ପର-କୀୟା ପ୍ରୀ-ତିରୁ ଆଉ ଗୋଟିଏ ଜୀବନ ନ-ଷ୍ଟ । ପୁଣିଥରେ ବଳି ପଡ଼ିଲା ଆଉ ଗୋଟିଏ ଜୀବନ । ଭରସା କରି ପ୍ରେମିକା ପାଖକୁ ଯାଇଥିଲେ କିନ୍ତୁ ଘରକୁ ଫେରିଲା ଶ-ବ ।
ଏପଟେ ପରିବାର ଲୋକେ ଖୋ-ଜି ଖୋ-ଜି ନ-ୟାନ୍ତ ହେବା ପରେ ପୋ-ଲିସ ଷ୍ଟେସ-ନରେ ଦେଇଥିଲେ ନି-ଖୋଜ ରିପୋ-ର୍ଟ । ତେବେ ବର୍ତ୍ତମାନ ସମୟରେ ନୟାଗଡ଼ ଏବଂ କଟକରୁ ଏକ ଦୁଃ-ଖଦ ଘ-ଟଣା ଶୁଣିବାକୁ ମିଳିଛି ।
ଘଟଣା ଅନୁଯାୟୀ ଜଣେ ପ୍ରେମିକ ନିଜ ବିବାହିତା ପ୍ରେମିକାକୁ ଦେଖା କରିବାକୁ ଯାଇ ହ-ତ୍ୟା କରାଯାଇଛି । ସୂଚନା ଅନୁଯାୟୀ କଟକ ମହାନ୍ତିପଡ଼ାର ଶୈଳେନ୍ଦ୍ର ନାଥ ଜେନା ନୟାଗଡ଼ ମହିପୁର ପାଟୁଳି ସାହିର ଦିପୁ ସାହୁଙ୍କ ସ୍ତ୍ରୀ ସୁନିତା ସାହୁଙ୍କୁ ପ୍ରେମ କରୁଥିଲେ ।
ମାତ୍ର ଗତକାଲି ନୟାଗଡ଼ ଜିଲ୍ଲା ନୂଆଗାଁରୁ ତାଙ୍କର ମୃ-ତ ଦେହ ମିଳିଥିବାର ସୂଚନା ମିଳିଛି । କଟକ ଲାଲବାଗ ଥା-ନାର ଆଇଆଇସି ରବି ନାରାୟଣ ଭଞ୍ଜ କହିଛନ୍ତି ଯେ ତାଙ୍କ ପାଖକୁ ଶୈଳେନ୍ଦ୍ର ନାଥଙ୍କ ପରିବାର ଲୋକେ କେବଳ ନି-ଖୋଜ ମାମ-ଲା ନେଇ ଆସିଥିଲେ । ତେଣୁ ସନ୍ଦେହ ଅନୁଯାୟୀ ଏପରି ଘ-ଟଣା ଘଟିଥିବା କହିଛନ୍ତି ଆଇଆସି ।
ଘଟଣା ଅନୁଯାୟୀ ଦିପୁ ଏବଂ ତାଙ୍କ ସ୍ତ୍ରୀ ସୁନିତା କଟକରେ କାମ କରିବା ସମୟରେ ମହାନ୍ତିପଡ଼ାରେ ରହୁଥିଲେ । ସେହି ସମୟରେ ଶୈଳେନ୍ଦ୍ର ଏବଂ ସୁନିତାଙ୍କ ମଧ୍ୟରେ ପ୍ରେମ ସମ୍ପ-ର୍କ ଗଢ଼ି ଉଠିଥିଲା । ଉଭୟଙ୍କ ସମ୍ପ-ର୍କ ସମ୍ବ-ନ୍ଧରେ ଦିପୁ ମଧ୍ୟ ଜାଣିଥିଲେ ଏବଂ ସୁନିତାଙ୍କୁ ସେ ବାରଣ ମଧ୍ୟ କରିଥିଲେ । ମାତ୍ର ସୁନିତା ଶୁଣି ନଥିଲେ । ତେଣୁ ଉଭୟେ ନିଜ ଘର ନୟାଗଡ଼ ଫେରି ଯାଇଥିଲେ ।
କିଛିଦିନ ପୂର୍ବରୁ ଶୈଳେନ୍ଦ୍ର ନିଜ ସାଙ୍ଗ ମାନଙ୍କୁ ଦେଖା କରିବେ କହି ନୟାଗଡ଼ ବାହାରି ଯାଇଥିଲେ । ତେଣୁ ଗତ ଆଠ ଦିନ ହେବ ତାଙ୍କ ଖୋଜ ଖବର ନଥିବାରୁ ତାଙ୍କ ପରିବାର ଲୋକେ ନୟାଗଡ଼ର ନୂଆଗାଁ ଥା-ନାରେ ନି-ଖୋଜ ରି-ପୋର୍ଟ ଦାଖଲ କରିଥିଲେ ।
କିନ୍ତୁ ଗତକାଲି ଶୈଳେନ୍ଦ୍ରଙ୍କ ମୃ-ତଦେ-ହ ନୂଆଗାଁରୁ ମିଳିବା ପରେ ସନ୍ଦେହ ଜୋର ଧରିଛି ଯେ ସୁନିତାଙ୍କ ସ୍ୱାମୀ ଦିପୁ ଏବଂ ତାଙ୍କ ସାଙ୍ଗ ସୁରି ଷଡଯନ୍ତ୍ର କରି ଶୈଳେନ୍ଦ୍ରଙ୍କୁ ନିଜ ଘରକୁ ଡାକି ଥିଲେ ଏବଂ ତାଙ୍କ ହ-ତ୍ୟା ମଧ୍ୟ କରିଛନ୍ତି ।
ତେବେ ଏହି ମାମ-ଲାକୁ ଆଧାର କରି ନୂଆଗାଁ ଥା-ନା ପୋ-ଲିସ ସୁନିତା ଏବଂ ସୁରିଙ୍କୁ ଥାନାରେ ଅଟକ ରଖି ପଚରା ଉଚୁରା କରୁଥିବା ବେଳେ ସୁନିତାଙ୍କ ସ୍ୱାମୀ ଦିପୁ ଫେ-ରାର ହୋଇ ଯାଇଛି । ପୋ-ଲିସ ତ-ଦନ୍ତ ଜାରି ରଖିଥିବା ଜଣା ପଡ଼ିଛି ।