ରାତି ଅଧରେ ଏଭଳି ପୋଷ୍ଟ କାହିଁକି କଲେ ସାଂସଦ ଅନୁଭବ ?

ଆପଣ ମାନଙ୍କ ପ୍ରିୟ ଅଭିନେତା ଅନୁଭବ ମହାନ୍ତି ଏବେ ପର୍ଯ୍ୟନ୍ତ ଛା-ଡ଼ପ-ତ୍ର ବି-ବାଦ ରୁ ବହାରିପାରୁନାହାନ୍ତି। ସ୍ତ୍ରୀ ବର୍ଷାଙ୍କ ସହିତ ତାଙ୍କ ସମ୍ପ-ର୍କରେ ଫାଟ ସୃଷ୍ଟି ହୋଇଛି ଯାହା ଏ ପର୍ଯ୍ୟନ୍ତ ସମାଧାନ ହୋଇପାରୁନାହିଁ। କିଏ କାହାକୁ ସମର୍ଥନ କରିବା ଦୂରର କଥା ,ସର୍ବଦା ଜଣେ ଅନ୍ୟ ଜଣକୁ ବିବା-ଦରେ ପକାଇବ ପାଇଁ ସର୍ବଦା ତତ୍ପର ରହିଛନ୍ତି ଏବଂ ଯେ କୌଣସି ପ୍ରକ୍ରିୟାରେ ଅପ-ମାନ କରିବାକୁ ପ୍ରୟାସ କରୁଛନ୍ତି

ଅନୁଭବ ଓ ବର୍ଷାଙ୍କ ବି-ବାଦ ଦିନକୁ ଦିନ ଆହୁରି ସଂଘିନ ହେବାରେ ଲାଗିଛି ତାହା ଆଉ କାହା ସହ ଏ ପର୍ଯ୍ୟନ୍ତ ହୋଇନାହିଁ। ଅଭିନୟ ଅପେକ୍ଷା ସେମାନଙ୍କ ବି-ବାଦ ଏବେ ଭାରି ଚର୍ଚ୍ଚାରେ। ଅନୁଭବ ବିଜେଡି ତରଫରୁ ବିଧାୟକ ଥିଲେ ଏବଂ ସେ ଅନେକ ସମୟ ପ୍ରଚାର କାର୍ଯ୍ୟରେ ଯାଉଥିଲେ କିନ୍ତୁ ଏବେ ତାଙ୍କୁ ପ୍ରଚାର କରିବା ତାଲିକାରେ ମଧ୍ୟ ନାମ ରଖାଯାଇ ନାହିଁ।

ଏମିତି ଲାଗୁଛି କି ତାଙ୍କର ରାଜନୀତିରେ ପାର୍ଟି ତରଫରୁ ତାଙ୍କ ଉପରୁ ଆଶା ଉଥିଯାଇଛି ଏବଂ ଅନ୍ୟ ବିଧାୟକ ମଧ୍ୟ ତାଙ୍କୁ ସମର୍ଥନ କରୁନାହାନ୍ତି । କିନ୍ତୁ ଏବେ ବର୍ଷାଙ୍କୁ ଦେଖିବାକୁ ମିଳୁଛି ବିଜେଡି ଦଳ ତରଫରୁ କିଛି ଅଞ୍ଚଳରେ ପ୍ରଚାର କାର୍ଯ୍ୟରେ ଯୋଗ ଦେଉଥିବା ର ସେଥିପାଇଁ କୁହାଯାଉଛି ଯେ ଏବେ ବିଜେଡି ଅନୁଭବ ଙ୍କୁ ଛାଡି ବର୍ଷା ଙ୍କୁ ଦଳରେ ଯୋଗ କଲାଣି ।

ବାବୁ ଅନୁଭବ ଯେତେବେଳେ ବିଜେଡି ତରଫରୁ ପ୍ରଚାର କାର୍ଯ୍ୟରେ ଯୋଗଦେଇଥିଲେ ସେତେବେଳେ ପ୍ରତିଦ୍ୱନ୍ଦୀ ଜୟ ପଣ୍ଡାଙ୍କୁ ଅପ-ମାନିତ କରି ଭାରି ଆନନ୍ଦ ପାଉଥିଲେ । ଏବେ ତାଙ୍କ ସ୍ତ୍ରୀ ବର୍ଷା ରାସ୍ତାଘାଟରେ ତାଙ୍କୁ ନି-ର୍ଧୂମ ଅପ-ମାନିତ କରୁଛନ୍ତି । ସମୟ ପାଇଲେ ସେ ଅପ-ମାନିତ କରିବାର କୌଣସି ସୁଯୋଗକୁ ହାତଛଡ଼ା କରୁନାହାଁନ୍ତି।

