ମୋ ଶରୀରକୁ ଝୁଣି ଝୁଣୀ ଖାଇ ସାରିବା ପରେ ବି, ମନ ଭରିଲାନି ମୋ ଆଖିକୁ ତାଡ଼ି ଦେଇ ଫିଙ୍ଗି ଦେଲ।

ଦିନକୁ ଦିନ ମଣିଷ ନିଜର ଆତ୍ମ ସମ୍ମାନ ଆଉ ଇଯତକୁ ହରାଇବାରେ ଲାଗିଛି, ଦୁନିଆ ଯେତେ ଯେତେ ଆଗକୁ ଯାଉଛି ମଣିଷର ମଣିଷ ପାଣିଆ ସେତେ ତଳକୁ ଖସିଚାଲିଛି, ଦିନକୁ ଦିନ ନିଜ ସଭ୍ୟତା,ସଂସ୍କୃତି କୁ ଭୁଲି ଯାଇ ଅମାନବିକତା କାମ କରିବାରେ ଲାଗିପଡିଛନ୍ତି, ଆଜିକାଲି ଏହି ଦୁନିଆ ରେ ବଢ଼ିଚାଲିଛି ମାନବିକତା ଦିନ କୁ ଦିନ ଘଟି ଚାଲିଛି ଅନେକ ଘ-ଟଣା ଯାହା ମଣିଷ ସମାଜକୁ ଦୋହଲାଇ ଦଉଛି।

ଆଜିକାଲିକାର ଏହି ମଳିନ ଦୁନିଆ ରେ ଚାଲିବା ବହୁତ୍ କ-ଷ୍ଟ କାର ହଇ ଗଲାଣି । ସରକାର ବହୁତ୍ ନିୟମ କରିବା ପରେ ମଧ୍ୟ ନାରୀ ମାନଙ୍କ ଉପରୁ କାହାରି ଖରାପ ନଜର ହଟିବ ନାହିଁ।

ନାରୀକୁ ନେଇ ଗୋଟେ ପିଲା ଖେଳ ଖେଳିଲା ଭଳିଆ ଖେଳି ଚାଲିଛନ୍ତି।ସବୁ ବେଳେ ନାରୀ ଦୁର୍ନୀତି ,ନାରୀ ଧ-ର୍ଷଣ ,ନାରୀ ଅତ୍ୟା-ଚାର ଏମିତି ବହୁତ୍ କିଛି ଲାଗି ରହିଛି ।ଏହି ସବୁ ଘଟ-ଣାରୁ ମଣିଷର କ୍ରୁର,ନିଷ୍ଠୁରର ପରିଚୟ ଦେଇଛି।

ମୋ ଶରୀର ଝୁଣି ଝୁଣୀ ଖାଇ ସାରିବା ପରେ ବି, ମନ ଭରିଲାନି ମୋ ଆଖିକୁ ତାଡ଼ି ଦେଇ ଫିଙ୍ଗି ଦେଲ। ମୁଁ ୧୩ ବର୍ଷୀୟ ଗଣ ଦୁ-ଷ୍କର୍ମ ପୀ-ଡ଼ିତା କହୁଛି।୨୦୨୨ ମସିହା ଡ଼ିସେମ୍ବର ୧୫ ତାରିଖ ରେ ନର ପି-ଶାଚ ମାନେ ମୋତେ ଦୁ-ଷ୍କର୍ମ କରିଥଲେ।

ତା ପରେ ମୋତେ ଆଣି ନଦୀକୁ ଫିଙ୍ଗିଦେଲେ।ଏବେ ମୋ ପରିବାର ଲୋକଙ୍କୁ ତାଙ୍କ ଝିଅ କିଏ ଫେରାଇ ଦେବ,ଆଉ ମୋତେ କିଏ ନ୍ୟା-ୟ ଦେବ। ମୁଁ ଏବେ ନ୍ୟା-ୟ ମାଗୁଛି।

ତେବେ ଏମିତି କିଛି ଘ-ଟଣା ସାମ୍ନାକୁ ଆସିଚି, ବିହାର ପଶ୍ଚିମ ଚମ୍ପାରନ ଜିଲ୍ଲା ରୁ। ଜଣେ ୧୩ ବର୍ଷୀୟା ଯୁବତୀକୁ ପ୍ରଥମେ ଗଣ ଦୁ-ଷ୍କର୍ମ କରି ହ-ତ୍ୟା କରାଯାଇଛି। ଏମିତିକି ହତ୍ୟା କରିବା ପରେ ପୀଡ଼ିତା ର ଆଖି ମଧ୍ୟ ତାଡ଼ି ଦେଇଛନ୍ତି।

ପ୍ରମାଣ ନଷ୍ଟ କରିବାକୁ ଯାଇ ଦୂର୍ବୁତ ମାନେ ପୀଡ଼ି-ତାଙ୍କୁ ନଦୀକୁ ଫିଙ୍ଗି ଦେଇଛନ୍ତି।ତେବେ ଏହି ଘଟ-ଣାରେ ପୋ-ଲିସ୍ ୬ ଜଣଙ୍କ ବିରୁ-ଦ୍ଧରେ ମାମ-ଲା ରୁ-ଜୁ କରିଛି।ତେବେ ନିଜ ଝିଅର ନ୍ୟା-ୟ ଦାବିରେ ବାପା ମାଆ ଅଭି-ଯୋଗ କରିଛନ୍ତି। ତେବେ ଦେଖିବାକୁ ବାକି ରହିଲା ମୃ-ତ ଯୁବତୀ ଙ୍କୁ ନ୍ୟା-ୟ ମିଳୁଛି କି ନାହିଁ।

odia sambada
Comments (0)
Add Comment