ପ୍ରଥମେ କୁକୁଡ଼ା ନା ପ୍ରଥମେ ଅଣ୍ଡା, ସବୁ ରହସ୍ୟର ହୋଇଗଲା ଖୁଲାସା। ଜଲଦି ପଢ଼ନ୍ତୁ ଏହି ଖବର:-

ପିଲାବେଳୁ ଆପଣ ଶୁଣି ଆସିଛନ୍ତି କି, ପ୍ରଥମେ କୁକୁଡ଼ାର ଜନ୍ମ ନା ପ୍ରଥମେ ଅଣ୍ଡାର ଜନ୍ମ? ଏହାର ଜବାବ ଦେବାକୁ ଯାଇ ବହୁତ ସାରା ଯୁକ୍ତି ଓ ବିବାଦ ସାମ୍ନାକୁ ଆସିଥାଏ କିନ୍ତୁ ଶେଷରେ ଆମକୁ କୌଣସି ଉତ୍ତର ମିଳିନଥାଏ। ଆଜି ଆମେ ଏହି ରହସ୍ୟ ଉପରେ ପର୍ଦାଫାଶ କରିବୁ। ସୂଚନା ଜାଣିବାପାଇଁ ଖବରଟିକୁ ନିହାତି ଭାବରେ ପଢ଼ନ୍ତୁ।

ଶେଷରେ ବୈଜ୍ଞାନିକ ମାନେ ଖୋଜିଲେ ଏହି ପ୍ରଶ୍ନର ଉତ୍ତର:-

ଚାଲନ୍ତୁ ଆଜି ଆମେ ଆପଣଙ୍କୁ ଜଣାଇବୁ କି, ବୈଜ୍ଞାନିକ ମାନେ ଏହାର ଜବାବ ପାଇସାରିଛନ୍ତି। ଡେଲି ଏକ୍ସପ୍ରେସ ଅନୁସାରେ ବ୍ରିଟେନର ଶେଫିଲଡ଼ ଓ ବରବିକ ୟୁନିଭରସିଟିର କେତେକ ପ୍ରଫେସର୍ସ ଅଣ୍ଡା ଓ କୁକୁଡ଼ା ର ଏହି ପ୍ରଶ୍ନରେ ବହୁତ ଗମ୍ଭୀରତାର ସହିତ ରିସର୍ଚ୍ଚ କଲେ।

ଏହି ଷ୍ଟଡି ମୁତାବିକ, ଦୁନିଆରେ ସର୍ବପ୍ରଥମେ ଅଣ୍ଡା ନୁହେଁ ବରଂ କୁକୁଡ଼ା ପ୍ରଥମେ ଆସିଛି। ବର୍ତ୍ତମାନ ଆପଣ ଏହାର କାରଣ ଜାଣିବାକୁ ନିତାନ୍ତ ଚାହିଁବେ।

ଏମିତି ଜଣାପଡ଼ିଲା କିଏ ଆସିଛି:-

ବୈଜ୍ଞାନିକଙ୍କ ମୁତାବିକ, ଓବକ୍ଳାଇଡିନ ନାମକ ଏକ ପ୍ରୋଟିନ କୁକୁଡ଼ା ଅଣ୍ଡା ଖୋଳପାରେ ମିଳିଥାଏ। ଏହି ପ୍ରୋଟିନ ବ୍ୟତୀତ ଅଣ୍ଡା ସୃଷ୍ଟି ହେବା ସମ୍ଭବ ନୁହେଁ। କୁହାଯାଉଛି ଏହି ପ୍ରୋଟିନ କେବଳ କୁକୁଡ଼ା ଗର୍ଭାଶୟ ଭିତରେ ସୃଷ୍ଟି ହୁଏ ଓ ଏଥିରୁ ଜଣାପଡୁଛି କୁକୁଡ଼ା ହିଁ ପ୍ରଥମେ ଆସିଛି

କୁକୁଡ଼ା ଗର୍ଭାଶୟରେ ଓବୋକ୍ଳାଇଡିନ ପ୍ରୋଟିନ ବନିବା ପରେ ଏହା ଅଣ୍ଡା ଖୋଳପା ପାଖରେ ପହଞ୍ଚିଥାଏ। ବୈଜ୍ଞାନିକ ମାନେ ଖୁଲାସା କରିଦେଲେ ଯେ, ଅଣ୍ଡା ପୂର୍ବରୁ କୁକୁଡ଼ା ହିଁ ଦୁନିଆକୁ ଆସିଥିଲା କିନ୍ତୁ ଆଉଏକ ପ୍ରଶ୍ନ ଏହାକି ଯେ, କୁକୁଡ଼ା କେମିତି ଏହି ଦୁନିଆକୁ ଆସିଲା?

odia sambada
Comments (0)
Add Comment