ଦ୍ଵିତୀୟ ସ୍ତ୍ରୀ ପ୍ରେମରେ ପାଗଳ ହୋଇ ପ୍ରଥମ ସ୍ତ୍ରୀ ର ଝିଅକୁ ମା-ରିଲା ବାପା।

ବର୍ତମାନ ଦୁନିଆରେ ଲୋକମାନଙ୍କର ପରସ୍ପର ମଧ୍ୟରେ ବିଶ୍ୱାସ ଓ ଭଲ ପାଇବା ଦିନକୁ ଦିନ କମିବାରେ ଲାଗିଛି ପୂର୍ବରୁ ଲୋକମାନେ ନିଜ ମଧ୍ୟରେ ସଂ-ପର୍କ ପାଇଁ ବହୁ କିଛି କରିଦେଇଥିଲେ କିନ୍ତୁ ଏବେ ଅନ୍ୟର ବି-ପଦ ବିଷୟରେ ଜାଣି ତାହା ସମ୍ପର୍କ ରଖିବା ଦୂରର କଥା ତାକୁ ସହ୍ୟ ମଧ୍ୟ କରୁନାହାଁନ୍ତି।

ଏବେ ସମସ୍ତେ ନିଜ ସ୍ବାର୍ଥ ରେ ଅନ୍ଧ ,ସମସ୍ତେ ଏବେ ଅନ୍ୟ ସହ ସମ୍ପର୍କ ଗଢ଼ିଛନ୍ତି ତାହା ପୁଣି କିଛି ପାଇବା ଆଶାରେ।ସ୍ବାମୀ,ସ୍ତ୍ରୀ ର ସ-ମ୍ପର୍କ ଦୁନିଆ ର ସବୁଠୁ ପବିତ୍ର ସ-ମ୍ପର୍କ। ଆଉ ଏହି ସମ୍ପ-ର୍କ ରେ ସାତ ଜନ୍ମ ପାଇଁ ବାନ୍ଧି ହୋଇଥାନ୍ତି ଦୁହେଁ ସ୍ୱାମୀ ଓ ସ୍ତ୍ରୀ।ଝିଅ ଟିଏ ବାପ ଘର ଛାଡ଼ି ଶାଶୁ ଘର ଆସିଥାଏ ତାର ସ୍ବାମୀ କୁ ଭରସା କରି।

ଉଭୟ ସ୍ବାମୀ ,ସ୍ତ୍ରୀ ପରସ୍ପର ସାଥୀ ହୋଇ ଜୀବନ ବଞ୍ଚିବା ପାଇଁ ବିବାହ କରିଥାନ୍ତି । ମାତ୍ର ଆଜିର ଦୁନିଆ ରେ ଏହାର ଓଲଟା ଦେଖିବାକୁ ମିଳୁଛି।ସ୍ବାମୀ, ସ୍ତ୍ରୀ ପରସ୍ପର ମଧ୍ୟ ରେ ଝ-ଗଡ଼ା ଲାଗୁଛନ୍ତି ଏଵଂ ଏହି ଝଗଡ଼ା ହେଉଛି ଅନ୍ୟ କହ ସହ ପ୍ରେମ ସ-ମ୍ପର୍କ ରଖିବା ହେତୁ।ବର୍ତମାନ ଆମେ ଆପଣଙ୍କୁ ଏମିତି କିଛି କହିବାକୁ ଯାଉଛୁ ଯାହାକୁ ଆପଣ ମାନେ ଶୁଣିଲେ ସମସ୍ତେ ଚକିତ ହୋଇପଡ଼ିବେ ।

ଜଣେ ବିବାହିତ ପୁରୁଷ ଆଉ କେଉଁ ମହିଳା ସହ ପ୍ରେମ ସଂ-ପର୍କ ରଖିବ ଦ୍ଵାରା ତାର ନିଜ ସ୍ତ୍ରୀ ପ୍ରତି ଭଲପାଇବା ଦିନକୁ ଦିନ କମିବାରେ ଲାଗିଥିଲା।ସେହି ପୁରୁଷ ସର୍ବଦା ନିଜ ସ୍ତ୍ରୀ ଠାରୁ ଲୁ-ଚି କରି ଅନ୍ୟ ମହିଳା ସହ କଥା ହେଉଥିଲା।କିଛି ଦିନପରେ ସେହି ପୁରୁଷ ଜଣକ ନିଜ ପ୍ରେମିକା ପାଇଁ ନିଜ ସ୍ତ୍ରୀକୁ କରିଦେଇଥିଲା ଏବଂ ତ ମୁହଁ ରେ ନିଆଁ ମଧ୍ୟ ଦେଇଥିଲା।

