ପ୍ରେମ ବିବାହର 6 ମାସ ପରେ ସ୍ତ୍ରୀ ପାଖରୁ ସ୍ୱାମୀର ମନ ଭରିଗଲା, ଏବେ ଶାଳୀକୁ ନେଇ ଫେ-ରାର

ଭାରତରେ ଲଭ ମ୍ୟାରେଜ କରିବା ଏକ ବହୁତ ବଡ଼ ଟାସ୍କ ଅଟେ। ଏଥିପାଇଁ ଘରବାଲା ବହୁତ ସହଜରେ ମାନନ୍ତି ନାହିଁ। ଆପଣଙ୍କୁ ଏଥିରେ ବହୁତ ପାମ୍ପଡ଼ ବେଲିବାକୁ ପଡ଼ିଥାଏ।

ଯେତେବେଳେ ଏହି ଲଭ ମ୍ୟାରେଜ ହୋଇଯାଏ ସେତେବେଳେ କପଲ ଖୁସିରେ ନିଜ ଜୀବନ ଅତିବାହିତ କରନ୍ତି। ଉତ୍ତର ପ୍ରଦେଶର ସାକିନା ସହିତ ମଧ୍ୟ ଏମିତି କିଛି ହୋଇଥିଲା। ସାକିନା ନିଜ ପଡ଼ୋଶୀ ଶାହରୁଖ ସହିତ ପ୍ରେମ କରି ବସିଲା, ଉଭୟଙ୍କ ପ୍ରେମ ଏତେ ବଢ଼ିଗଲା ଯେ, ସେମାନେ ପରସ୍ପରକୁ ବିବାହ କଲେ।

ଶାଳୀକୁ ନେଇ ଫେ-ରାର ହେଲା ଭିଣୋଇ:-

ଉଭୟଙ୍କ ପ୍ରେମ ସାମ୍ନାରେ ପରିବାର ଲୋକ ମୁଣ୍ଡ ନୁଆଇଁଲେ ଓ ସେମାନଙ୍କର ବିବାହ କରାଇଦେଲେ। ଏଥିରେ ସାକିନା ନିଜ ବୈବାହିକ ଜୀବନକୁ ନେଇ ବହୁତ ଖୁସି ଥିଲା ମାତ୍ର ଏହି ଖୁସି ଆଉ ବେଶୀ ଦିନ ତିଷ୍ଠି ପାରିନଥିଲା। ବିବାହର 6 ମାସପରେ ଶାହରୁଖ ସାକିନାର ସାନ ଭଉଣୀ ଆୟଶାକୁ ନେଇ ଫେ-ରାର ହୋଇଗଲା। ସ୍ୱାମୀର ଏଭଳି ହରକତ ଦେଖି ସାକିନା ବହୁତ ରା-ଗିଗଲେ।

ବିବାହ ପରେ ଶାହରୁଖ ପ୍ରାୟତଃ ନିଜ ଶଶୁର ଘରକୁ ଯିବାଆସିବା କରିବା ଜାରି ରଖିଲା ଓ ଏହି ଯିବାଆସିବା ସମୟରେ ସେ ନିଜ ଶାଳୀ ସହ କଥାବାର୍ତ୍ତା ବଢାଇଥିଲା ଓ ଶାଳୀ ପ୍ରେମରେ ପଡ଼ିଗଲା ଓ ଶାଳୀ ମଧ୍ୟ ନିଜ ଭିଣୋଇ ପ୍ରେମରେ ପଡ଼ିଗଲା।

ଏହାପରେ ଉଭୟ ପ୍ଲାନ କରି କେଉଁଆଡ଼େ ଫେ-ରାର ହୋଇଗଲେ। ସେମାନଙ୍କ ଫେ-ରାର ହେବାପରେ ଚାରିଆଡ଼େ ହଇଚଇ ମଚିଗଲା ଓ ପଞ୍ଚାୟତ ଫଇସଲା ମଧ୍ୟ ବସିଲା। ଏହାପରେ ସେମାନଙ୍କୁ ଖୋଜି ବାହାର କରାଗଲା।

ପଞ୍ଚାୟତ ଫଇସଲାରେ ନାରାଜ ହେଲେ ସାକିନା:-

ପଞ୍ଚାୟତ ବସିବାପରେ ଉଭୟ ଶାଳୀ ଓ ଭିଣୋଇ ଏକାଠି ରହିବାକୁ ଜିଦ ଧରି ବସିଲେ ଓ ଏହାପରେ ପଞ୍ଚାୟତ ସେମାନଙ୍କ ଜିଦ ରେ ନିଷ୍ପତ୍ତି ନେଲେ ଯେ, ସାକିନା ଆଉ ଶାହରୁଖର ଛା-ଡ଼ପ-ତ୍ର ହେବ ଓ ଆୟଶା ସହିତ ଶାହରୁଖର ବିବାହ କରାଯିବ। ଏହି ନିଷ୍ପତ୍ତିରେ ସାକିନା ନାରାଜ ହୋଇଯାଇ ଘର ଛାଡ଼ିଦେଲେ ଓ ନିଜ ସାଙ୍ଗ ଘରକୁ ଚାଲିଗଲେ।

ବର୍ତ୍ତମାନ ପରିବାର ଲୋକେ ସାକିନାକୁ ମନାଇବା ପାଇଁ ଚେଷ୍ଟା କରୁଛନ୍ତି ତ ସତ କିନ୍ତୁ ସାକିନା ମାନିବାକୁ ନାରାଜ କାରଣ ସାକିନାଙ୍କ କ୍ରୋ-ଧ ଏହାକି ଯେ, ସ୍ୱାମୀ ସହ ତାଙ୍କ ନିଜ ଭଉଣୀ ମଧ୍ୟ ତାଙ୍କୁ ଧୋଖା ଦେଲା ଆଉ ତାଙ୍କ ସୁଖୀ ସଂସାର ଭାଙ୍ଗିଗଲା।

odia sambada
Comments (0)
Add Comment