କିନ୍ତୁ ଏବେ ସାମାଜିକ ଗଣମାଧ୍ୟମରେ ଅନୁଭବଙ୍କ ଗୋଟିଏ ଲେଖାକୁ ନେଇ ଭାରି ଚର୍ଚ୍ଚା ଧରିଛି । ସମସ୍ତେ ପ୍ରଶ୍ନ କରୁଛନ୍ତି ସୌମ୍ୟ ବାବୁ କିଏ ? ଦେଖନ୍ତୁ କ’ଣ ଲେଖଛନ୍ତି ଅନୁଭବ । ‘ପ୍ରିୟ ସୌମ୍ୟ… ତୁମେ ତାଙ୍କୁ ବାହା ହେବ କି ? କଥା ଦେଉଛି, ସବୁ ଖର୍ଚ୍ଚ ମୁଁ ବହନ କରିବି । ତା’ପରକୁ ସେ ଲେଖନ୍ତି ଯେ ସୌମ୍ୟ କିଏ ଜାଣିଥିଲେ ଜଣେଇବେ ।

ଏହିଠାରୁ ଜଣାପଡିନାହିଁ କି ବାସ୍ତବରେ ଅନୁଭବ ସୌମ୍ୟ ଭଳି ଜଣକୁ ନିଜେ ତିଆରି କରିଛନ୍ତି କି ସତରେ ସୌମ୍ୟ ଙ୍କ ସହ ବର୍ଷାଙ୍କ ସ-ମ୍ପର୍କ ରହିଛି।ଅନୁଭବ ବିଜେଡି ଦଳ ତରଫରୁ ରାଜ୍ୟସଭା ଓ ଲୋକସଭାର ସଦସ୍ୟ ଭାବରେ ରହିସାରିଛନ୍ତି। ପ୍ରଥମେ ସିଏ ସୌମ୍ୟଙ୍କୁ ସମ୍ବୋଧନ କରି ବାହା ହବ କି ବୋଲି ପଚାରିଲେ ।

ମିଡିଆ ଆଗରେ କହିଥିଲେ ଯେ ସୌମ୍ୟ କିଏ ଜାଣିଲେ ଜଣେଇବେ । ଆମେ ଜଣେଇବୁ ଯେ ପ୍ରଥମେ ଅନୁଭବ କୁହନ୍ତି କି ସେ କେଉଁ ସୌମ୍ୟଙ୍କ ବାହାଘର ଖର୍ଚ୍ଚ ବହନ କରିବା କଥା ସିଏ କହୁଥିଲେ ।

ଅନୁଭବ ବାରମ୍ବାର ସୌମ୍ୟ ଙ୍କ ନାମ ନେଉଥିବା ବେଳେ ସେହି ବ୍ୟକ୍ତି ସୌମ୍ୟ କିଏ ତାହା କାହାକୁ ଜନଉ ନାହାନ୍ତି ଏବଂ ସେ ବର୍ଷଙ୍କୁ ବାହା ହେବା ପାଇଁ ଶୁଭେଚ୍ଛା ଜଣାଇବା ସହ ସୌମ୍ୟଙ୍କ ବାହାଘରର ସବୁ ଖର୍ଚ୍ଚ ଅନୁଭବ ବହନ କରିବେ ବୋଲି କଥା ଦେଇଛନ୍ତି । ବିନା ଖର୍ଚ୍ଚରେ ଯଦି ବାହାଘର ହେଇପାରୁଚି ତେବେ ଏହା ହେଉ କିନ୍ତୁ ସୌମ୍ୟ କିଏ ତାହା ସମସ୍ତଙ୍କ ଆଗକୁ ଆସୁ।

ଲୋକମାନେ ଜାଣନ୍ତୁ କି ଏହା ସତ ନ ମିଛ,ବର୍ଷ କଣ ସତରେ ସୌମ୍ୟ ନାମକ ବ୍ୟକ୍ତିଙ୍କୁ କଣ ବିବାହ କରିବେ ନା ଏହା ଅନୁଭବ ଙ୍କ ର ବର୍ଷାଙ୍କ ପ୍ରତି ଏକ ଷ-ଡ଼ଯ-ନ୍ତ୍ର ଯାହାଦ୍ଵାରା ସେ ତାଙ୍କୁ ସମସ୍ତଙ୍କ ଆଗରେ ଅପମାନିତ କରିବାର ସୁଯୋଗ ଖୋଜୁଛନ୍ତି।

odia sambada
Comments (0)
Add Comment