ନୂଆବର୍ଷ ଖର୍ଚ୍ଚ ନ ଦେବାରୁ ନି-ଶାଶ-କ୍ତ ହୋଇ ଗଳା କା-ଟି ନିଜ ବାପାକୁ ହ-ତ୍ୟା କଲା ପୁଅ ।

ଦୁନିଆରେ ବାପା ମା’ ହିଁ ନିଜର ଖୁସିକୁ ଜଳାଞ୍ଜଳି ଦେଇ ନିଜ ସନ୍ତାନକୁ ଖୁସିରେ ରଖିବାକୁ ଚେଷ୍ଟା କରନ୍ତି । କିନ୍ତୁ ଦୁନିଆରେ ଆଉ କେହି ବ୍ୟକ୍ତି ନାହାଁନ୍ତି ଯିଏକି ସ୍ୱାର୍ଥପର ନୁହେଁ ।

ତେବେ ଆଜିକା ସମୟରେ ଏମିତି ଅନେକ ଘ-ଟଣା ଦେଖିବାକୁ ମିଳୁଛି ଯେଉଁଠି ସନ୍ତାନ ନିଜ ସ୍ୱାର୍ଥ ହାସଲ ନ ହେବା କାରଣରୁ ବାପ ମାଙ୍କୁ ହ-ତ୍ୟା କରିବାକୁ ମଧ୍ଯ ପଛାଉ ନାହାନ୍ତି । ଯାହାକି ଆଜିକାଲିକା ଯୁବ ସମାଜର ଏକ ବଡ଼ ଭୁଲ ଅଟେ ।ଆଜିକାଲି ମନୁଷ୍ୟ ପାଇଁ କାହାରି ଜୀବନ, କାହାରି ସ୍ନେହ ଜରୁରୀ ନୁହେଁ, ବରଂ ଜରୁରୀ ହେଉଛି ଆବଶ୍ୟକତା ।

ବାପା ମା’ଙ୍କ ଯତ୍ନ ନେବାତ ଦୂରର କଥା ମନୁଷ୍ୟ ନିଜ ଲୋଭ ପାଇଁ , ଧନ ସମ୍ପତ୍ତି ପାଇଁ ଏତେ ତଳକୁ ଖସି ଯାଉଛି ଯେ ଏସବୁ ପାଇଁ ନିଜ ବାପା ମା’ ଙ୍କୁ ହ-ତ୍ୟା କରିବାକୁ ମଧ୍ୟ ପଛାଉ ନାହିଁ ।

ତେବେ ବର୍ତ୍ତମାନ ସମୟରେ ସୋସିଆଲ ମିଡିଆରେ ମଧ୍ୟ ଏପରି ସବୁ ଘଟଣା ପ୍ରସାରିତ ହେବା ସାଧାରଣ ହୋଇଗଲାଣି । କେଉଁଠି ନା କେଉଁଠି ପ୍ରତ୍ୟେକ ଦିନ କିଛି ନା କିଛି ଏହି ସମ୍ବନ୍ଧୀୟ ଘ-ଟଣା ଶୁଣିବାକୁ ମିଳିଥାଏ । ତେବେ ବର୍ତମାନ ସମୟରେ ନୂଆବର୍ଷରେ ଦେଖିବାକୁ ମିଳିଛି ନିର୍ମମ ହ-ତ୍ୟା ।

ର-କ୍ତ ସଂପର୍କର ମୂଲ୍ୟ ଭୁଲିଗଲା ଜନ୍ମ କଲା ପୁଅ । ବାପାକୁ ଛୁରୀ ଭୁସି ହ-ତ୍ୟା କଲା ପୁଅ । ଦେବଗଡ ଥା-ନା କାଉଁଶିବାହାଲ ଗାଁରେ ଏଭଳି ଏକ ଅଭା-ବନୀୟ ଘ-ଟଣା ଘଟିଛି ।

ଦୁର୍ଯ୍ୟୋଧନ ପ୍ରଧାନଙ୍କ ଛୁ-ରୀ ମା-ଡରେ ପ୍ରାୟ ୭୦ ବର୍ଷୀୟ ବାପା ରତ୍ନାକର ପ୍ରଧାନଙ୍କ ଘଟ-ଣାସ୍ଥଳରେ ମୃ-ତ୍ୟୁ ହୋଇଛି । ସୂଚନା ଅନୁଯାୟୀ, ବାପା ରତ୍ନାକର ଘରେ ଶୋଇଥିବା ବେଳେ ପୁଅ ଦୁର୍ଯ୍ୟୋଧନ ଘରକୁ ନି-ଶାସ-କ୍ତ ଅବସ୍ଥାରେ ଆସି ନୂଆବର୍ଷ ଖର୍ଚ୍ଚ ପାଇଁ ଟଙ୍କା ମାଗିଥିଲା ।

ମାତ୍ର ତାଙ୍କ ବାପା ବାରଣ କରିବାରୁ ଏଥିରେ ଉତକ୍ଷିପ୍ତ ହୋଇ ଦୁର୍ଯ୍ୟୋଧନ ତାଙ୍କୁ ହ-ତ୍ୟା କରିଥିବା ଅଭି-ଯୋଗ ହୋଇଛି । ରତ୍ନାକରଙ୍କ ମୁଣ୍ଡରେ ବାରମ୍ବାର ଛୁରୀରେ ଆ-ଘାତ ଦେବାରୁ ମୃ-ତ୍ୟୁ ହୋଇଛି ।

ଏନେଇ ଗ୍ରାମବାସୀଙ୍କ ଠାରୁ ଦେବଗଡ ଥା-ନା ପୁ-ଲିସ ସୂଚନା ପାଇବା ପରେ ଘଟ-ଣାସ୍ଥ-ଳକୁ ଯାଇ ତ-ଦନ୍ତ ଆରମ୍ଭ କରିଛି । ମୃ-ତଦେ-ହ ଜ-ବତ କରିବା ସହ ବ୍ୟବ-ଚ୍ଛେଦ ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇ ଦେଇଥିବା ବେଳେ ଅଧିକ ତ-ଦନ୍ତ ପାଇଁ ସାଇଣ୍ଟିଫିକ୍‌ ଟିମକୁ ସୂଚନା ଦିଆଯାଇଛି । ହ-ତ୍ୟାକା-ରୀ ପୁଅ ଦୁର୍ଯ୍ୟୋ-ଧନକୁ ପୁ-ଲିସ ଗି-ରଫ କରିଥିବା ଜଣାପଡିଛି ।

odia sambada
Comments (0)
Add Comment