ପୁଅ ସହ ମିଶି ସ୍ୱାମୀକୁ ୨୨ ଖଣ୍ଡ କଲା ସ୍ତ୍ରୀ, ରାତି ଅଧରେ ଯାଉଥିଲେ ଫିଙ୍ଗିବାକୁ…

ଦିଲ୍ଲୀରେ ଶ୍ରଦ୍ଧା ମ-ର୍ଡର ପାର୍ଟ-୨ । ହୋଇଛି ପୁଣି ଶ୍ରଦ୍ଧା ୱାଲକର ହ-ତ୍ୟା ଘଟ-ଣାର ପୁନରାବୃତ୍ତି । ଦିଲ୍ଲୀ ପୁ-ଲିସ୍‌ ଶ୍ରଦ୍ଧା ହ-ତ୍ୟା ଘଟ-ଣାର ତ-ଦନ୍ତ କରୁଥିବା ବେଳେ ରାଜଧାନୀର ପୂର୍ବପ୍ରାନ୍ତରୁ ଛାତି ଥରାଇ ଦେବା ଭଳିଆ ସମାନ ଘ-ଟଣା ସାମ୍ନାକୁ ଆସିଛି । ଶ୍ରଦ୍ଧା ୱାଲକର ହ-ତ୍ୟା କା-ଣ୍ଡ ପରେ ଦିଲ୍ଲୀରେ ପୁଣି ଚାଞ୍ଚଲ୍ୟ ଖେଳିଯାଇଛି । କାରଣ ସମାନ ଢଙ୍ଗରେ ସାମନାକୁ ଆସିଲା ଆଉ ଏକ ହ-ତ୍ୟା ।

ପୁଅ ସହ ମିଶି ସ୍ୱାମୀଙ୍କୁ ହ-ତ୍ୟା କରି ୨୨ ଖଣ୍ଡ କରି ଫ୍ରିଜରେ ରଖିଥିଲେ ମହିଳା । ଅଫତାବ ଭଳି ସେମାନେ ତାଙ୍କୁ ହ-ତ୍ୟା କରିବା ପରେ ଶରୀରକୁ ୨୨ ଖଣ୍ଡ କରି ଫ୍ରିଜରେ ରଖିବା ଘଟ-ଣାର ଖୁଲାସା କରିଛି ଦିଲ୍ଲୀ ପୁ-ଲିସ କ୍ରାଇମବ୍ରାଞ୍ଚ । ସୂଚନାଯୋଗ୍ୟ ସ୍ୱାମୀଙ୍କ ଅନୈ-ତିକ ସମ୍ପ-ର୍କକୁ ନେଇ ମା, ପୁଅ ଏଭଳି ନୃ-ଶଂସ କାମ କରିବାକୁ ପଛାଇ ନାହାଁନ୍ତି ।

ତେବେ ହ-ତ୍ୟା ପରେ ଶରୀରକୁ ଖଣ୍ଡ ଖଣ୍ଡ କରି ଦିଲ୍ଲୀରେ ବିଭନ୍ନ ସ୍ଥାନରେ ମାଟି ତଳେ ପୋତି ଦେଇଥିବା ପୁ-ଲିସ କହିଛି । ଜୁୂନ୍ ମାସରେ ହୋଇଥିବା ଏହି ହ-ତ୍ୟାକା-ଣ୍ଡର ୫ ମାସ ପରେ ଖୁଲାସା ହୋଇଛି ।

ତେବେ ଏହି ଘଟ-ଣାକୁ ନେଇ ସାମ୍ନାକୁ ମଧ୍ୟ ଆସିଛି କିଛି ସିସିଟିଭି ଫୁଟେଜ । ଯେଉଁଥିରେ ପୁଅ ଦୀପକ ବାପାର ଶରୀର ଖଣ୍ଡକୁ ନେଇ ଫୋପା-ଡ଼ିବାର ଦୃ-ଶ୍ୟ ଦେଖିବାକୁ ମିଳିଛି । ହ-ତ୍ୟା ପୂର୍ବରୁ ସ୍ୱାମୀକୁ ନିଦ ବଟିକା ଦେଇଥିଲେ ପତ୍ନୀ ଜଣକ । ଦିନେ ସ୍ୱାମୀ ଅଞ୍ଜନ ଦାସଙ୍କର ଅନୈ-ତିକ ସମ୍ପ-ର୍କକୁ ନେଇ ପତ୍ନୀ ପୁନମ ଜାଣିବାକୁ ପାଇଥିଲେ ।

ଶୁଣିବାକୁ ମିଳୁଛି ଯେ ସ୍ଵାମୀ ଜଣଙ୍କ ନିଜ ସାବତ ପୁଅର ସ୍ତ୍ରୀ ଅର୍ଥାତ ବୋହୂ ସହ ଅବୈ-ଧ ସମ୍ପ-ର୍କ ରଖିଥିଲେ ବୋଲି । ତେବେ ବହୁବାର ସ୍ୱାମୀଙ୍କୁ ବୁଝାଇବାକୁ ଚେଷ୍ଟା କରି ବିଫଳ ହେବାରୁ ଶେଷରେ ଏପରି ନିଷ୍ପତ୍ତି ନେଇଥିଲେ ସ୍ତ୍ରୀ । ପୁଅ ଦୀପକକୁ ଏସବୁ ବାବ-ଦରେ ଜଣାଇବା ସହ ସ୍ୱାମୀଙ୍କୁ ହ-ତ୍ୟା କରିବାକୁ ଯୋଜନା କରିଥିଲେ ପତ୍ନୀ ।

ଜୁନ୍ ମାସରେ ପୁ-ଲିସ ମଣିଷ ଶରୀରର ଏକ ଖଣ୍ଡ ଦିଲ୍ଲୀର ପାଣ୍ଡବ ନଗରରୁ ପାଇଥିଲା । କିନ୍ତୁ ଠାବ ହୋଇଥିବା ଖଣ୍ଡବିଖଣ୍ଡିତ ଶରୀରର ଅଂଶଗୁଡ଼ିକ ପଚି ଯାଇଥିବାରୁ ତ-ଦନ୍ତ ଆଗକୁ ବଢ଼ି ପାରି ନଥିଲା । ପରେ ପୁଣି ଶରୀରର ଆଉ କିଛି ଅଂଶ ପାଇଥିଲା ପୁ-ଲିସ । ଆଉ ତ-ଦନ୍ତ କରିବା ପରେ ଏହା ଅଞ୍ଜନଙ୍କର ଶରୀର ବୋଲି ଜାଣିବାକୁ ପାଇଛି ।

odia sambada
Comments (0)
Add Comment