ମୂଷାକୁ ମା-ରିବା ଅଭି-ଯୋଗରେ ଜଣେ ଯୁବକ ଏବେ ଥା-ନା ରେ ଯୁବକ।

ଏହି ବିଚିତ୍ର ଦୁନିଆରେ ପ୍ରତିଦିନ କିଛି ନା କିଛି ବିଚିତ୍ର ଘ-ଟଣା ଗୁଡ଼ିକ ଘଟିଥାଏ।ସବୁ ଦିନ କିଛି ନା କିଛି ଘ-ଟଣା ଆମ୍ଭ ମାନଙ୍କୁ ଆଶ୍ଚର୍ଯ୍ୟ ରେ ପକାଇଥାଏ।ଏହି ସବୁ ଘ-ଟଣା ମନ ଆମ୍ଭେ ମାନେ ନ୍ୟୁଜ୍,ଖବରକାଗଜ ଏବଂ ସୋସିଆଲ ମିଡ଼ିଆ ମାଧ୍ୟମ ରେ ଜାଣିଥାଉ। କିନ୍ତୁ ବର୍ତ୍ତମାନ ଦୁନିଆରେ ଏପରି ଘଟ-ଣା ମାନ ଘଟୁଛି ଯାହାକୁ ଜାଣିଲେ ଆପଣ ମାନେ ମଧ୍ୟ ବିଶ୍ୱାସ କରିପାରିବେ ନାହିଁ।

ସେହି ପରି କିଛି ଅଜବ ଘ-ଟଣା ବିଷୟରେ ଆମ୍ଭେ ମାନେ କହିବା ପାଇଁ ଯାଉଛୁ ଯାହାକୁ ପଢ଼ିଲେ ଆପଣ ମାନେ ଅବାକ୍ ରହିଯିବେ।ତେବେ ଘଟ-ଣାଟି ହେଉଛି ଗୋଟେ ମୂଷାକୁ ମାରିବା ଅଭି-ଯୋଗରେ ଜଣେ ଯୁବକ ଏବେ ଥାନା ରେ।ହଁ,ଆଜ୍ଞା ପାଠକ ଗଣ କଥାଟି ମିଛ ଲାଗୁଥିଲେ ବି ସତ।

ଘଟ-ଣା ଟି ଘଟିଛି ଉତ୍ତରପ୍ରଦେଶର ବନ୍ଦାୟୁ ଜିଲ୍ଲାର ସଦର କୋଟୱାଲି ଅଞ୍ଚଳରେ ଯେଉଁଠି ଶୁକ୍ରବାର ଦିନ ଏକ ମୂଷାଙ୍କୁ ବୁଡ଼ାଇ ହ-ତ୍ୟା କରିଥିବା ନେଇ ପୋ-ଲିସ୍ ପାଖରେ ମା-ମଲା ରୁ-ଜୁ ହୋଇଛି।ଏହି ଅଭି-ଯୋଗ ଟି “ପିପୁଲ୍ସ ଫର୍ ଆନିମଲ୍ସ”ର ଜିଲ୍ଲା ସଭାପତି ବିକେନ୍ଦ୍ର ଶର୍ମା କରିଛନ୍ତି।

ବିକେନ୍ଦ୍ର ଶର୍ମାଙ୍କ କହିବା ଅନୁଯାୟୀ, ସେ ରାସ୍ତାରେ ଯାଉଥିବା ସମୟରେ ଯୁବକ ଜଣକ ଗୋଟିଏ ମୂଷା ଲାଞ୍ଜରେ ପଥର ବାନ୍ଧି ଡ୍ରେନକୁ ଫିଙ୍ଗି ଦେଇଥିଲେ। ଏହାଦେଖି ସେ ତୁରନ୍ତ ଡ୍ରେନ୍‌ ଭିତରକୁ ଡିଆଁ ମା-ରି ମୂଷାକୁ ଉ-ଦ୍ଧାର କରିଥିଲେ।

କିନ୍ତୁ କିଛି ସମୟ ମଧ୍ୟରେ ମୂଷାଟି ମ-ରିଯାଇଥିଲା।ଆଉ ତା’ପରେ ତୁରନ୍ତ ସେ ମୂଷାକୁ ଧରି ଥା-ନାରେ ପହଞ୍ଚିଥିଲେ। ପୋ-ଲିସର ସୂଚନା ଅନୁସାରେ, ବିକେନ୍ଦ୍ର ପଶୁ କ୍ରୁରତା ଅଧିନିୟମ ଅନୁଯାୟୀ କୋଟୱାଲି ଥା-ନାରେ ଲିଖିତ ରୂପେ ଅଭି-ଯୋଗ କରିଛନ୍ତି।

ଏଥିରେ ଉଲ୍ଲେଖ ରହିଛି, ଶୁକ୍ରବାର ଅପରାହ୍ନରେ ସେ ସହରର ଗାନ୍ଧୀ ଗ୍ରାଉଣ୍ଡ ଛକ ନିକଟରେ ଯାଉଥିବା ବେଳେ ମନୋଜ କୁମାର ନାମକ ଜଣେ ଯୁବକ ମୂଷାର ଲାଞ୍ଜରେ ପଥର ବାନ୍ଧି ପାଖରେ ଥିବା ଡ୍ରେନ୍ ରେ ଫିଙ୍ଗି ଦେଇଥିଲେ।ସେ ର-କ୍ଷା କରିବାକୁ ଯାଇଥିଲେ ସୁଦ୍ଧା ମୂଷା ସେତେବେଳକୁ ମ-ରିଯାଇଥିଲା।

ଏନେଇ ଅଭି-ଯୋଗ ପରେ ପୋ-ଲିସ୍ ମୂଷାର ମୃ-ତଦେ-ହକୁ ପୋ-ଷ୍ଟମ-ର୍ଟମ ପାଇଁ ହସ୍ପିଟାଲ୍ କୁ ପଠାଯାଇଥିଲା,ହେଲେ ସମ୍ବଳ ଅଭା-ବରୁ ସେଠାରେ ଥିବା କର୍ମଚାରୀମାନେ ପୋ-ଷ୍ଟମ-ର୍ଟମ କରିବାକୁ ମନା କରିଦେଇଥିଲେ।

ତା’ପରେ ମୃ-ତଦେ-ହକୁ ପୋ-ଷ୍ଟମ-ର୍ଟମ ପାଇଁ ବରେଲିସ୍ଥିତ IVRI କୁ ପଠାଇଛି। ରି-ପୋର୍ଟ ଆସିବା ପରେ ଅଭି-ଯୁକ୍ତ ବିରୋ-ଧରେ କଡ଼ା କା-ର୍ଯ୍ୟାନୁ-ଷ୍ଠାନ ଗ୍ରହଣ କରାଯିବ ବୋଲି କହିଛି ପୋ-ଲିସ୍।ସେପଟେ ଯୁବକଙ୍କୁ ଥା-ନାକୁ ଡକାଇ ପଚ-ରାଉ-ଚରା କରାଯାଇଛି।

odia sambada
Comments (0)
Add Comment