ସାରା ରାତି ଘର ଭିତରେ ହେଉଥିଲା ପାର୍ଟି, ସକାଳୁ ସ୍ୱାମୀ ସହ ଏମିତି କାଣ୍ଡ କରି ବସିଲେ ପତ୍ନୀ:-

ଉତ୍ତର ପ୍ରଦେଶର ବାରାବାଙ୍କୀ ଜିଲ୍ଲାରୁ ଏକ ଅଦ୍ଭୁତ ଖବର ସାମ୍ନାକୁ ଆସିଛି। ଏଠାରେ ରହୁଥିବା ପତି ଓ ପତ୍ନୀ ନିଜ ଘର ଭିତରେ ବିଳମ୍ବିତ ରାତି ଯାଏଁ ନିଜ ବନ୍ଧୁଙ୍କ ସହିତ ପାର୍ଟି କଲେ।

ଏହି ସମୟରେ ପତି ଓ ପତ୍ନୀଙ୍କ ମଧ୍ୟରେ କୌଣସି ଏକ କାରଣରୁ ବି-ବାଦ ବଢ଼ିଲା ଓ ଏହାପରେ ପତ୍ନୀ ଏକ ବଡ଼ ପଦକ୍ଷେପ ଉଠାଇଥିଲେ, ସେ ନିଜ ସ୍ୱାମୀଙ୍କୁ ଏକ ଧାରୁଆ ଅ-ସ୍ତ୍ରରେ ଆକ୍ର-ମଣ କରି ମା-ରିଦେଇଥିଲେ। ଜଣାପଡୁଛି ବ୍ୟକ୍ତିଙ୍କ ପତ୍ନୀ ନିଜ ଦିଅର ସହିତ ସ-ମ୍ଵନ୍ଧ ରଖିଥିଲେ। ବର୍ତ୍ତମାନ ପୋ-ଲିସ ଆ-ରୋପୀ ପତ୍ନୀ ଓ ପରିବାର ଲୋକଙ୍କୁ ପଚ-ରାଉ-ଚରା କରୁଛି।

ଏହି ଘଟଣା ବାରାବାଙ୍କୀ ଜିଲ୍ଳା କୋଠି ଥା-ନା ଅନ୍ତର୍ଗତ ପିରପୁର ଗ୍ରାମରେ ଦେଖିବାକୁ ମିଳିଥିଲା। ଏଠାରର ନିବାସୀ ବିନୟ ରାଜ ଓ ତାଙ୍କ ପତ୍ନୀ ରାଧା ସମ୍ପର୍କୀୟ ଲୋକଙ୍କ ସହିତ ମିଶି ଶନିବାର ବିଳମ୍ବିତ ରାତି ପର୍ଯ୍ୟନ୍ତ ପାର୍ଟି କରୁଥିଲେ।

ଏହି ପାର୍ଟିରେ ସେମାନେ ଧୂମ ମ-ଦ୍ୟପା-ନ କଲେ କିନ୍ତୁ କୌଣସି କାରଣରୁ ପତି ପତ୍ନୀଙ୍କ ମଧ୍ୟରେ ତୁତୁ ମେମେ ହୋଇଥିଲା। ପାର୍ଟି ସରିବା ପରେ ସମସ୍ତେ ଘରକୁ ଗଲେ କିନ୍ତୁ ପତ୍ନୀ ଏତେ ରା-ଗି ଯାଇଥିଲେ ଯେ, ସେ ନିଜ ସ୍ୱାମୀକୁ ଧାରୁଆ ଅ-ସ୍ତ୍ରରେ ଆକ୍ର-ମଣ କରି ମା-ରିଦେଲେ ଓ ଏହି କଥାକୁ ସେ ଚିଲାଇ ଚିଲାଇ ଗାଁ ଲୋକଙ୍କୁ ମଧ୍ୟ ଜଣାଇଥିଲେ।

ମୃ-ତକ ବିନୟରାଜ ଲକ୍ନୌ ଜିଲ୍ଲାରେ ଏକ ଟେଣ୍ଟ ହାଉସରେ କାମ କରୁଥିଲା ଓ ସେ ଶୁକ୍ରବାର ଦିନ ରାତିରେ ନିଜ ଘରକୁ ଫେରିଥିଲା। ଶୁଣିବାକୁ ମିଳିଲା ମୃତ-କର ପତ୍ନୀ ନିଜ ଦିଅର ସହିତ ସମ୍ପ-ର୍କ ରଖିଥିଲା। ମୃତ-କର ବିବାହ ପାଖାପାଖି 10 ବର୍ଷ ପୂର୍ବେ ଆ-ରୋପୀ ରାଧା ସହିତ ହୋଇଥିଲା।

ଉଭୟଙ୍କର ଦୁଇଟି ପିଲା ନିଲମ ଓ ଶିବମ ଥିଲେ। ସେହିପରି ଏଠାରେ ମୃ-ତ୍ୟୁ ଖବର ଶୁଣି ପୋଲିସ ଆସି ପହଁଚିଲା। ପୋଲିସ ସେଠାକୁ କୁକୁର ଓ ଫରେନ୍ସିକ ଟିମ ଆଣି ପହଞ୍ଚିଲା ଏବଂ ଆ-ରୋପୀ ରାଧାଙ୍କୁ ଗି-ରଫ କରିନେଲା।

ପୋଲିସକୁ ମୃତକଙ୍କ ମାଆ କାନ୍ତି ଦେବୀ କହିଥିଲେ, ସକାଳୁ ତାଙ୍କ ବୋହୂର ଚିତ୍କାର ଶୁଣି ସେ ବାହାରକୁ ଚାଲିଆସିଲେ ଓ ଦେଖନ୍ତି ତ ତାଙ୍କ ପୁଅର ରକ୍ତ ଭରା ଶରୀର ତଳେ ପଡ଼ିଛି। ଏହାପରେ ଗାଁ ଲୋକେ ପୋଲିସକୁ ଖବର କଲେ ପୋଲିସ ଆସିବାପରେ ଘଟଣାର ତନାଘନା କରି ଆରୋପୀ ପତ୍ନୀଙ୍କୁ ଜେଲ ପଠାଇଦେଇଥିଲା।

odia sambada
Comments (0)
Add Comment