ସଂଧ୍ୟା ୭ ଟା ବାଜିଲେ ସମୁଦ୍ର କୂଳରୁ ଧାଉଁଚନ୍ତି ଲୋକ, ଗୋଡ଼ାଉଛି ପ୍ରେତାତ୍ମା।

ବନ୍ଧୁଗଣ ସ୍ୱାଭାବିକ ଭାବରେ ଆମେ ପ୍ରତିଦିନ ଅନେକ ପ୍ରକାରର ଘଟଣା କୁ ନିଜେ ଦେଖିଥାଉ ଏବଂ ତାହା ସାଧାରଣ ହୋଇ ଥିବାରୁ ଆମେ ତାକୁ ବିଶ୍ୱାସ ମଧ୍ୟ କରିଥାଉ।ଆଜି ଆମେ ଜାଣିବା କିଛି ଏମିତି ଅଜବ କଥା ଯାହା ଆପଣଙ୍କୁ ସାମାନ୍ୟ ଚକିତ କରିବ।ଆଜିର ଏହି ଦୁନିଆ ରେ ଅଧିକାଂଶ ସମୟରେ କିଛି ନା କିଛି ଅଜବ ଘଟଣା ମାନ ଦେଖିବା ପାଇଁ ମିଳିଥାଏ।

ବହୁତ୍ ଏହି ଭଳି ଘଟଣା ଅଛି ଯାହାକୁ ଆମେ ହେୟ ଜ୍ଞାନ କରିଥାଉ କିନ୍ତୁ ବାସ୍ତବରେ ତାର ରହସ୍ୟ ଆମକୁ ଆଶ୍ଚର୍ଯ୍ୟ କରିଥାଏ। କାରଣ ଏହିଭଳି କିଛି ଘଟଣା ଆମକୁ ଭାବିବାକୁ ବାଧ୍ୟ କରିଥାଏ ଯେ ଏହା କିପରି ସମ୍ଭବ।ଆଜି ମଧ୍ୟ ଏମିତି ଏକ ଘଟଣା ଆମ ସାମ୍ନାକୁ ଆସିଛି ଯାହା ଆପଣଙ୍କୁ ଆଶ୍ଚର୍ଯ୍ୟ କରିଦେବ ।

ଆପଣ ମାନେ ହୁଏତ ଭୂତ ବିଷୟରେ କିଛି ସୁଣିଥିବେ ଏବଂ ଆପଣ ମାନଙ୍କ ମଧ୍ୟରୁ ଏହାକୁ ମଧ୍ୟ ଅନେକ ଅନୁଭବ କରିଥିବେ।ଅନେକ ଲୋକ ଅଛନ୍ତି ଯେଉଁ ମାନେ ଭୂତ ସମ୍ବନ୍ଧିତ କୌଣସି ବିଷୟରେ ରୁଚି ରଖି ନଥାନ୍ତି କାରଣ ସେମାନେ ଭୂତ କୁ ବିଶ୍ୱାସ କରନ୍ତି ନାହିଁ।

କିନ୍ତୁ ଏବେ ବୈଜ୍ଞାନିକ ମାନେ ଗବେଷଣା ମାଧ୍ୟମରେ ଏହି ସିଦ୍ଧାନ୍ତ ରେ ଉପନୀତ ହୋଇଛନ୍ତି ଯେ ଭୂତ ମାନଙ୍କର ଅସ୍ତିତ୍ବ ରହିଛି।ଯାହାକୁ ସମସ୍ତେ ଛାଇ ବୋଲି କହିଥାନ୍ତି । ଏମିତି ଏକ ଘଟଣା ବିଷୟରେ ଶୁଣିବାକୁ ମିଳିଛି ଯେଉଁଠି ସନ୍ଧ୍ୟା ହେଲେ ଭୂତ ମାନେ ଦେଖାଯାଆନ୍ତି ସେଥିପାଇଁ ସନ୍ଧ୍ୟା ସମୟରେ ସେଠାକୁ କେହି ଯିବା ଆସିବା କରନ୍ତି ନାହିଁ।

ଗୁଜୁରାଟ ର ଥିବା ସମୁଦ୍ର ପାଖରେ ଦିନ ସମୟରେ ଅନେକ ଲୋକଙ୍କ ଭିଡ଼ ଜମିଥାଇ ଏବଂ ଅନେକ ଲୋକ ସେଠାକୁ ବୁଲିବା ପାଇଁ ଆସିଥାନ୍ତି ,କିନ୍ତୁ ଯେବେ ସୂର୍ଯ୍ୟ ଅସ୍ତ ହୁଅନ୍ତି ଏବେଠୁ ସେଠାରେ ଭିଡ କମାଇବାକୁ ଲାଗିଥାଏ ଏବଂ ସେଠାକୁ ସନ୍ଧ୍ୟା ସମୟରେ କେହି ଯାଇନଥନ୍ତି।ଶୁଣିବାକୁ ମିଳେ ଯେ ସେଠାରେ ସନ୍ଧ୍ୟା ହେଲେ ଅନେକ ଛାଇ ଆସି ସେଠାରେ ବିଚରଣ କରନ୍ତି ଏବଂ କିଛି ସ୍ଥାନୀୟ ଲୋକ କୁହନ୍ତି ସେଠାରେ କିଛି ବ୍ୟକ୍ତିଙ୍କ ମୃତ୍ୟୁ ହୋଇଯାଇଥିଲା ଯାହା ଦ୍ଵାରା ସେମାନେ ସେଠାରେ ଭୂତ ହୋଇ ରାତିର ଅନ୍ଧକାରରେ ବିଚରଣ କରିଥାନ୍ତି।

ଗୁଜୁରାଟ ସହରରୁ ୨୧ କିଲୋ ମିଟର ଦୂର ରେ ରହିଛି ଏହି ସମୁଦ୍ର କୁଳ ଯାହାର ନାମ ଡୁମସ ବିଚ୍ ଯେଉଁଠିକୁ ସନ୍ଧ୍ୟା ହେଲେ ଲୋକ ମାନେ ଯିବାକୁ ଭୟ କରିଥାନ୍ତି। ସେଠାକାର ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ ସନ୍ଧ୍ୟା ହେଲେ ସେଠାରେ ଭୂତ ମାନଙ୍କ ଆସର ଜମିଥାଏ ଏବଂ ଅନେକ ଛାଇ ମାନ ସମୁଦ୍ର ମଧ୍ୟରୁ ଆସୁଥିବାର ଦେଖାଯାଏ। ତେଣୁ ଏହାକୁ ଗୁଜୁରାଟ ର ହଣ୍ଟେଡ ପ୍ଲେସ ବୋଲି କୁହାଯାଏ।

odia sambada
Comments (0)
Add Comment