ପୁଣି ସାମ୍ନାକୁ ଆସିଲା ଆଉ ଏକ ଲୋ-ମଟା-ଙ୍କୁରା ଘ-ଟଣା, ବାପାକୁ ମା-ରି ଖଣ୍ଡ ଖଣ୍ଡ କରି କା-ଟିଦେଲା ପୁଅ।

ବନ୍ଧୁଗଣ ଆଜିକାଲି ର ଦୁନିଆ ଅନେକ ବିଚିତ୍ର ଓ ଅବି-ଶ୍ୱାସନୀୟ ଘ-ଟଣା ମାନ ଘଟୁଛି। ଏମିତି କିଛି ଘ-ଟଣା ଘଟୁଛି ଯାହାକୁ ଆପଣ ମାନେ ଶୁଣିଲେ ବିଶ୍ୱାସ କରି ପାରିବେନି।ସମାଜରେ ବାପା ଆଉ ପୁଅର ସ-ମ୍ପର୍କ ଏକ ମହାନ୍ ସମ୍ପର୍କ।

ଆଜିକାଲିର ପୁଅ ନିଜ ସ୍ବାର୍ଥ ପାଇଁ ନିଜ ବାପାକୁ ମା-ରିବାକୁ ବି ପଚଛଉନାହିଁ।ଏହିପରି ଏକ ଲୋମୋ ଟାଙ୍କୁରା ଅଘ-ଟଣ ଘଟିଯାଇଛି ବାଘଲ୍ କୋଟ ଅଞ୍ଚଳରେ।ହଁ ଆଜ୍ଞା ଜଣେ ପୁଅ ତାଙ୍କ ପୁଅକୁ ନିର୍ମମ ଭାବରେ ହ-ତ୍ୟା କରିଛନ୍ତି।

ସେ ତାଙ୍କ ବାପାଙ୍କୁ ଖଣ୍ଡ ଖଣ୍ଡ କରି ୩୨ଖଣ୍ଡ କରି କୁଅ କୁ ଫିଙ୍ଗି ଦେଇଥିଲା।ପ୍ରମାଣ ନଷ୍ଟ କରିବାକୁ ଯାଇ ପୁଅ ଖଣ୍ଡ ଶରୀରକୁ ବୋରୱେଲ ନିକଟରେ ଥିବା କୁଅକୁ ଫିଙ୍ଗି ଦେଇଥିଲା। ଏହି ଘଟ-ଣାର ଖୁଲସା ପରେ ପୋ-ଲିସ୍ ମୃ-ତ ଦେହ ଉ-ଦ୍ଧାର କରିଛି।

ପୋ-ଲିସ କା-ର୍ଯ୍ୟାନୁ-ଷ୍ଠାନ ଗ୍ରହଣ କରି ଅଭି-ଯୁକ୍ତ କୁ ଗି-ରଫ କରିଛି।ସୂଚନା ଅନୁସାରେ ବାପ ପୁଅ ଭିତରେ ବିବା-ଦ ଲାଗିରିଥିଲା।ଏହି ବିବାଦ ପରେ ଉଗ୍ର ରୂପ ନେଇଥିଲା।ପୁଅ ବାପକୁ ଲୁହା ରଡ଼ରେ ଆକ୍ର-ମଣ କରି ର-କ୍ତାକ୍ତ କରି ଦେଇଥିଲା।

ପୋଲି-ସର ସୂଚନା ଅନୁସାରେ ବାପା ପର୍ଶୁରାମ ନି-ଶାସ-କ୍ତ ଅବସ୍ଥାରେ ଘରକୁ ଆସୁଥିଲେ ଆଉ ପିଟା ମରା ମଧ୍ୟ କରୁଥିଲେ।ସେଥିପାଇଁ ତାଙ୍କ ସ୍ତ୍ରୀ ମଧ୍ୟ ଅଲଗା ରହୁଥିଲେ।ମଙ୍ଗଳବାର ରାତିରେ ସେ ମ-ଦ ପାନ କରି ଆସିଥିଲେ।ସେଦିନ ରାତିରେ ପୁଅ ବିଟଲା ସହ କୌଣସି କାରଣରୁ ବି-ବାଦ ଲାଗିରହିଥିଲା।

ପୁଅ ରା-ଗରେ ପଞ୍ଚମ ହେଇ ବାପାକୁ ଲୁହା ରଡରେ ସାଙ୍ଘା-ତିକ ଆକ୍ର-ମଣ କରିଥିଲା।ଯାହା ଫଳରେ ତାଙ୍କର ମୃ-ତ୍ୟୁ ବରଣ ହୋଇଛି।ସୂଚନାରୁ ମିଳିଛି ମୃ-ତ୍ୟୁ ପରେ ଅଭି-ଯୁକ୍ତ ବାପାର ଶରୀରକୁ ୩୨ଖଣ୍ଡ କରି କା-ଟି ଦେଇଥିଲା।ଏହା ପରେ ପୋ-ଲିସ୍ ଅଭି-ଯୁକ୍ତକୁ ଗି-ରଫ କରିଛି।ଏବେ ଦେଖିବାର ଅଛି ଅଭି-ଯୁକ୍ତକୁ କି ଦ-ଣ୍ଡ ମିଳୁଛି।

odia sambada
Comments (0)
Add Comment