MRI ମେସିନ ଭିତରେ କପଲ କରିବାକୁ ଲାଗିଲେ ଏମିତି ହରକତ, ଡ଼କ୍ଟର ଦେଖି ହୋଇଗଲେ ପାଗଳ! :-

ଶାରୀ-ରିକ ସ-ମ୍ଵନ୍ଧ ବନାଇବା ପ୍ରତ୍ୟେକଙ୍କୁ ପସନ୍ଦ ଥାଏ। ସାଧାରଣତଃ କପଲ ମାନେ ସେ-କ୍ସ କରିବାପାଇଁ କୌଣସି ନା କୌଣସି ପ୍ରାଇଭେଟ ପ୍ଲେସ ଖୋଜନ୍ତି ଯେମିତିକି ବେଡ଼ରୁମ, କାର ଇତ୍ୟାଦି। କିନ୍ତୁ କଣ ଆପଣ ଶୁଣିଛନ୍ତି କି, କପଲ MRI ମେସିନ ଭିତରେ ସେ-କ୍ସ କରିବାର, ଏହାଶୁଣି କାହାକୁ ହଜମ ହେଉନାହିଁ ଯେ ଏହା ସତ ହୋଇଥିବ।

MRI ମେସିନ ଭିତରେ କଲେ ସେକ୍ସ:-

MRI ମେସିନ ଭିତରେ ସେ-କ୍ସ କରିବାର ଏହି ଘ-ଟଣା ବହୁତ ପୁରୁଣା ଅଟେ। ଏହା 1991 ଓ 1999 ମସିହାର କଥା କିନ୍ତୁ ଏହାର କେତେକ ଫୋଟୋ ଓ ମୁହୂର୍ତ୍ତ ଏବେ ସୋସିଆଲ ମିଡ଼ିଆ ଭଳି ପ୍ଲାଟଫର୍ମରେ ଭାଇରାଲ ହେବାରେ ଲାଗିଛି।

ଏବେ ପ୍ରଶ୍ନ ଉଠୁଛି କି, କପଲ କାହିଁକି ଏହି ମେସିନ ଭିତରେ ସେ-କ୍ସ କଲେ? କଣ ତାଙ୍କୁ କୌଣସି ସ୍ଥାନ ମିଳିଲାନାହିଁ? କଣ ସେ ନିଜ ଉପରେ ନିୟନ୍ତ୍ରଣ ରଖି ପାରିଲେନାହିଁ? ଚାଲନ୍ତୁ ଏହିସବୁ ପ୍ରଶ୍ନର ଉତ୍ତର ଜାଣିବା।

କଥା ଏହାକି ଯେ, କପଲ MRI ମେସିନରେ ସେ-କ୍ସ ଏକ ଖାଆସ ପ୍ରୟୋଗ ଯୋଗୁଁ କରିଥିଲେ। ଏଥିରୁ ଜାଣିବାକୁ ଚେଷ୍ଟା କରାଯାଇଥିଲା କି, ସେ-କ୍ସ କରିବା ସମୟରେ ମନୁଷ୍ୟ ଶରୀର ଭିତରେ କେଉଁ ପ୍ରକାରର ପରିବର୍ତ୍ତନ ଆସେ।

ଏଥିରେ ଭାଗ ନେଇଥିବା କପଲଙ୍କ ନାମ ଇଡ଼ା ସବେଲିସ ଓ ତାଙ୍କ ବୟଫ୍ରେଣ୍ଡଙ୍କ ନାଁ ଜୁପ ପେକ ଥିଲା। ଇଡ଼ା ଜଣେ ଅର୍ଗାନାଇଜେସନାଲ ଆଂଥ୍ରୋପୋଲୋଜି ପ୍ରଫେସର ଅଟନ୍ତି। ଏହାସହ ସେହି ମହିଳା ଜଣକ ଅଧିକାର ପାଇଁ ମଧ୍ୟ କାମ କରନ୍ତି।

ମହିଳାଙ୍କ ପ୍ରାଇ-ଭେଟ ପାର୍ଟକୁ ନେଇ ହେଲା ବଡ଼ ଖୁଲାସା:-

ଇଡ଼ା ଏହି ଏକ୍ସପରିମେଣ୍ଟ ଦ୍ୱାରା ମେଡ଼ିକାଲ ଜଗତକୁ ସୂଚନା ଦେବାପାଇଁ ଚାହୁଁଥିଲେ। ଏଥିପାଇଁ ସେ ନିଜ ପାର୍ଟନର ସହିତ ସ୍ପୁନିଂ ପୋଜିଶନରେ ସେ-କ୍ସ କଲେ, ଏହି ପୋଜିଶନରେ ଉଭୟ ପାର୍ଟନର ସମାନ ଦିଗକୁ ମୁହଁ କରି ସେ-କ୍ସ କରିଥାନ୍ତି ଓ ପୂର୍ବରୁ କୁହାଯାଉଥିଲା ମହିଳାଙ୍କ ପ୍ରାଇ-ଭେଟ ପାର୍ଟ ସିଧା ଅଟେ କିନ୍ତୁ ଏହି ଏକ୍ସପରିମେଣ୍ଟ ଦ୍ୱାରା ଏହାକୁ ଭୁଲ ସାବ୍ୟସ୍ତ କରାଗଲା।

1942 ମସିହାର ଲିଓନାର୍ଡୋ ଡ଼ା ଭିନ୍ସିଙ୍କ ଫେମସ ପେଣ୍ଟିଂରେ ଦେଖାଯାଇଥିଲା କି, ମହିଳାଙ୍କ ଗୁ-ପ୍ତାଙ୍ଗ ଏକ ସିଧା ସିଲଣ୍ଡର ଆକୃତିର ଅଟେ କିନ୍ତୁ 1994 ଓ 99 ମସିହାରେ ହୋଇଥିବା ପ୍ରୟୋଗରେ ଏହା ସମ୍ପୂର୍ଣ୍ଣ ଭାବରେ ଲୋକଙ୍କ ଧାରଣାକୁ ବଦଳାଇ ଦେଇଥିଲା।

odia sambada
Comments (0)
Add Comment