ଉତ୍ତର ପ୍ରଦେଶର ପିଲିଭିତି ଜିଲ୍ଲାରେ ଏକ ରାକ୍ଷ-ସତା ସାମ୍ନାକୁ ଆସିଛି। ଯେଉଁଠି ଘରୋଇ ବି-ବାଦ କାରଣରୁ ଜଣେ ବ୍ୟକ୍ତି ନିଜ ଗର୍ଭ-ବତୀ ପତ୍ନୀଙ୍କୁ ବାଇକ ପଛରେ ବାନ୍ଧି 200 ମିଟର ପର୍ଯ୍ୟନ୍ତ ଘୋଷାଡ଼ି ନେଇଗଲା।
ଏହାକୁ ସ୍ଥାନୀୟ ଲୋକେ ଦେଖି ଆଶ୍ଚର୍ଯ୍ୟ ହୋଇଗଲେ ଓ ମହିଳାଙ୍କୁ ବଞ୍ଚାଇବା ଲାଗି ପ୍ରଚେଷ୍ଟା କଲେ କିନ୍ତୁ ସେପର୍ଯ୍ୟନ୍ତ ମହିଳା ସମ୍ପୂର୍ଣ୍ଣ ଭାବରେ ଗୁରୁ-ତର ଆ-ହତ ହୋଇଯାଇଥିଲେ। ପୋ-ଲିସ ଶେଷରେ ଆରୋ-ପୀକୁ ଗି-ରଫ କଲା। ଘୁଙ୍ଗଚାଇ ନିବାସୀ ସୁମନଙ୍କର ତିନିବର୍ଷ ପୂର୍ବେ କୃଷକ ରାମଗୋପାଳଙ୍କ ସହିତ ପ୍ରେମ ବିବାହ ହୋଇଥିଲା।
ବାହାନରେ ନିଜ ପତ୍ନୀକୁ ବହାରକୁ ଡ଼କାଇ ତାଙ୍କ ହାତରେ ରସି ବାନ୍ଧିଦେଲା:-
ସବୁଦିନ ଭଳି ଶନିବାର ଦିନ ମଧ୍ୟ ସୁମନର ଝ-ଗଡ଼ା ନିଜ ସ୍ୱାମୀ ସହିତ ହେବାକୁ ଲାଗିଲା। ଛୋଟ ଯୁ-କ୍ତିତ-ର୍କରୁ ଆରମ୍ଭ ହୋଇ ଝଗ-ଡ଼ା ଏତେ ବଢ଼ିଗଲା ଯେ, ରାମଗୋପାଳ ସୁମନକୁ ହାତ ଉଠାଇବାକୁ ମଧ୍ୟ ପଛାଇଲା ନାହିଁ।
ଏହାପରେ ସୁମନ ନିଜ ଘର ଭିତରକୁ ଚାଲିଗଲା, କିନ୍ତୁ ତାଙ୍କ ସ୍ବାମୀ ବାହାନାରେ ପୁଣିଥରେ ତାଙ୍କୁ ବାହାରକୁ ଡ଼କାଇଲେ ଓ ଏହାପରେ ସୁମନଙ୍କ ହାତକୁ ର-ସିରେ ବାନ୍ଧିଦେଲା ଓ ଆଉ ଏକ ଭାଗକୁ ବାଇକ ପଛରେ ବାନ୍ଧିଦେଲା।
ଏହାପରେ ରାମଗୋପାଳ, ସୁମନଙ୍କୁ କହିଲା ଯେ ଯଦି ବଞ୍ଚିବାର ଅଛି ତାହେଲେ ବାଇକ ସ୍ପିଡ଼ରେ ଦୌଡ଼। ଏହାକହି ସେ ବାଇକର ଗତିକୁ ବଢ଼ାଇଦେଲା ଓ କିଛି ଦୂର ଯାଏଁ ସୁମନ ଦୌଡ଼ିଥିଲେ ସତ କିନ୍ତୁ କିଛି ସମୟ ପରେ ପଡ଼ିଗଲେ ଓ ଚି-ତ୍କାର କରିବାକୁ ଲାଗିଲେ। ଚି-ତ୍କାର ଶୁଣି ପଡ଼ୋଶୀ ଲୋକେ ତାଙ୍କୁ ସାହାର୍ଯ୍ୟ କରିବାକୁ ଆଗକୁ ଆସିଲେ ଓ ତାଙ୍କୁ ହସ୍ପିଟାଲ ପଠାଇଥିଲେ। ଏହାପରେ ଖବର ପାଇ ପୋ-ଲିସ ସେଠାରେ ପହଞ୍ଚି ଆ-ରୋପୀ ସ୍ୱାମୀଙ୍କୁ ଗି-ରଫ କରିନେଲା।
ପୋ-ଲିସ କଣ କହିଲା? :-
ପୋଲି-ସର କହିବାହେଲା ସୁମନ 8 ମାସର ଗର୍ଭ-ବତୀ ଅଟନ୍ତି ଓ ତାଙ୍କର ସ୍ୱାମୀ ଦ୍ୱାରା ସେ ପ୍ରତାଡୀତ ହେଉଥିଲେ। ଏହି ମାମ-ଲାରେ ସୂଚନା ପ୍ରଦାନ କରି ଥା-ନା ପ୍ରଭାରୀ ରାଜେନ୍ଦ୍ର ସିଂହ ସିରୋହୀ କହିଥିଲେ କି, ରାମଗୋପାଳଙ୍କ ବିରୁ-ଦ୍ଧରେ ହ-ତ୍ୟା ମାମ-ଲା ଓ ମାର-ପିଟ କାରିବାର ଧାରା ଜାରି କରାଯାଇଛି।