ବାପାଙ୍କ ଫ୍ରେଣ୍ଡ ସହ ମାଆ ବନାଉଥିଲା ଶାରି-ରୀକ ସ-ମ୍ଵନ୍ଧ,ଆଉ ଆପ-ତ୍ତିଜନକ ଅବସ୍ଥାରେ ଏହାକୁ ଝିଅ ଦେଖିବା ପରେ ଝିଅର ଅବସ୍ଥା ଏମିତି କଲେ ଯେ ଆପଣ ବିଶ୍ୱାସ କରି ପାରିବେନି

ପଶ୍ଚିମ ଚମ୍ପାରଣ ଅଞ୍ଚଳରୁ ଯେଉଁ ଖବର ବର୍ତ୍ତମାନ ସାମ୍ନାକୁ ଆସୁଛି ତାକୁ ଶୁଣିବା ମାତ୍ରକେ ଯେକେହିବି ହଇ-ରାଣ ହୋଇଯାଉଛି। ପୋ-ଲିସ ଆରୋ-ପୀକୁ ଗି-ରଫ କରିସାରିଛି ଓ ଏହି ଆରୋ-ପୀ ଯେଉଁ କଥା କହିଲା ଆପଣ ଶୁଣିଲେ ମୁଣ୍ଡରେ ହାତ ଦେଇଦେବେ।

ଆରୋ-ପୀର କହିବାହେଲା, ନାବାଳିକା ଝିଅର ମାଆଙ୍କ ସହିତ ତା’ର ଦୀର୍ଘ ଦଶବର୍ଷ ଧରି ଅବୈଧ ସ-ମ୍ଵନ୍ଧ ଥିଲା ଯାହାପାଇଁ ସେ ନିତିଦିନ ତାଙ୍କ ଘରକୁ ମଧ୍ୟ ଯାଉଥିଲା।

ଘଟ-ଣାର କିଛିଦିନ ପୂର୍ବରୁ ଯେତେବେଳେ ମୁଁ ଝିଅର ମାଆ ସହିତ ଶାରି-ରୀକ ସ-ମ୍ଵନ୍ଧ ବନାଉଥିଲି ସେତେବେଳେ ଝିଅ ସବୁକିଛି ଦେଖିଦେଲା। କେହି ଯେମିତି ନଜାଣିବେ ସେଥିପାଇଁ ମୁଁ ଝିଅକୁ ଏକ କ୍ଷେତକୁ ଡ଼ାକିନେଇ ତା’ ସହ ଶାରି-ରୀକ ସ-ମ୍ଵନ୍ଧ ରଖିଲି ଓ ଏହାପରେ ଝିଅଟି ଯେମିତି କହିଲା ସବୁକଥା କହିଦେବ ବୋଲି ଏଥିରେ ମୁଁ ତା ତ-ଣ୍ଟି ଚି-ପି ନଦୀ ପାଖରେ ପୋତିଦେଇ ଆସିଲି।

ଏହି ସୂଚନା ବଗହା ଏସ୍ଡିପିଓ କୈଳାଶ ପ୍ରସାଦ ପଟଖୋଉଲି ଓପି ଏକ ସମ୍ବାଦ ପତ୍ରରେ ବତାଇଲେ, ଆରୋ-ପୀ ଜିତେନ୍ଦ୍ର ଯାଦବ ସ୍ଵୀକାର କଲା ଯେ ସେ ଝିଅକୁ ତଣ୍ଟି ଚି-ପି ହ-ତ୍ୟା କରିଥିଲା।

ଝିଅଟିର ସ୍ବଜନ କହିଲେ ଏମିତି କଥା:-

ପୋ-ଲିସ କହିଲା ଯେ, ଯେତେବେଳେ ଝିଅର ଶ-ବ ନଦୀ କୂଳରୁ ମିଳିଲା ସେତେବେଳେ ପରିଜନ ଏହି ଶ-ବକୁ ଅନ୍ତିମ ସଂ-ସ୍କାର ଦେବାପାଇଁ ମନାକଲେ କାରଣ ପରିଜନ ଚାହୁଁଥିଲେ ଆରୋ-ପୀକୁ ପ୍ରଥମେ ଗି-ରଫ କରାଯାଉ ଓ ଏହାପରେ ସେମାନେ ଝିଅର ଶ-ବକୁ ଅନ୍ତିମ ସଂ-ସ୍କାର କରାଇବେ।

