ହେ ଭଗବାନ ! ପର-କ୍ରୀୟା ପ୍ରୀତି ଅଛି ବୋଲି ସ-ନ୍ଦେହ କରି ବାପାକୁ ମା-ରିଦେଲେ ପୁଅ ଝିଅ ଓ ସ୍ତ୍ରୀ

ଆଜି ର ଏଇ ବ୍ୟସ୍ତମାୟ ଦୁନିଆ ରେ ପ୍ରତ୍ୟେକ ଦିନ କିଛି ନ କିଛି ଘଟଣା ଘଟୁଛି।ବିଭିନ୍ନ ପ୍ରକାର ଘ-ଟଣା ଆମେ ପ୍ରତ୍ୟେକ ଦିନ ଖବର କାଗଜ ରୁ ଦେଖିବାକୁ ପାଉ।ଏବେ ପରିବାର ମଧ୍ୟ ରେ ଝ-ଗଡ଼ା ବଢ଼ିବାରେ ଲାଗିଲା।

ଏହି ଝ-ଗଡ଼ା ଏତେ ବଡ଼ ହୋଇଯାଉଛି କୁ ଜଣେ ଅନ୍ୟ ଜଣଙ୍କର ଜୀବନ ମଧ୍ୟ ନେଇଯାଇଛି।ତେବେ ଏମିତି କିଛି ଘ-ଟଣା ଘଟିଛି ଭଦ୍ରକ ଜିଲ୍ଲା ର ପିରହାଟ ଥା-ନା ଅନ୍ତର୍ଗତ ଦୌଲତପୂର୍ ଅଞ୍ଚଳ ରେ।

ଏହି ଅଞ୍ଚଳ ରେ ଜଣେ ଲୋକ କୁ ହ-ତ୍ୟା କରିଛନ୍ତି ତାର ସ୍ତ୍ରୀ ଏବଂ ଚାରି ପିଲା ମିଶି।ସେହି ମୃତକ ହେଉଛନ୍ତି ବାବୁଆ ଦାସ।ସୂଚନା ଅନୁସାରେ ଵାବୁଆ ଏବଂ ତାଙ୍କ ସ୍ତ୍ରୀ ଙ୍କ ର ସବୁବେଳେ ଝ-ଗଡ଼ା ହେଉଥିଲା।

ସେଥି ପାଇଁ ବାବୁଆ ତାଙ୍କ ସ୍ତ୍ରୀ ଙ୍କ ସହ ରହୁ ନଥିଲେ ମିଶିକି।ସେ ରହୁଥିଲେ ତାଙ୍କ ବାପା ମାଆଙ୍କ ସହ।ତେବେ ସୂଚନାଯୋଗ୍ୟ ଯେ ଗତକାଲି ବାବୂଆ ଘର ବାହାରେ ଭୋଜି କରି ସାଙ୍ଗ ମାନଙ୍କ ସହ କଥା ବାର୍ତ୍ତା କରି ଘରେ ସୋଇଥିଲେ।

ହେଲେ ହଠାତ୍ ତାଙ୍କ ପାଟି ଶୁଭିବାରୁ ତାଙ୍କ ଘର ଲୋକ ଉଠି ଦେଖିବାରୁ ବାବୁଆ ଗୁରୁ-ତର ହୋଇପଡିଥିଲେ। ତେବେ ତାଙ୍କୁ ମୁଖ୍ୟ ଚିକିତ୍ସାଳୟ ନେଇଯାଇଥିଲେ ହେଲେ ଡକ୍ଟର ତାଙ୍କୁ ମୃ-ତ ଘୋଷଣା କରିଥିଲା।

ତେବେ ବାବୁଆ ଙ୍କ ସ୍ତ୍ରୀ ଏବଂ ତିନି ପୁଅ ଓ ଗୋଟେ ଝିଅ ମିଶି ତାଙ୍କୁ ସବଳ ରେ ପି-ଟି ପି-ଟି ମ-ରିଦେଇଛନ୍ତି।ବୋଲି ଏକଥା ବାବୁଆ ଙ୍କ ଘର ଲୋକ ଅଭି-ଯୋଗ କରିଛନ୍ତି। ପୋ-ଲିସ୍ ବାବୁଆ ଙ୍କ ଗୋଟେ ପୁଅ କୁ ଅଟକ ରଖି ପଚ-ରା ଉ-ଚରା କରୁଛି।

odia sambada
Comments (0)
Add Comment