ବୋହୂ ଗାଧୋଇବା ସମୟରେ ଲୁ-ଚି ଦେଖୁଥିଲା ରସୀ-କିଆ ଶଶୁର, ପରେ ଘ-ଟିଲା ଏପରି କିଛି ଘ-ଟଣା।

ଏ ଦୁନିଆ ଆଜି ଆସି ଏମିତି ସ୍ଥିତିରେ ପହଞ୍ଚିଛି ଯେଉଁଠି ମଣିଷ ମାନେ କାମନା ଓ ବାସନ ରେ ଅନ୍ଧ ହୋଇ ମାନବିକତା କୁ ମଧ୍ୟ ବଳିପକାଇବା ପାଇଁ ପଛ ଘୁଂଚା ଦେଉନାହିଁ।ମଣିଷ ଏବେ କାମନା ପାଇଁ ଏତେ ବ୍ୟଗ୍ରତ ପ୍ରକାଶ କରୁଛି ଯାହାପାଇଁ ସେ ଆତ୍ମହରା ହୋଇ ଭୁଲ କାର୍ଯ୍ୟ କରିବା ପାଇଁ ସର୍ବଦା ଆଗକୁ ବାହାରି ଆସୁଛି।

ଏମିତି ଏକ ଅଭା-ବନୀୟ ପରିସ୍ଥିତି ଦେଖାଦେଇଛି ଯେଉଁଠି ନିଜର ପୁଅର ବୋହୁ ପ୍ରତି ଶ୍ଵଶୁର ର ଖରାପ ଆଚରଣ ଦେଖିବାକୁ ମିଳିଛି। ବୋହୁଟି କହୁଥିବାର ଦେଖିବାକୁ ମିଳିଛି ଯେଉଁଠି ସେ ନିଜ ଶ୍ଵଶୁର ଦ୍ଵାରା ପୀ-ଡ଼ିତ ହୋଇଛି ଏବଂ ଯେଉଁଠି ତାର ସ୍ବାମୀ ତାକୁ ପୂର୍ଣ୍ଣ ସମର୍ଥନ କରିଛନ୍ତି।

ସେ କହିଥିଲେ କି ସେ ଯେତେବେଳେ ବାହା ହୋଇ ଆସିଥିଲେ ସେ ତାଙ୍କ ଘର ଦ୍ଵାରା ବାପା ମା ଭାଇ ସମସ୍ତଙ୍କୁ ଛାଡ଼ି ଆସିଥିଲେ କିନ୍ତୁ ଏଠାରେ ଭଲ ସ୍ବାମୀ ଆଉ ଶ୍ଵଶୁର ପାଇବେ କିନ୍ତୁ ଏଠାରେ ତାଙ୍କ ପାଇଁ ଜଣେ ନାରୀ ପିପାସୁ ଚାହିଁ ରହିଥିଲା ବୋଲି ଜାଣି ନଥିଲେ।

ତାଙ୍କ ସ୍ଵାମୀ ବାହାଘର ପରେ ଆଉ କେଉଁ ମହିଳା ଙ୍କ ସହିତ ରାତ୍ରି ଯାପନ କରୁଥିବା ବେଳେ ଘରେ ତା ଶ୍ଵଶୁର ତା ସହ ଖରାପ ପ୍ରୀତି ଯଥା ଶାରୀ-ରିକ ସ-ମ୍ପର୍କ ରଖିବା ପାଇଁ ବାଧ୍ୟ କରୁଛି ଏବଂ ତାର ସମସ୍ତ ପର୍ସନାଲ ବିଷୟରେ ପଚାରିବା ସହ ସେ ଗାଧୁଆ ଘରେ ଗାଧୋଇବା ସମୟରେ ମଧ୍ୟ ଲୁ-ଚି କରି ଦେଖୁଛି ଏବଂ ସମୟ ପାଇଲେ ହାତକୁ ଧରିବା ସହ ତା ଶରୀରର ଅନେକ ସ୍ଥାନରେ ମଧ୍ୟ ହାତ ମା-ରୁଚି।

