ଯିଏ ଦେଇଛି ଉପହାର, ସେ ଯାଇଛି ସୁନ୍ଦରୀ ଅର୍ଚ୍ଚନାର ସତ୍ୟ ବିହାର।

ଏବେ ସାରା ଓଡ଼ିଶାରେ ଚହଳ ପକାଇଥିବା ଘ-ଟଣା ହେଉଛି ଅର୍ଚ୍ଚନା ନଗର ଘଟଣା ।ଏହି ଅର୍ଚ୍ଚନା ନଗର ଘ-ଟଣା ବିଷୟରେ କାହାକୁ ବା ଜଣାନାହିଁ। ଏହି ଅର୍ଚ୍ଚନା ନାଗ ଘଟଣା ତ-ଦନ୍ତ ଭାର ନେଇଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ।

ପ୍ରଥମ ପର୍ଯାୟରେ ଯେଉଁମାନେ ସବୁ ଜେରାର ସାମ୍ନା ହୋଇଛନ୍ତି ତାହା କାହାକୁବି ଅଛପା ନାହିଁ। ଓଡ଼ିଶା ସାରା ଲୋକ ଏହି ଅର୍ଚ୍ଚନା ନାଗ ମାମ-ଲା ଉପରେ ନଜର ରଖିଛନ୍ତି। ପ୍ରଥମ ପର୍ଯ୍ୟର କିଛି ବଡ଼ ଲୋକଙ୍କ ପାଳି ପଡି ସାରିଛି।କିନ୍ତୁ ଆହୁରି ବହୁତ୍ ବଡ଼ ବଡ଼ିଆ ଏହି ମାମ-ଲାରେ ସଂପୃକ୍ତ ଅଛନ୍ତି ବୋଲି କୁହା ଯାଉଛି।

ଏହି ମାନଙ୍କ ମଧ୍ୟରୁ ୫୨ ଜଣଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଜେରା ପାଇଁ ନୋଟିସ ଦେଇଛନ୍ତି ବୋଲି ବିଶେଷ ସୂତ୍ରରୁ ଜଣାପଡ଼ିଛି।କୁହାଯାଉଛି ଏହି ୫୨ ଜଣଙ୍କ ଭିତରେ କୁଆଡେ ରାଜନେତା ,ବିଲଡର, ନିର୍ଦ୍ଦେଶକ,କଳାକାର ଏହି ଭଳି ବହୁତ୍ ବଡ଼ ବଡ଼ ଶ୍ରେଣୀର ଲୋକ ରହିଛନ୍ତି।

ଚଳିତ ସପ୍ତାହରେ ସେମାନଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ରେ ହାଜର ହୋଇ ଜେରା ପାଇଁ ନୋଟିସ ଦିଆ ସରିଛି ବୋଲି ବିଶେଷ ସୁତ୍ରରୁ ଖବର ମିଳିଛି । ଏବେ ସାମ୍ନାକୁ ଆସିବା କେଉଁ ବଡ଼ ବଡ଼ିଆଙ୍କ ଟଙ୍କାରେ ଗାଡ଼ି କିଣିଥିଲେ ଅର୍ଚ୍ଚନା ନାଗ।ତାଙ୍କର ଏହି ବିଳାସମୟ ଘର କାହା ଟଙ୍କାରେ ତିଆରି ହୋଇଛି।

କୁହାଯାଉଛି ଯେଉଁ ଲୋକ ଅର୍ଚ୍ଚନାକୁ ଟଙ୍କା ଦେଇଛି ସେ କୁଆଡେ ଅର୍ଚ୍ଚନାର ସାନିଧ୍ୟ ପାଇଛି।ସତ୍ୟ ବିହାରରେ ଥିବା ଘରର ଇଣ୍ଟରିଅର୍ କୁଆଡେ ଜଣେ ବଡ଼ ବଡିଆଙ୍କ ଟଙ୍କାରେ ତିଆରି ହୋଇଛି ।ଏବେ ଆଶା କରାଯାଉଛି ସବୁ କିଛି ତଥ୍ୟ ସାମ୍ନାକୁ ଆସିବ ।

ଗତ ସପ୍ତାହରେ ଯେତେବେଳେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଖଗେଶ୍ବରଙ୍କୁ ଜେ-ରା କରୁଥିଲା ସେତେବେଳେ ସଂପୂର୍ଣ୍ଣ ତଥ୍ୟ ପାଇନାହିଁ ।ସେଥିପାଇଁ ସ-ନ୍ଦେହ କରାଯାଉଛି ଯେ କିଛି ତଥ୍ୟ ନ-ଷ୍ଟ ହୋଇଯାଇଛି ବୋଲି। ଏବେ ପ୍ରବର୍ତ୍ତନ ନିର୍ଦ୍ଦେ-ଶାଳୟକୁ ବହୁତ୍ କିଛି ମିଳିବାକୁ ରହିଯାଇଛି ଯାହାକି ବଡ଼ ବଡ଼ିଆଙ୍କୁ ଜେ-ରା କଲା ପରେ ମିଳିବ ବୋଲି ଜଣା ପଡ଼ିଛି।

odia sambada
Comments (0)
Add Comment