ଝିଅଟି ମା ଛେଉଣ୍ଡ ହେବା ପରେ ଝିଅଟି ନିଜ ବାପା ପାଖରେ ରହୁଥିଲା ,କିନ୍ତୁ ଏହା ତା ବାପା କୁ ଭଲ ଲାଗୁନଥିଲା।ସେ ଝିଅ ନିଜ ମା କୁ ହରାଇବା ପରେ ସେ ତା ବାପ କୁ ସବୁକିଛି ମାନିନେଇଥିଲା କିନ୍ତୁ ଖାଇବା ସମୟରେ ଝିଅଟି ଭାତ ମାଗିବାରୁ ତା ନିଜ ଜନ୍ମ କଲ କଲା ବାପା ନୃ-ଶଂସ ଭାବରେ ତା ଝିଅକୁ ହ-ତ୍ୟା କରିଥିଲା ।

ନିଜ ସ୍ତ୍ରୀ କୁ ହ-ତ୍ୟା କରିବା ପରେ ତା ମନ ଶାନ୍ତି ହୋଇନଥିଲା ଯାହା ଫଳରେ ସେ ନିଜ ଜନ୍ମ କଲା ପ୍ରଥମ ସ୍ତ୍ରୀର ଝିଅ କୁ ମଧ୍ୟ ହ-ତ୍ୟା କରିଥିଲା ଏବଂ ଏଥିରେ ତାଙ୍କୁ ତାଙ୍କ ପ୍ରେମିକା ସାହାଯ୍ୟ କରିଥିଲେ।ପ୍ରେମିକ ଜଣକ ତାଙ୍କ କୁନି ଝିଅର ଗୋଡ଼ କୁ ବାନ୍ଧି ଦେଇଥିଲେ ଏବଂ ହାତକୁ ଧରିଥିଲେ ଏବଂ ଶେଷରେ ନିଜ ଜନ୍ମ କଲ ବାପା ନିଜ ଝିଅକୁ ପ୍ରେମ ଆଳରେ ଜିଅନ୍ତା ଜା-ଳି ଦେଇଥିଲା।

ପୁରୀ ଜିଲ୍ଲା ଗୋପ ବ୍ଲକ ବନ୍ତୁଲି ପଞ୍ଚାୟତ ଅନ୍ତର୍ଗତ ବିଜିପୁର ଗ୍ରାମରେ ଏମିତି ଲୋମ ଟା-ଙ୍କୁରା ଘ-ଟଣା ଘଟିଛି ଯାହା ସମସ୍ତଙ୍କୁ ସ୍ତମ୍ଭିଭୂତ କରିଛି।ଏନେଇ ସେହି କୁନି ଝିଅର ବଡ଼ ଭଉଣୀ ଥା-ନାରେ ଏତ-ଲା ଦେଇଛନ୍ତି ଏବଂ ସେ ନିଜ ବାପା ,ଜେଜେମା,ତାଙ୍କ ଦ୍ୱିତୀୟ ମା ଏବଂ ତାଙ୍କ ମାମୁଁ ଙ୍କ ନାମରେ ଏତ-ଲା ଦାୟର କରିଛନ୍ତି ଏବଂ ସେ କହିଛନ୍ତି ଯେ ସେ ବାହାରେ ରହି କାମ କରି ନିଜ କଥା ବୁଝିବା ସହ ତାଙ୍କ ସାନ ଭଉଣୀ ର ଖର୍ଚ୍ଚ ମଧ୍ୟ ଉଠାଉଥିଲେ ଏବଂ ସେ ବାହାରେ ରହୁଥିଲେ।ଏହି ସମୟରେ ତାଙ୍କ ବାପା ଓ ସାବତ ମାଆ ମିଶି ତାଙ୍କ ସାନ ଭଉଣୀ କୁ ମାରି ପୋଡ଼ିଦେଇଥିଲେ ଏବଂ ତାଙ୍କୁ ଜଣାଇନଥିଲେ।

odia sambada
Comments (0)
Add Comment