ଆଉ ପ୍ରତିଉତ୍ତରରେ କିଛି କହିଲେ ସେ ନିଜ ସମ୍ମାନକୁ ଲୋକଙ୍କ ସାମ୍ନାରେ ନ ପକାଇବାକୁ କହି ଭୁଲ ମାଗିବା ସହ ମଝି ମଝିରେ ଧ-ମକ ପୂର୍ଣ୍ଣ ଗା-ଳି ମଧ୍ୟ ଦେଉଛନ୍ତି।ତାଙ୍କ ସ୍ୱାମୀର ପର-କ୍ରୀୟା ପ୍ରୀ-ତି ବିଷୟରେ ସେ ପ୍ରଥମେ ଜାଣି ନଥିଲେ ଆଉ ଜାଣିବା ପରେ ସେ ତାଙ୍କୁ କହିଥିଲେ କିନ୍ତୁ ଏହା ପରେ ସେ କିଛି ଦିନ ସହିଯାଇଥିଲେ।କିନ୍ତୁ ସହିବାର ଚରମ ସୀମା ଟପିବା ପରେ ସେ ବାଧ୍ୟହୋଇ ଏମିତି ବାଟ ବାଛିଛନ୍ତି।

ସେ ଏମିତିବି କହିଛନ୍ତି ଯେ ତାଙ୍କୁ ମଝିରେ ଏମିତି ଲାଗିଲାକୁ ସେ ପୁଅଙ୍କୁ ବାହା ହୋଇଛନ୍ତି ସତ କିନ୍ତୁ ତାଙ୍କ ସହ ଶାରୀ-ରିକ ସଂ-ପର୍କ ତା ଶ୍ଵଶୁର ରଖିବାକୁ ଚାହୁଁଥିଲେ । ସେ ତାଙ୍କୁ ମଝିରେ ମଝିରେ ନିଜର କରିବା ପାଇଁ ପ୍ରତି-ଶ୍ରୁତି ମଧ୍ୟ ଦେଉଥିଲେ।

ମହିଳା ଜଣକ କହିବା ମୁତାବକ ତାଙ୍କ ସ୍ବାମୀ ଓ ଶ୍ଵଶୁର ତାଙ୍କୁ ଅନେକ ଗା-ଳି କରିବା ସହ ନିର୍ଯା-ତନା ମଧ୍ୟ ଦେଉଥିଲେ ଏବଂ ସେ କହିଥିଲେ କି ତାଙ୍କୁ ଏକ ସମୟରେ ଏମିତି ଲାଗିଲା କୁ ସେ ଜଣକ ପାଇଁ ନୁହେଁ ବରଂ ଉଭୟ ବାପା ଓ ପୁଅଙ୍କ ପାଇଁ ସେ ବା ସମୟ ହେଲେ ଯିଏ ହେଲେ ବି ଆସି ତା ପାଖରେ ସୋଇପାରିବ ।ଏହି ଘଟ-ଣାକୁ ନେଇ ସେହି ମହିଳା ଜଣକ ଏବେ ରାଜରାସ୍ତାକୁ ଉଲ୍ଲାଇଛନ୍ତି ।

ସେ ଏବେ ନିଜ ଶ୍ୱଶୁରଘର ଗେଟ ଆଗରେ ଧାରଣା ଦେଇଛନ୍ତି ଏବଂ ତାଙ୍କ ଦାବି ମୁତାବକ କହିଛନ୍ତି ଯେ ସେମାନେ ତାଙ୍କୁ ଭୁଲ ମାଗିବା ସହ ତାଙ୍କୁ ସସମ୍ମାନେ ତାଙ୍କୁ ଘରକୁ ନେଇଯାଆନ୍ତୁ ଏବଂ ତାଙ୍କ ଉପରେ ସାହାଯ୍ୟ କରନ୍ତୁ,ନହେଲେ ତାଙ୍କ ପ୍ରତି ଦୃଢ଼ କା-ର୍ଯ୍ୟାନୁ-ଷ୍ଠାନ ଗ୍ରହଣ କରାଯାଉ।

odia sambada
Comments (0)
Add Comment