ବାପା ସାଜିଲା ସଇ-ତାନ । ଝିଅର ଇ-ଜ୍ଜତ ନେଇଗଲା ଜନ୍ମଦାତା ଆଉ ସାଥ୍‌ ଦେଲା ସାବତ ମା’ ।

ସନ୍ତାନକୁ ସୁରକ୍ଷା ଦେବା ବଦଳରେ ପିଶାଚ ସାଜିଲା ବାପା । ହଁ ଆଜ୍ଞା ଦର୍ଷକବନ୍ଧୂ ଆପଣ ମାନେ ଠିକ୍ ପଢ଼ିଲେ । ବିଶ୍ୱାସ ହେଉ ନଥିଲେ ମଧ୍ୟ ଘଟ-ଣାଟି ସମ୍ପୂର୍ଣ ସତ । ତେବେ ଏଭଳି ଏକ ହୃଦୟ ବିଦାରକ ଘ-ଟଣା ଉତ୍ତରପ୍ରଦେଶର ବରେଲି ଜିଲ୍ଲାର ବାହେଡି ସହରରେ ଘଟି ଯାଇଛି

ଖବର ମୁତାବକ ସେଠାରେ ଜଣେ ସାତ ବର୍ଷର ଝିଅକୁ ବାପା ଦୁ-ଷ୍କର୍ମ କରିଥିବା ଅଭି-ଯୋଗ ହୋଇଛି ଆଉ ବାପାର ଏଭଳି କୁକ-ର୍ମରେ ସାଥ ଦେଉଥିଲେ ସାବତ ମାଆ । ଏନେଇ ଥା-ନାରେ ଏ-ତଲା ଦେଇଛନ୍ତି ପୀଡି-ତାର ମାମୁଁ । ପୀଡି-ତାଙ୍କ ମାମୁଙ୍କ ଅଭି-ଯୋଗ ପରେ ପୋ-ଲିସ ଏକ ମାମ-ଲା ରୁଜୁ କରି ଅଭି-ଯୁକ୍ତ ବାପାକୁ ଗି-ରଫ କରିଛି ।

ସୂଚନା ଅନୁସାରେ, ଗତ ମଙ୍ଗଳବାର ରାତିରେ କେସର ନାମକ ଜଣେ ବ୍ୟକ୍ତି ତାଙ୍କ ଦ୍ୱିତୀୟ ପତ୍ନୀଙ୍କ ସହ ମିଶି ତାଙ୍କ ଝିଅକୁ ବଳା-ତ୍କାର କରିଥିଲେ । ବଳା-ତ୍କାର ସମୟରେ ଝିଅର ସାବତ ମା ଅର୍ଥାତ ଅଭି-ଯୁକ୍ତ କେସରଙ୍କ ଦ୍ଵିତୀୟ ପତ୍ନୀ ଝିଅର ପାଟିକୁ ବନ୍ଦ କରି ରଖିଥିଲେ ଯେପରି ସେ ଚି-ତ୍କାର କରି ପାରିବେ ନାହିଁ ।

ପୋ-ଲିସ କହିବା ଅନୁସାରେ ତାପରଦିନ ସକାଳେ ଯେତେବେଳେ ଏହି ଘ-ଟଣା ପରିବାରର ଅନ୍ୟ ସଦସ୍ୟ ଜାଣିବାକୁ ପାଇଥିଲେ, ତୁରନ୍ତ ଝିଅର ମାମୁଁ ଏବଂ ମାଉସୀ ନାବାଳିକାକୁ ପୋ-ଲିସ ଷ୍ଟେ-ସନକୁ ଆଣି ଘଟ-ଣା ସମ୍ପ-ର୍କରେ ସମସ୍ତ ସୂଚନା ଦେଇଥିଲେ ଓ ଅଭି-ଯୁକ୍ତଙ୍କ ନାମରେ ଏ-ତଲା ରୁଜୁ କରିଥିଲେ । ତେବେ ବନ୍ଧୁଗଣ ମାମ-ଲାକୁ ନେଇ ପୋ-ଲିସ କହିବା ଅନୁସାରେ ନାବାଳିକାର ମାମୁଁଙ୍କ ଅଭି-ଯୋଗ ଅନୁଯାୟୀ ପିତାଙ୍କ ବିରୋ-ଧରେ ମାମ-ଲା ରୁଜୁ ହୋଇଛି । ପୋ-ଲିସ ଉଭୟଙ୍କୁ ଗି-ରଫ କରିଛି ।

ଅଭି-ଯୁକ୍ତ କେସର ରେଳ ଫାଟକ ନିକଟରେ ଜୋତା ମରାମତି ପାଇଁ କାମ କରନ୍ତି ଏବଂ ହାଲଡୱାନୀରେ ମଧ୍ୟ ଅଭି-ଯୁକ୍ତଙ୍କ ବିରୋ-ଧରେ ଏକ ପି-ଓ-ସି-ଏସ୍-ଓ ମାମ-ଲା ରୁଜୁ ହୋଇଛି । କିଛି ଦିନ ପୂର୍ବରୁ ଅଭି-ଯୁକ୍ତ ଜେ-ଲରୁ ଖଲାସ ହୋଇଥିଲେ । ନାବାଳିକାର ମାମୁଁଙ୍କ ଦ୍ୱାରା ମାମ-ଲା ରୁଜୁ ହେବା ପରେ ନାବା-ଳିକାର ବାପା ଏବଂ ସାବତ ମାଙ୍କୁ ଗି-ରଫ କରାଯାଇଛି । ଏହି ଘଟ-ଣାର ଅଧିକ ତ-ଦନ୍ତ କରାଯାଉଥିବା କଥା କହିଛି ପୋ-ଲିସ ।

odia sambada
Comments (0)
Add Comment