ମାତ୍ର ଗୋଟିଏ ନମ୍ବର ଦେଇ ୪୦ ଟଙ୍କାରେ ବୁକ୍‌ କରନ୍ତୁ ବଢ଼ିଆ ରୁମ୍‌ । ରେଳ ଷ୍ଟେସନରେ ମିଳୁଛି ଏହି ଖାସ୍‌ ସୁବିଧା ଜାଣି ରଖନ୍ତୁ ।

ବନ୍ଧୁଗଣ ଆଜି ଆମେ ଆପଣମାନଙ୍କୁ ଭାରତୀୟ ରେଳର ଏମିତି ଏକ ସୁବିଧା ବିସୟରେ କହିବୁ ଯାହାର ଫାଇଦା ଉଠାଇ ଆପଣ ହଜାର ହଜାର ଟଙ୍କା ସଞ୍ଚୟ କରି ପାରିବେ ।

ଆଜ୍ଞା ହଁ ବର୍ତମାନ କୁହୁଡି କାରଣରୁ ଅନେକ ଟ୍ରେନ ଘଣ୍ଟା ଘଣ୍ଟା ଧରି ଚାଲୁଛି । ଯେଉଁ କାରଣରୁ ଯାତ୍ରୀ ମାନଙ୍କୁ ସମସ୍ୟାକୁ ସାମ୍ନା କରିବାକୁ ପଡୁଛି ।ଯଦି ଆପଣ ମଧ୍ୟ ଆଗାମୀ ଦୀନରେ ଟ୍ରେନ ଯାତ୍ରା କରୁଛନ୍ତି ତାହାଲେ ଆପଣଙ୍କୁ ଏହା ଜାଣିବା ନିହାତି ଆବଶ୍ୟକ।

ଭାରତୀୟା ରେଲୱେ ଯାତ୍ରୀ ମାନଙ୍କୁ ପ୍ରାୟ ୨୦ରୁ ୪୦ ଟଙ୍କାର ବହୁତ ବଢିଆ ରୁମ୍ ଉପଲବ୍ଧ କରାଉଛି । ବାସ୍ ଏହି ସୁବିଧାକୁ ପାଇବାକୁ ହେଲେ ଆପଣଙ୍କ ପାଖରେ କେବଳ ପି-ଏନ-ଆର୍ ନମ୍ୱର ରହିବା ଜରୁରୀ ।

ଶୀତ ୠତୁର ଘନ କୁହୁଡି କାରଣରୁ ଅନେକ ଟ୍ରେନ ବିଳମ୍ବରେ ଚାଲୁଛି । ଆଉ ଏମିତିରେ ଯାତ୍ରୀମାନଙ୍କୁ ବହୁତ ସମସ୍ୟାର ସମ୍ମୁଖୀନ ହେବାକୁ ପଡୁଛି ।ହଜାର ହଜାର ସଂଖ୍ୟାର ଯାତ୍ରୀ ରେଳ ଷ୍ଟେସନରେ ଏହି କାରଣରୁ ଟେନସନ୍ ହେଉଛନ୍ତି।

ଯେତେବେଳେ ଜାଣିବାକୁ ପାଉଛନ୍ତି ଯେ ଟ୍ରେନ ୨/୪ କିମ୍ଵା ୮ ଘଣ୍ଟା ବିଳମ୍ବରେ ଆସୁଛି । ଏମିତିରେ ଲୋକମାନେ ବିଶ୍ରାମ ନେବା ପାଇଁ ହୋଟେଲ ବୁକ୍ କରନ୍ତି ।

ହୋଟେଲ ରୁମ୍ ମହଙ୍ଗା ସତ୍ତ୍ୱେ ମଧ୍ୟ କିଛି ଲୋକ ହୋଟେଲ ନେଇ ରୁହନ୍ତି ତୋ ଆଉକିଛି ଲୋକ ସେଇ ରେଳ ଷ୍ଟେସନରେ ଥଣ୍ଡା କାକରରେ ଶୋଇ ପଡନ୍ତି । କିନ୍ତୁ ଆଜି ଆମେ ଆପଣଙ୍କୁ କହିବୁ ଯେ ଏପରି ସ୍ଥିତିରେ ଆପଣ ରେଳ ରିଟାୟାରିଂ ରୁମର ଲାଭ ଉଠାଇ ପାରିବେ । ସେଠାରେ ଆପଣ ୪୮ ଘଣ୍ଟା ପର୍ଯ୍ୟନ୍ତ ଷ୍ଟେ କରିପାରିବେ ।

ସବୁଠାରୁ ଖାସ୍ କଥା ହେଉଛି ସେଠାରେ ଆପଣଙ୍କୁ ବହୁତ କମ୍ ଖର୍ଚ୍ଚ ଦେବାକୁ ପଡ଼ିବ । ଆପଣ ମାତ୍ର ୨୦ ଟଙ୍କା କିମ୍ଵା ୪୦ ଟଙ୍କା ଚାର୍ଜଦେଇ ୪୮ ଘଣ୍ଟା ପର୍ଯ୍ୟନ୍ତ ରହି ପାରିବେ ।

ଏବେ ଜାଣନ୍ତୁ କେମିତି ଏହି ରିଟାୟାରିଂ ରୁମକୁ ବୁକ୍ କରିବେ । ତେବେ ଏଥିପାଇଁ ଆପଣଙ୍କୁ ପି-ଏନ-ଆର୍ ନମ୍ୱରର ଆବଶ୍ୟକତା ହେବ । କାହିଁକି ନା ରିଟାୟାରିଂ ରୁମ୍ ର ଵୁକିଂ ପି-ଏନ-ଆର୍ ନମ୍ୱରରୁ ହିଁ ହୋଇଥାଏ । ଏହାର ବୁକିଂ ଆପଣ ଏହି ୱାପର ୱେବସାଇଟରୁ କରିପାରିବେ ।

odia sambada
Comments (0)
Add Comment