ସ୍ୱାମୀକୁ ହ-ତ୍ୟା କରି ପ୍ରେମିକ ସହ ରାସ-ଲୀଳା କରୁଥିଲା ବୋହୂ, ଏହିପରି ଶ୍ବଶୁର କଲା ଖୁଲାସା

ଟିକେ ଭାବନ୍ତୁ ଯେ ଯେଉଁ ଝିଅ ସହ ସେହି ପୁଅ ସାତ ଜନ୍ମ ପାଇଁ ଏକାଠି ବଞ୍ଚିବା – ମ-ରିବାକୁ କଥା ଦେଇଥିଲା, ଯାହା ସହ ସେ ଭବିଷ୍ୟତ ଗଢ଼ିବାକୁ ସ୍ବପ୍ନ ଦେଖିଥିଲା, ସେହି ଜୀବନସାଥି ନିଜ ପ୍ରେମିକ ସହ ମିଶି ନିଜ ହାତରେ ହିଁ ନିଜ ସିନ୍ଦୂର ଲିଭାଇ ଦେଲା ।

ସ୍ୱାମୀର ହ-ତ୍ୟା ପରେ ସେ ଯେଉଁ ନିଷ୍ପତ୍ତି ନେଲା, ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରୁଛି । ଲୋକଙ୍କର ବିଶ୍ୱାସ ହେଉନାହିଁ ଯେ ଜଣେ ସ୍ତ୍ରୀ ନିଜ ସ୍ୱାମୀକୁ ଏତେ ନି-ର୍ଦ୍ଦୟ ଭାବେ କେମିତି ହ-ତ୍ୟା କରିପାରିବ ।

ରାଜସ୍ଥାନରେ ଭରତପୁରର ଚିକସାନା ଥା-ନା ଅଞ୍ଚଳର ନୌହ ଗାଁରୁ ପ୍ରାୟ 5 ମାସ ପୂର୍ବରୁ ନି-ଖୋଜ ହୋଇଥିବା ଯୁବକଙ୍କ ରହସ୍ୟକୁ ପୋ-ଲିସ ଖୁଲାସା କରିଛି । ନିଖୋଜ ଯୁବକଙ୍କ ସ୍ତ୍ରୀ ନିଜ ପ୍ରେମିକ ସହ ମିଶି ହ-ତ୍ୟା କରି ଶବକୁ ଗାଁ ପାଖ ନାଳରେ ଫିଙ୍ଗିଦେଲା । ହ-ତ୍ୟାର 6 ମାସ ପରେ ଯାଇ ବର୍ତ୍ତମାନ ଏହି ମାମ-ଲାର ଖୁଲାସା ହୋଇଛି ।

ଅ-ବୈଧ ସମ୍ପ-ର୍କ କାରଣରୁ ଏହି ଘ-ଟଣା ଘଟିଛି । ପୋ-ଲିସ ଅଭି-ଯୁକ୍ତ ସ୍ତ୍ରୀ ଏବଂ ପ୍ରେମିକକୁ ଗି-ରଫ କରିଛି ଏବଂ ସେମାନଙ୍କ କହିବା ଅନୁଯାୟୀ ଯେତେବେଳେ ନାଳରେ ଖୋଜାଗଲା, ସେତେବେଳେ ମୃତ-କଙ୍କ 17 ହାଡ ସହ ତାଙ୍କ ପୋଷାକ, ଆଧାର କାର୍ଡ ଏବଂ ଅନ୍ୟ ଜିନିଷ ଉ-ଦ୍ଧାର କରାଯାଇଛି, ଯାହାର ବର୍ତ୍ତମାନ ଡିଏନଏ ଯା-ଞ୍ଚ୍ କରାଯିବ ।

ଗୁରୁତ୍ୱପୂର୍ଣ୍ଣ କଥା ଏହା ଯେ ଅଭି-ଯୁକ୍ତ ସ୍ତ୍ରୀ 6 ମାସ ପର୍ଯ୍ୟନ୍ତ ନିଜ ପ୍ରେମିକ ସହ ରାସ-ଲୀଳା ମନାଇ ଚାଲିଲା ଏବଂ ସ୍ବାମୀ ନି-ଖୋଜ ହେବାର ନାଟକ କରିଚାଲିଲା । କିନ୍ତୁ ଯେତେବେଳେ ମୃ-ତକ ଯୁବକଙ୍କ ବାପା ନିଜ ବୋହୂକୁ ତାର ପ୍ରେମିକ ସହିତ ଆପ-ତ୍ତିଜନକ ଅବସ୍ଥାରେ ଦେଖିନେଲେ, ସେତେବେଳେ ମାମ-ଲାର ଖୁଲାସା ହେଲା ।

ତାପରେ ପୋ-ଲିସ ଗୋଟେ ପରେ ଗୋଟେ କଥାକୁ ଯା-ଞ୍ଚ୍ କରି ଅଭି-ଯୁକ୍ତ ପର୍ଯ୍ୟନ୍ତ ପହଞ୍ଚିଗଲା । ପୋ-ଲିସ ପଚ-ରାଉ-ଚରା କଲାବେଳେ ଆଶ୍ଚ-ର୍ଯ୍ୟଜନକ କଥା ସାମ୍ନାକୁ ଆସିଲା ।

ଏସପି ଶ୍ୟାମ ସିଂହ କହିଛନ୍ତି ଯେ ମେ ମାସରେ ନୌହ ଗ୍ରାମ ବାସିନ୍ଦା ହରପ୍ରସାଦ ଶର୍ମାଙ୍କ ପୁଅ ପବନ କୁମାର(37) ଅଚାନକ ଗାଏବ ହୋଇଗଲେ । ବହୁତ୍ ଖୋଜିବାପରେ ମଧ୍ୟ ଘର ଲୋକେ ତାଙ୍କୁ ପାଇନଥିଲେ । ଏହାପରେ ଜୁନ 4 ତାରିଖରେ ନିଖୋ-ଜଙ୍କ ବାପା ହରପ୍ରସାଦ ଶର୍ମା ପୁଅ ନିଖୋଜ ହୋଇଥିବାର ଥା-ନାରେ ରି-ପୋର୍ଟ୍ କରିଥିଲେ ।

ଏଥିରେ କୁହାଯାଇଥିଲା ଯେ ପବନଙ୍କ ମୋବାଇଲକୁ କାହାର କଲ ଆସିଲା ଏବଂ ସେ ଅଚାନକ ନି-ଖୋଜ ହୋଇଗଲା । ତେବେ ମାମ-ଲା ସାମ୍ନାକୁ ଆସିବାପରେ ପୋ-ଲିସ ଏହାର ସବୁ ତଥ୍ୟ ଖୋଜି ବାହାର କରିଛି ଏବଂ ଅଭି-ଯୁକ୍ତଙ୍କ ବିରୋ-ଧରେ କଠୋର କା-ର୍ଯ୍ୟାନୁ-ଷ୍ଠାନ ଗ୍ରହଣ କରିଛି ।

odia sambada
Comments (0)
Add Comment