ସହାୟତାର ହାତ ବଢ଼ାଇଲେ ରାଣୀ ପଣ୍ଡା ,ସୁକାନ୍ତଙ୍କ ପରିବାରଙ୍କୁ ପଠାଇଲେ ଟଙ୍କା

ଭଗବାନଙ୍କ ଦ୍ଵାରା ସୃଷ୍ଟ ଏହି ପୃଥିବୀ ରେ ବିଭିନ୍ନ ପ୍ରକାର ଘ-ଟଣା ମାନ ଘଟୁଛି।ପ୍ରତିଦିନ ଅସଂଖ୍ୟ ଘଟ-ଣା ସ-ମ୍ପର୍କ ରେ ଅବଗତ ହେଉଛୁ ଆମ୍ଭେ ମାନେ।ବର୍ତ୍ତମାନ ପ୍ରତିଦିନ କେଉଁଠି ନା କେଉଁଠି ସଡ଼କ ଦୁର୍ଘ-ଟଣା ସ-ମ୍ପର୍କ ରେ ଆମ୍ଭେ ଜାଣିବା ପାଇଁ ପାଉଛୁ।

ତେବେ ପାଠକ ଗଣ ଆପଣ ମାନେ ଏହି କିଛି ଦିନ ପୂର୍ବରୁ ଯାତ୍ରା ଅଭିନେତ୍ରୀ ରାନୀ ପଣ୍ଡାଙ୍କ ସଡ଼କ ଦୁର୍ଘ-ଟଣା ସମ୍ବନ୍ଧରେ ଜାଣିଥିବେ ତ।ଏହି ଦୁର୍ଘ-ଟଣାଟି ଆଠଗଡ଼ ରାସ୍ତା ରେ ଡାଳଖାଇ ଠାକୁରାଣୀଙ୍କ ମନ୍ଦିର ସାମ୍ନା ରେ ରାନୀ ପଣ୍ଡାଙ୍କ କାର୍ ସାମ୍ନା ପଟରୁ ଆସୁଥିବା ଏକ ବାଇକ୍ କୁ ଧ-କ୍କା ଦେଇଥିଲା।

ଫଳରେ ଏହି ବାଇକ୍ ଟି ଚଳାଉଥିବା ଯୁବକ ସୁକାନ୍ତ ବାଇକରୁ ପଡ଼ିଯାଇଥିଲେ।ତାଙ୍କୁ ତୁରନ୍ତ ହସ୍ପିଟାଲକୁ ନେଇଯାଇଥିଲେ ଲୋକମାନେ। ହେଲେ ବର୍ତ୍ତମାନ ସୁକାନ୍ତଙ୍କର ହସ୍ପିଟାଲ୍ ରେ ହିଁ ମୃ-ତ୍ୟୁ ହୋଇଛି। କାରରେ ବସିଥିବା ରାନୀ ପଣ୍ଡା ମଧ୍ୟ ଗୁରୁ-ତର ଅବସ୍ଥା ରେ ହସ୍ପିଟାଲ୍ ରେ ଚିକିତ୍ସିତ ହେଉଛନ୍ତି।

ଏହି ଘଟ-ଣା ଘଟିବା ପରେ ପୋ-ଲିସ୍ ରାନୀ ପଣ୍ଡାଙ୍କ କାର୍ ଡ୍ରାଇଭରଙ୍କୁ ପଚ-ରା ଉ-ଚରା କରୁଛି।ତେବେ ଏବେ ଯେଉଁ ଖବର ସାମ୍ନାକୁ ଆସିଛି ତାହା ହେଉଛି ରାନୀ ପଣ୍ଡା ସୁକାନ୍ତଙ୍କ ପରିବାରକୁ ସହାୟତାର ହାତ ବଢ଼ାଇଛନ୍ତି।

ଆଜି ସକାଳେ ରାନୀଙ୍କ ଭାଇ ସୁକାନ୍ତଙ୍କ ପରିବାର ପାଖକୁ ଯାଇ ଦେଖା କରିଥିଲେ।ସେହି ସମୟ ସେ ତାଙ୍କ ପରିବାରକୁ ୩୫,୦୦୦ ଟଙ୍କା ଦେଇଥିଲେ ଏବଂ କହିଥିଲେ ଯେ ଆଜି ପରଠାରୁ ସୁକାନ୍ତଙ୍କ ପରିବାର ର ଖର୍ଚ୍ଚ ରାନୀ ଉଠାଇବେ ବୋଲି ରାନୀ ନିଜେ କହିଛନ୍ତି।

ସୁକାନ୍ତ ଙ୍କ ପିଲାଙ୍କ ପାଠ ପଢ଼ା ଠୁ ଆରମ୍ଭ କରି ସବୁ ଖର୍ଚ୍ଚ ରାନୀ ପଣ୍ଡା ନିଜେ କରିବେ ବୋଲି ତାଙ୍କ ଭାଇ କହିଥିଲେ।ଏବଂ ସେ କହିଥିଲେ ଯେ ରାନୀ ଏବେ ଚିକିତ୍ସିତ ଅବସ୍ଥାରେ ଅଛନ୍ତି,ସେ ଠିକ୍ ହେବା ପରେ ଆସି ସୁକାନ୍ତଙ୍କ ପରିବାରଙ୍କୁ ଦେଖା କରିବେ ବୋଲି କହିଛନ୍ତି।

ଏହା ପରେ ସୁକାନ୍ତଙ୍କ ପରିବାର ସହାୟତା ଅର୍ଥକୁ ଗ୍ରହଣ କରିଥିଲେ।ଏହି କଥାରୁ ଜଣା ପଡ଼ୁଛି ଯେ ରାନୀ ପଣ୍ଡା ଏହି ଦୁର୍ଘ-ଟଣାକୁ ନେଇ ଭିତରେ ଭିତରେ ପଶ୍ଚାତାପ କରୁଛନ୍ତି,କାରଣ ନିଜେ ଗୁରୁ-ତର ଥାଇ ମଧ୍ୟ ସେ ନିଜ କଥା ଚିନ୍ତା ନକରି ତାଙ୍କ ପାଇଁ ଆ-ଘାତ ହୋଇଥିବା ପରିବାରଙ୍କ ବିଷୟରେ ସେ ଚିନ୍ତା କରୁଛନ୍ତି।

ଭୁଲ୍ ତ ସମସ୍ତଙ୍କ ଦ୍ଵାରା ହୋଇଥାଏ ହେଲେ ସେହି ଭୁଲକୁ ମାନି ତାକୁ ଠିକ୍ ସମସ୍ତେ କରନ୍ତି ନାହିଁ।କିନ୍ତୁ ଏଠି ରାନୀ ପଣ୍ଡା ତାଙ୍କ ଭୁଲକୁ ମାନିଛନ୍ତି ଏବଂ ତାକୁ ଠିକ୍ କରିବା ପାଇଁ ଚିନ୍ତା ମଧ୍ୟ କରିଛନ୍ତି।ତେବେ ଏତେ ପର୍ଯ୍ୟନ୍ତ ସରକାରୀ ସହାୟତା ମିଳିପାରିନାହିଁ।

odia sambada
Comments (0)
Add Comment