ଡ଼ିସେମ୍ବର 15 ତାରିଖରେ ଝିଅ ଗି-ରଫ ହୋଇଥିଲା ଓ ଡ଼ିସେମ୍ବର 16 ତାରିଖରେ ଝିଅର ପତା ନମିଳିବାରୁ ଝିଅର ମାଆ ପୋ-ଲିସ ଥା-ନା ପହଞ୍ଚିଥିଲେ କିନ୍ତୁ ସେଠାରୁ ତାଙ୍କୁ ବିଦା କରାଯାଇଥିଲା କିନ୍ତୁ ପରିଜନ ମାନେ ଏସ୍ଡିପିଓଙ୍କୁ ଅନୁରୋଧ କରିବାପରେ ପୋ-ଲିସ ଯାଞ୍ଚ ଆରମ୍ଭ କରିଥିଲା ଓ ଆ-ରୋପୀ ଜିତେନ୍ଦ୍ର ଯାଦବକୁ ଗି-ରଫ କରିଥିଲା।

ପୋ-ଲିସର କହିବାହେଲା ଛାତ୍ରୀର ମାଆ ସହିତ ଜିତେନ୍ଦ୍ରର ଅବୈଧ ସ-ମ୍ଵନ୍ଧ ଥିଲା। ଏହି ବିଷୟରେ ଖୁଲାସା ହୋଇଯିବ ବୋଲି ଭାବି ଜିତେନ୍ଦ୍ର ଝିଅଟିର ହ-ତ୍ୟା କଲ। ପୋ-ଲିସ ବର୍ତ୍ତମାନ ପ୍ରଶ୍ନ ଘେରରେ ଛନ୍ଦି ହୋଇଯାଇଛି।

ପୋଲି-ସକୁ ପଚରାଯାଉଥିବା ପ୍ରଶ୍ନ ଗୁଡ଼ିକ ହେଲା, ଯଦି ଝିଅଟିର ମାଆ ଜିତେନ୍ଦ୍ର ସହିତ ଅବୈଧ ସମ୍ପ-ର୍କ ରଖୁଥିଲା ତାହେଲେ ସେ ଜିତେନ୍ଦ୍ର ବିରୁ-ଦ୍ଧରେ ଅଭି-ଯୋଗ କାହିଁକି ଆଣିଲା? ଦ୍ଵିତୀୟରେ କୁହାଯାଉଛି ଯଦି ଜିତେନ୍ଦ୍ର ଝିଅ ସହିତ ଶାରି-ରୀକ ସ-ମ୍ଵନ୍ଧ ରଖିଥିଲା ତାହେଲେ ସେ ମା-ରିଲା କାହିଁକି? ଏହିସବୁ ପ୍ରଶ୍ନ ଘେର ମଧ୍ୟରେ ପୋ-ଲିସ ବର୍ତ୍ତମାନ ଫସି ରହିଛି।

କଣ ଥିଲା ସେଦିନର ମାମ-ଲା:-

ପରିଜନ ଲୋକେ ଝିଅକୁ ନପାଇବାରୁ ହ-ତ୍ୟା ହୋଇଛି ବୋଲି ଆଶଙ୍କା କରିସାରିଥିଲେ। ନଦୀ କୂଳରେ ଆରୋ-ପୀ ଝିଅକୁ ପୋତିଦେଇ ତା’ଉପରେ କଣ୍ଟା ପକାଇ ଦେଇଥିଲା ଓ ଗଛ ଲଗାଇ ଦେଇଥିଲା ଯାହାଦ୍ୱାରା ଯେମିତି କାହାରିକୁ ସ-ନ୍ଦେହ ନହୁଏ।

ପୋ-ଲିସ ସହିତ ଗ୍ରାମଲୋକେ ଝିଅକୁ ଖୋଜିବାକୁ ଯାଇଥିବା ବେଳେ ନଦୀ କୂଳରୁ ଝିଅର ଶ-ବ ମିଳିଥିଲା ଓ ଗହମ କ୍ଷେତରୁ ଝିଅର ଚପଲ ମିଳିଥିଲା। ଝିଅକୁ ଦେଖି ସମସ୍ତେ ଦୁଃ-ଖିତ ହୋଇଗଲେ ଓ ଝିଅର ଗୋଟିଏ ଆଖି ମଧ୍ୟ ନ-ଷ୍ଟ କରାଯାଇଥିଲା।

ଏହାପରେ କ୍ରୋ-ଧିତ ଲୋକେ ବଗହା-ସେମାରା ମାର୍ଗର ହିରୌତି ଛକକୁ ଅବରୋଧ କଲେ। ତାଙ୍କର କହିବାହେଲା ଡ଼ିସେମ୍ବର 15 ତାରିଖରେ ଗାଁ ର ଜିତେନ୍ଦ୍ର ଯାଦବ ଗହମ ପତ୍ର ଆଣିବାପାଇଁ ଝିଅକୁ ନିଜ ସହିତ ନଦୀକୁ ନେଇଗଲା ଓ ଏଠାରେ ଝିଅର ହ-ତ୍ୟା କରି ତାର ରେ-ପ ମଧ୍ୟ କରିଥିଲା।

odia sambada
Comments (0)
Add Comment