ବଢ଼ିଲା ଟେନସନ! ଏହି ଜିନିଷ ଖାଆନ୍ତୁ ଓ କରୋନାକୁ ତୁରନ୍ତ ଦୂର କରନ୍ତୁ:-

2021 ମସିହାର କ୍ରିସମାସ ଓ ନୂଆବର୍ଷ ସମୟରେ କରୋନା ତାଣ୍ଡବ ରଚୁଥିଲା। ବର୍ତ୍ତମାନ 2022 ମସିହାରେ କରୋନା ପୁଣିଥରେ ମୁଣ୍ଡଟେକି ଛିଡ଼ା ହୋଇଛି।

ଭାରତରେ ମଧ୍ୟ ଏହା ମୋଦି ସରକାରଙ୍କ ଚିନ୍ତା ବଢାଇଛି ଓ ମାସ୍କ ପିନ୍ଧିବା ନେଇ ଲୋକମାନେ ପୁଣି ସଜାଗ ହୋଇଛନ୍ତି। କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ସୂଚନା ଦେଇ କହିଛନ୍ତି ଯେ, ବର୍ତ୍ତମାନ କୋଭିଡ଼-19 ସମାପ୍ତ ହୋଇନାହିଁ।

ଏହି ଜିନିଷ ନିହାତି ରୂପରେ କରନ୍ତୁ:-

ଭିଡ଼ ସ୍ଥାନ ମାନଙ୍କରେ ମାସ୍କ ପିନ୍ଧନ୍ତୁ, ବୃଦ୍ଧ ଲୋକମାନେ ବୁଷ୍ଟର ଡୋଜ ନେବା ଉଚିତ। ରୋଗାଗ୍ରସ୍ତ ଥିବା ଲୋକଙ୍କୁ ମଧ୍ୟ ବୁଷ୍ଟର ଡୋଜ ନେବା ଉଚିତ। ବିଦ୍ୟାଳୟ, ବିଶ୍ୱ ବିଦ୍ୟାଳୟ ଓ କଲେଜ ଆଦି ସ୍ଥାନ ମାନଙ୍କୁ ସତର୍କ ସୂଚନା ଦିଆଯାଇଛି।

କରୋନାରୁ ଆପଣଙ୍କୁ ଏହି ଖାଦ୍ୟ ପଦାର୍ଥ ରକ୍ଷା କରିବେ:-

– ଭିଟାମିନ ସି ଆମ ଇମ୍ୟୁନ ସିଷ୍ଟମକୁ ବୁଷ୍ଟ କରିଥାଏ।

– ଏଥିପାଇଁ ଅଁଳା, କମଳା, ଲେମ୍ବୁ, ସବୁଜ ପନିପରିବା, ତାଜା ଫଳ ଖାଆନ୍ତୁ।

– କାଜୁ, ବାଦାମ, ଆଲମଣ୍ଡ ଭଳି ଭିଟାମିନ ଜିନିଷ ଖାଆନ୍ତୁ।

– ଦହି, ଛାଞ୍ଚ, ଇଡ଼ଲି, ଦୋଷା ଭଳି ଖାଦ୍ୟ ଖାଆନ୍ତୁ।

– ପ୍ରତିଦିନ ଗୋଟିଏ ଗ୍ଲାସ ହଳଦୀ କ୍ଷୀର ପିଅନ୍ତୁ।

– ଚା’, କଫି ବଦଳରେ ହର୍ବାଲ କଫି ପିଅନ୍ତୁ।

– ଡାଇଟ ରେ ରସୁଣ, କଳା ମରିଚ ଓ ଜୀରା ସାମିଲ କରନ୍ତୁ।

– ହର୍ବାଲ ଓ ଘରୋଇ ଉପଚାର ନିଅନ୍ତୁ।

ଏହିସବୁ ଜିନିଷ କରିବା ବହୁତ ସହଜ ଅଟେ। ଯଦି ଆପଣଙ୍କ ଇମ୍ୟୁନିଟି ଦୁର୍ବଳ ଅଟେ ତାହେଲେ ଆପଣ କୌଣସିବି ରୋଗରେ ପୀଡ଼ିତ ହୋଇଥାନ୍ତି। ସେଥିପାଇଁ ଆଜିଠାରୁ ଆପଣ ଏହି ଜିନିଷର ସେବନ କରିବା ଆରମ୍ଭ କରିଦିଅନ୍ତୁ।

odia sambada
Comments (0)
Add Comment