ପୁଣି ବାହା ହେଲେ କି ଅନୁଭବ ? ସୋସିଆଲ୍‌ ମିଡିଆରେ ଫଟୋ ଓ ଭିଡିଓ ଭାଇରାଲ୍‌

ଦର୍ଶକ ବନ୍ଧୁ ଆପଣ ମାନେ ଜାଣିଥିବେ ଯେ ବର୍ତ୍ତମାନ ସମୟ ରେ ଚଳଚ୍ଚିତ୍ର ଦୁନିଆ ସମସ୍ତ ଙ୍କ ପ୍ରିୟ ହୋଇ ପାରିଛି । ଏହି ଚଳଚ୍ଚିତ୍ର ଜଗତ ରେ ଥିବା ସମସ୍ତ ଲୋକ ପ୍ରିୟ ଅଭିନେତା ମାନ ଙ୍କୁ ବେଶ୍ ଭଲ ଭାବରେ ଜାଣିଥିବେ ।

ଏହି ଅଭିନେତା ମାନେ ନିଜ ଜବରଦସ୍ତ ଅଭିନୟ ପାଇଁ ବେଶ୍ ଲୋକ ପରିଚିତ । ଓଡ଼ିଆ ଇଣ୍ଡଷ୍ଟ୍ରି ର ଲୋକ ପ୍ରିୟ ଅଭିନେତା ମାନେ ସୋସିଆଲ ମିଡ଼ିଆ ରେ ବେଶ୍ ଚର୍ଚ୍ଚା ରେ ରୁହନ୍ତି ।ବର୍ତମାନ ସମୟରେ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ଅନେକ ପ୍ରକାରର ଖବର ଯାହା ଅଭିନେତା ଏବଂ ଅଭିନେତ୍ରୀଙ୍କ ବିଷୟରେ ଅନେକ ପରିମାଣରେ ଶୁଣିବାକୁ ମିଳୁଛି।

ଏବେ ଶୁଣିବାକୁ ମିଳୁଛି ଆପଣମାନଙ୍କ ପ୍ରିୟ ଅଭିନେତା ଏବଂ ସାଂସଦ ଅନୁଭବ ମହାନ୍ତି ଙ୍କ ବିଷୟରେ ଯାହା ବିଶ୍ୱାସ ହୋଇପାରୁନାହିଁ ।ସମସ୍ତେ ଜାଣିବାକୁ ଇଚ୍ଛା ପ୍ରକାଶ କରିଛନ୍ତି ଯେ ସତରେ କଣ ଅନୁଭବ ଆଉ ଥରେ ବିବାହ କରିବେ କି?

ବର୍ତ୍ତମାନ ସମୟ ରେ ଏକ ଦୃଶ୍ୟ ଦେଖିବାକୁ ମିଳୁଛି ଯେଉଁଥି ରେ ଅଭିନେତା ଅନୁଭବ ମହାନ୍ତି ବର୍ ବେଶ୍ ସାଜିଛନ୍ତି , ମୁଣ୍ଡ ରେ ଚନ୍ଦନ ମାରିବା ସହ ପଞ୍ଜାବୀ ପିନ୍ଧିଛନ୍ତି । ଶୁଣିବାକୁ ମିଳୁଛି ଅଭିନେତା ଅନୁଭବ କେଉଁ ଆଡେ ଦ୍ଵିତୀୟ ବିବାହ କରି ସାରିଛନ୍ତି ।

ଏହି ଖବର ଟି ବର୍ତ୍ତମାନ ସମୟ ରେ ସୋସିଆଲ ମିଡ଼ିଆ ରେ ବେଶ୍ ଚର୍ଚ୍ଚା ରେ ଅଛି ।ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶନୀଙ୍କ ସହ ବିବାହ ବିବାଦ ପରେ ଆଉ ଥରେ ବାହା ହେଲେ କି ଅଭିନେତା ଅନୁଭବ ମହାନ୍ତି ?

ଅନୁଭବଙ୍କର ଏକ ବର ବେଶ ଫଟୋକୁ ନେଇ ଏବେ ସୋସିଆଲ ମିଡିଆରେ ଏଭଳି ଚର୍ଚ୍ଚା ହେଉଛି।ଏହାକୁ ନେଇ ଫ୍ୟାନ ମାନଙ୍କ ମଧ୍ୟରେ ଏବେ ଆଲୋଚନା ଜୋର୍ ଧରିଛି।ଅନୁଭବ ବରବେଶରେ ଥିବା ବେଳେ ବୋହୂ ବେଶରେ ଜଣେ ଯୁବତୀଙ୍କୁ ଦେଖିବାକୁ ମିଳିଛି।

ତେବେ ସମସ୍ତେ ଜାଣିବାକୁ ଚାହୁଁଛନ୍ତି ଯେ ସେହି ଫଟୋରେ ବୋହୁ ବେଶରେ ବସିଥିବା ମହିଳା ଜଣକ କିଏ ଏବଂ ସତରେ କଣ ଅନୁଭବ ବାହା ହୋଇଛନ୍ତି ନା ବାହା ହେବାକୁ ଯାଉଛନ୍ତି।ଭାଇରାଲ୍‌ ଫଟୋ ଓ ଭିଡିଓରୁ ଏହା ଏକ ବିବାହ ଉତ୍ସବର ପରିବେଶ ଭଳି ମଧ୍ୟ ମନେ ହେଉଛି।

ଉତ୍ସବରେ ବହୁ ଲୋକଙ୍କୁ ଏକାଠି ହୋଇଥିବା ମଧ୍ୟ ଦେଖିବାକୁ ମିଳିଛି। ତେବେ ଏହା ପିଲ୍ମ ଶୁଟିଂ ସେଟ୍‌ର ବୋଲି ଚର୍ଚ୍ଚା ହେଉଛି। ଲୋକମାନେ କିଛି ବିଷୟରେ ଶୁଣିବା ମାତ୍ରେ ସେ କଥାକୁ ଅନେକ ପ୍ରକାରରେ ବର୍ଣ୍ଣନା କରିଥାନ୍ତି କିନ୍ତୁ ବାସ୍ତବରେ ତାହା ଭୁଲ ପ୍ରମାଣିତ ହୋଇଥାଏ।

odia sambada
Comments (0)
Add Comment