦି ଆପଣ ଘରେ ସୋଲାର ଲାଇଟ ଲଗାଉଛନ୍ତି ତାହେଲେ ଆପଣଙ୍କ ଘରେ ଥିବା ବିଭିନ୍ନ ଉପକରଣ ଯଥା: ଏସି, ଫ୍ରିଜ, କୁଲର, ଟିଭି, ମୋଟର, ଫ୍ୟାନ ସମେତ ସବୁକୁ ଚଲାଇ ପାରିବେ। ଆପଣ ନିଜ ଘରେ ଏହାକୁ ଲଗାଇବାକୁ ଚାହୁଁଥିଲେ ସରକାରଙ୍କ ଅଧିକାରୀ ୱେବସାଇଟ www.solarrooftop.gov. in ରେ ଭିଜିଟ କରନ୍ତୁ।

odia sambada
Comments (0)
Add Comment