ଗତକାଲି ଜେ-ଲରେ ନିମିଷକ ଦେଖାରେ ଅତ୍ୟନ୍ତ ଭାବବିହ୍ଵଳ ହୋଇପଡ଼ିଥିଲେ ଜଗବନ୍ଧୁ ଏବଂ ଅର୍ଚ୍ଚନା

ସତରେ ମଣିଷ ଜୀବନ ରେ କିଛି ନିର୍ଦ୍ଧିଷ୍ଟ ନାହିଁ।ଆଜି ଖୁସି ଅଛି ତ କାଲି ଦୁଃ-ଖ ନିଶ୍ଚୟ ଆସିବ ଏବଂ ଦୁଃ-ଖ ପରେ ପୁଣି ଖୁସି ଆସିବା।ଜୀବନ ରେ କେବେ କେମିତି କ’ଣ ହେବ ତାହା କେହି ଜାଣିନାହାନ୍ତି।ଆଉ ଯଦି ଜଣେ ଖରାପ କାମ କରୁଛି ତ ସେ ତା’ର କର୍ମ ର ଫଳ ନିଶ୍ଚିତ ପାଇବ।

ତେବେ ଏମିତି କିଛି କଳ-ଙ୍କିତ କାମ କରି ଏବେ ଫସିଯାଇଛନ୍ତି କଳ-ଙ୍କିନୀ ଅର୍ଚ୍ଚନା ନାଗ ଓ ତା’ର ଲଜ୍ୟାହୀନ ସ୍ବାମୀ ଜଗବନ୍ଧୁ ଚାନ୍ଦ।ଓଡ଼ିଶା ର ରାଜଧାନୀ ରେ ସେ-କ୍ସ ରାକେଟ ଚଲାଇ ବଡ଼ ବଡ଼ ଲୋକ ମାନଙ୍କୁ ନିଜ ମାୟା ଜା-ଲ ରେ ପକାଇ ସେମାନଙ୍କୁ ବ୍ଲା-କମେ-ଲ୍ କରି କୋଟି କୋଟି ଟଙ୍କା ଅର୍ଜନ କରିଥିଲେ ଏହି ଦୁଇଜଣ।

ସେମାନେ ଭାବିଥିଲେ ଯେ ସେମାନେ କେବେ ଧ-ରା ପଡ଼ିବେ ନାହିଁ ବୋଲି ଓ ଏମିତି କଳା କାର-ନାମା ଚାଲୁ ରଖିବେ।କିନ୍ତୁ ସେମାନଙ୍କ ଭାବନା ଭୁଲ୍ ଥିଲା।ଜଣେ ଯୁବତୀଙ୍କ ଅଭି-ଯୋଗ କ୍ରମେ ଅର୍ଚ୍ଚନା କୁ ଗି-ରଫ କରି ଝାରପଡ଼ା ଜେ-ଲ୍ ରେ ରଖିଥିଲା ପୋ-ଲିସ୍।ଗି-ରଫ ପରେ ଧିରେ ଧିରେ ତାର କଳା ସାମ୍ରାଜ୍ୟ ର ଗୁମର ଖୋଲିଥିଲା।ଏବଂ ଏବେ ଜଗବନ୍ଧୁ ମଧ୍ୟ ଜେ-ଲ୍ ରେ ରହିଛି।ଏହି ମାମ-ଲା ଏବେ ଇଡି ହାତ କୁ ଯାଇଛି।ବହୁତ କିଛି ତଥ୍ୟ ହାସଲ କରିଛି ଇଡି।

ତେବେ ଗତକାଲି ଅର୍ଥାତ୍ ରବିବାର ଦିନ ଦୁଇ ସ୍ବାମୀ ସ୍ତ୍ରୀ ଙ୍କ ଭେଟ ଘାଟ ହୋଇଥିଲା।ତେବେ ଦେଖା କରିବା ସମୟ ଦୁହେଁ ଅତ୍ୟନ୍ତ ଭାବବି-ହ୍ୱଳ ହୋଇପଡ଼ିଥିଲେ।ଜଗବନ୍ଧୁ ନିଜ କୋହ ସମ୍ଭାଳି ନପାରି ଅର୍ଚ୍ଚନା କୁ କୁଣ୍ଢାଇ ପକାଇଥିଲା ଏବଂ ଜୋର୍ ରେ କା-ନ୍ଦିଥିଲା।

ଅର୍ଚ୍ଚନା ସ୍ବାମୀ କୁ ସାନ୍ତ୍ଵନା ଦେଇ କହିଥଲା ଯେ ସବୁକିଛି ଠିକ୍ ହୋଇଯିବ।ଆମ ସମୟ ଏବେ ଖରାପ ଚାଲିଛି।ପରେ ସମୟ ଭଲ ଆସିବ ଆମେ ଜେ-ଲ୍ ରୁ ବାହାରି ପୁଣି ଆମ ଖୁସି ର ସଂସାର ଗଢ଼ିବା।ତେବେ ନିଜ ନିଜର ସ୍ୱାସ୍ଥ୍ୟ କଥା ପଚାରିଥିଲେ ଦୁଇଜଣ।

ଆହୁରି କଥା ହୋଇଥିଲେ କି ଯଦି ଜେ-ଲ୍ ର ଖାଦ୍ୟ ଭଲ ଲାଗୁନି ତେବେ ଯାଇ କ୍ୟାଣ୍ଟିନ ରେ ଖାଇବା ପାଇଁ।ସେମାନଙ୍କର ଜା-ମିନ୍ ହେବ ନା ନାହିଁ,ସେମାନେ କେବେ ଜେଲ୍ ରୁ ବାହାରିବେ,ତାଙ୍କର ସମୟ ଭଲ ଆସିବା ନା ନାହିଁ,କେବେ ଆସିବ ଏହି ସବୁ ବିଷୟ ରେ ଦୁଇଜଣ କିଛି ସମୟ ପାଇଁ କଥା ହୋଇଥିଲେ।

ତେବେ ଏହି ସବୁ ପ୍ରଶ୍ନ ପଚାରିଥିଲା ଅର୍ଚ୍ଚନା ଜଗବନ୍ଧୁ କୁ।ହେଲେ ଜଗବନ୍ଧୁ ପାଖରେ କିଛି ଉତ୍ତର ନଥିଲା।ସେଥି ପାଇଁ ଜଗବନ୍ଧୁ ଭୋ ଭୋ ହୋଇ କାନ୍ଦି ଅର୍ଚ୍ଚନା କୁ ଜା-ବୁଡ଼ି ଧରିଥିଲା।ତେବେ ଏଭଳି କିଛି ଚର୍ଚ୍ଚା ହେଉଛି ଏବେ ଜନସାଧାରଣ ମଧ୍ୟ ରେ।

odia sambada
Comments (0)
Add Comment