ଭଡ଼ା ରେ ମିଳିବେ ପ୍ରେମିକା,ଖାଲି ସେତିକି ନୁହେଁ ବାପା ମା ମଧ୍ୟ ମିଳିବେ ଭଡ଼ାରେ।

ପାଠକ ଗଣ ଦୁନିଆରେ ଲୋକ ମାନେ ବଞ୍ଚିବା ପାଇଁ ଓ ପଇସା ରୋଜଗାର କରିବା ପାଇଁ ଅନେକ ପନ୍ଥା ଆପଣେଇଥାନ୍ତି।ଆଗରୁ ରୋଜଗାର କରିବା ପାଇଁ ସେତେ ସୁବିଧା ନଥିଲା ଯେତେ ସୁବିଧା ଏବେ ଅଛି।ଲୋକ ମାନେ ବିଭନ୍ନ ଆଡ଼ୁ ରୋଜଗାର ର ରାସ୍ତା ବାହାର କରିଥାନ୍ତି।

କିନ୍ତୁ ଏବେ ଯେଉଁ କଥାଟି ଆପଣ ଜାଣିବେ ତାହା ଜାଣି ଆଶ୍ଚର୍ଯ୍ୟ ହୋଇଯିବେ।ଆପଣ ଭଡ଼ାରେ ପାଇପାରିବେ ପ୍ରେମିକା ଯାହାକୁ ନେଇ ଆପଣ ବୁଲି ପାରିବେ,ତାଙ୍କ ସହ ଖାଇପରିବେ ଓ ତାଙ୍କ ସହ ସମୟ ବିତାଇପାରିବେ। ସେଠାରେ ଭଡ଼ା ରେ ବାପା ମା,ସ୍ତ୍ରୀ ମଧ୍ୟ ମିଳିପାରିବ।

ଆପଣଙ୍କୁ ଖାଲି ପଇସା ଖରଚ କରିବାକୁ ହେବ।ତାପରେ ସେ ଭଡ଼ା ପ୍ରେମିକା ଜଣକ ଆପଣଙ୍କୁ ସତ ପ୍ରେମିକା ଭଳି ଅନୁଭବ କରାଇବେ।ବନ୍ଧୁଗଣ ଆପଣ ଶୁଣି ଆଶ୍ଚର୍ଯ୍ୟ ହୋଇଗଲେ ନା।ସତରେ ଏବେ ଯାହାର ପ୍ରେମିକା ନାହାନ୍ତି ସେ ଏବେ ନିଶ୍ଚିନ୍ତ ହୋଇଯାଆନ୍ତୁ।

କାରଣ ଜାପାନରେ ଏପରି ଏକ ୱେବସାଇଟ ଅଛି ଯେଉଁଥିରେ ଆପଣ ଭଡ଼ା ରେ ୨ଘଣ୍ଟା ପାଇଁ ପ୍ରେମିକକୁ ନେଇପାରିବେ।ତାକୁ ନିଜ ବାଇକରେ ନେଇ ବୁଲାଇ ପାରିବେ।

ତା ସହ ଯାଇ ଖାଇପାରିବେ ଓ ସେ ଆପଣଙ୍କୁ ସଂପୂର୍ଣ୍ଣ ପ୍ରେମିକା ର ଅନୁଭୂତି ଦେବେ।ଦୁନିଆରେ ଏପରି ବି ପୁଅ ଅଛନ୍ତି ଯିଏ କୌଣସି କାରଣରୁ ପ୍ରେମିକା ବନେଇ ପାରୁନାହାନ୍ତି।ଆଉ କେତେଜଣ ଅଛନ୍ତି ଯାହା ପାଖରେ ପ୍ରେମିକା ଅଛନ୍ତି କିନ୍ତୁ ତାଙ୍କୁ ନଜର ଅନ୍ଦାଜ୍ କରନ୍ତି

ଯେଉଁମାନଙ୍କର ପ୍ରେମିକା ନାହାନ୍ତି ତାଙ୍କ ପାଇଁ ଖୁସି ଖବର।ସେ ୱେବସାଇଟରେ ଯାଇ ପ୍ରେମିକା ଭଡ଼ାରେ ଆଣିପାରିବେ କିନ୍ତୁ ଆପଣଙ୍କୁ ପଇସା ଦେବାକୁ ପଡ଼ିବ।ଘଣ୍ଟାକୁ ୬ହଜାର ଟଙ୍କା।

ତାପରେ ଆପଣ ତାଙ୍କୁ ନେଇ ପ୍ରେମିକା ପାଇବାର ମଜା ଉଠାଇ ପାରିବେ।ଖାଲି ଏତିକି ନୁହେଁ ଏହି ୱେବସାଇଟ ରେ ଭଡ଼ା ରେ ବାପା ମା ମିଳିପାରିବେ,ସ୍ବାମୀ ମିଳିବେ, ଏପରିକି ସ୍ତ୍ରୀ ମଧ୍ୟ ମିଳିବେ।ଆହୁରି ମଧ୍ୟ ପିଲା ମାନଙ୍କର ହୋମୱର୍କ କରିବା ପାଇଁ ଲୋକ ମଧ୍ୟ ଯୋଗାଉଛି ଏହି ୱେବସାଇଟ।ଏପରି ଅନେକ ଅଫର୍ ଦେଇ ଲୋକ ମାନଙ୍କୁ ଖୁସି କରାଉଛି ଏହି ୱେବସାଇଟ୍ ଟି।

odia sambada
Comments (0)
Add Comment