ନିଜ ଶାଶୁ ମାଆଙ୍କୁ ହୃଦୟ ଦେଇ ବସିଲା ଜ୍ବାଇଁ ପୁଅ, ନିଜ ଶଶୁରଙ୍କୁ ମ-ଦ ପିଇବାକୁ ଦେଇ ଶାଶୁକୁ ଫେ-ରାର କରିନେଲା

କୁହାଯାଏ, ପ୍ରେମ କାହାକୁ ବି କେତେବେଳେ ହୋଇପାରେ କିନ୍ତୁ ନିଜ ସ୍ତ୍ରୀ କୁ ଛାଡ଼ି ନିଜ ଶାଶୁକୁ ପ୍ରେମ କରିବା ଏହା କେମିତି ସମ୍ଭବ? ରାଜସ୍ଥାନର ସିରୋହୀ ଜିଲ୍ଲାରେ ଠିକ ଏମିତି ହିଁ ଏକ ଘ-ଟଣା ଦେଖିବାକୁ ମିଳିଛି ଯେଉଁଠି ଜ୍ବାଇଁ ନିଜ ଶଶୁରକୁ ବହୁତ ମ-ଦ ପିଆଇ ନିଜ ଶାଶୁକୁ ନେଇ ଫେ-ରାର ହୋଇଗଲା ଓ ଏବେ ବିଚରା ଶଶୁର ନିଜ ସ୍ତ୍ରୀ କୁ ପାଇବାପାଇଁ ପୋ-ଲିସ ଷ୍ଟେସ-ନରେ ଏଫଆ-ଇଆର ଆଣିଛନ୍ତି।

ସିରୋହୀ ଜିଲ୍ଳାର ଅନାଦାର ଥା-ନା ଅନ୍ତର୍ଗତ ସିୟକାର ଗ୍ରାମରେ ରମେଶ ନାମକ ଜଣେ ବ୍ୟକ୍ତି ରୁହନ୍ତି। ଯାହାର ତିନୋଟି ଝିଅ ଓ ଗୋଟିଏ ପୁଅ ଥିଲେ। ସମସ୍ତଙ୍କ ବିବାହ ହୋଇସାରିଥିଲା ଓ ସେ ନିଜର ଗୋଟିଏ। ଝିଅ କିସନା ର ବିବାହ ମମାବଳୀ ନିବାସୀ ଯୋଗୀ ସହିତ କରିଥିଲେ। ଏହି ବିବାହରେ ତାଙ୍କ ଝିଅର ତିନୋଟି ପିଲା ହେଲେ ଓ ତାଙ୍କର ଯିବା ଆସିବା ଜାରି ରହିଲା।

ଡ଼ିସେମ୍ବର 30 ତାରିଖରେ ଯେତେବେଳେ ଜ୍ବାଇଁ ତାଙ୍କ ଘରକୁ ଆସିଥିଲେ ସେତେବେଳେ ସେ ନିଜ ଶଶୁରଙ୍କୁ ବହୁତ ମ-ଦ ପିଇବାକୁ ଦେଇଥିଲେ ଓ ଏହାପରେ ଶଶୁରଙ୍କୁ ନି-ଶାରେ ଛାଡ଼ିଦେଇ ଶାଶୁ ଫୁସୁଲାଇ ନିଜ ସହିତ ନେଇଗଲେ। ଶଶୁରର ନି-ଶା ଛାଡିବାପରେ ସେ ଦେଖନ୍ତି ତ ଜ୍ବାଇଁ ସହିତ ତାଙ୍କ ଶାଶୁ ଫେ-ରାର ହୋଇଯାଇଛନ୍ତି। କୁହାଯାଉଛି ଜ୍ବାଇଁ 27 ବର୍ଷର ହୋଇଥିବା ବେଳେ ଶାଶୁ 40 ବର୍ଷର ଅଟନ୍ତି।

ରମେଶ ଚିନ୍ତାରେ ପଡ଼ିଗଲା ଓ ସେ ଅନାଦାର ଥା-ନାକୁ ଯାଇ ନିଜ ଜ୍ବାଇଁ ବିପକ୍ଷରେ ଏଫଆ-ଇଆର ରୁଜୁ କଲା ଓ ଏହାପରେ ସେ ପୋଲି-ସକୁ ସବୁକଥା କହିଥିଲା, କେମିତି ତାଙ୍କ ଜ୍ବାଇଁ ଚାଲାକରେ ନି-ଶାରେ ତାଙ୍କୁ ମଜାଇ ଦେଇ ଶାଶୁକୁ ନେଇ ଚାଲିଗଲା।

ଅନାଦାର ଥା-ନା ପ୍ରଭାରୀ ବଳଭଦ୍ର ସିଂହ କହିଥିଲେ କି, ତାଙ୍କୁ ମାମ-ଲାର ଅଭି-ଯୋଗ ମିଳିଛି। ପ୍ରାରମ୍ଭିକ ଯାଞ୍ଚ ମାଧ୍ୟମରୁ ଜଣାପଡ଼ିଲା କି, ଜ୍ବାଇଁ ନିଜ ଶାଶୁକୁ ଫେ-ରାର କରିଛି। ପୋ-ଲିସ କହିବାହେଲା ସେମାନେ ଉଭୟଙ୍କ ତଲାଶ କରୁଛନ୍ତି ଓ ମାମ-ଲାର ଛାନଭିନ ମଧ୍ୟ ଜାରି ରଖିଛନ୍ତି।

odia sambada
Comments (0)
Add Comment