ଧରା ପଡିଲା ଅର୍ଚ୍ଚନା ଙ୍କ ଏହି ଦାମି କାର୍,ମଞ୍ଚେଶ୍ୱରରେ ଲୁ-ଚା ହୋଇଥିଲା କାର୍ !

ସାମ୍ନାକୁ ଅସିଲା ଅର୍ଚନା ନାଗଙ୍କ ଦାମୀ କାର୍|ଏହି କାରକୁ ଦେଖନ୍ତୁ|ତେଵେ ଏହି କାର ଦେଖିବାକୁ ମିଳିଥିଲା ମଞ୍ଚେଶ୍ୱର ଅଞ୍ଚଳରେ|ଏହି କାର ଯେତେ ଦାମୀ,ସେତେ ବଡ|ଏହାକୁ ମେଣ୍ଟେନ କରୁଥିଲେ ନାଗ୍|ବହୁଦିନ ଚର୍ଚ୍ଚା ହେଉଥିଲା ସବୁ ଦାମି କାର ଅର୍ଚନାଙ୍କ କୁଆଡେ ଗଲା?
କିଏ ନେଇଗଲା , କେଉଁଠି ଲୁ-ଚା ଯାଇଛି ? ତେଵେ ବର୍ତ୍ତମାନ ଦେଖାଯାଇଛି ମଞ୍ଚେଶ୍ୱର ଅଞ୍ଚଳରେ ଏହି ଦାମୀ କାରଟି କିଭଳି ଛିଡା ହୋଇଛି

ଏହି କାରଟି ହେଉଛି ଅର୍ଚ୍ଚନା ନାଗଙ୍କର|ଏହି କାରର ନାଁ ହେଉଛି ଫର୍ଡ ଏଣ୍ଡ ଓଭର|ଏହି କାରର ମୂଲ୍ୟ ପାଖାପାଖି ୪୦-୫୦ ଲକ୍ଷ ବୋଲି କୁହାଯାଉଛି|ଏହିଭଳି ବିଳାସମୟ କାର ସେ ବ୍ୟବହାର କରୁଥିଲେ|ଅର୍ଚନାଙ୍କ କଳା ସାମ୍ରାଜ୍ୟ ଭିତରେ ରହିଥିଲା ଏଭଳି ଦାମୀ ଦାମୀ କାର

ନେତା ମନ୍ତ୍ରୀ ଠାରୁ ଵଡବଡ ଲୋକଙ୍କ ଚର୍ଚ୍ଚା ହେଲା କେଉଁମାନେ ଅର୍ଚନା ସହ ସମ୍ପ-ର୍କରେ ଥିଲେ ଯେଉଁମାନେ କି ଗିଫ୍ଟ ଆକାରରେ ବିଡା ବିଡା ଟଙ୍କା ଦେଉଥିଲେ,ଆଉ ସେଇ ଟଙ୍କାରେ ବିଳାସମୟ ଜିନିଷ ସହ କାର କିଣୁଥିଲେ|ଆଉ ଆପଣ ଦେଖିଥିବେ କିଭଳି କେତେବଡ ବିଳାସମୟ ପ୍ରସାଦ ତିଆରି କରିଛନ୍ତି|ରାଜପ୍ରସାଦ ଭଳି କୋଠା,ଓ ଯେଉଁ ନାମି ଦାମି କାର ବ୍ୟବହାର କରୁଥିଲେ ଯେଉଁଥିରେ ବିଏମଡବ୍ଲୁ ଓ ଫୋର୍ଡ ଭଳି ବଡ ବଡ କମ୍ପାନୀ ରହିଛି|

ଏହି କାରଟି ହେଉଛି ଫୋର୍ଡ ମ୍ପାନୀର ଏଣ୍ଡ ଓଭର|ଏହାର ମୂଲ୍ୟ ୩୫ ଲକ୍ଷରୁ ଉର୍ଦ୍ଧ୍ବ ହେବ|ନିଜ ଫିଗରକୁ ମେଣ୍ଟେନ ରଖିବା ସହ ଏହିସବୁ କାର ମେଣ୍ଟେନ କରି ଚାରି ଚାନ୍ଦ ଲଗାଇ ଦେଉଥିଲେ,ଯାହାକୁ ଦେଖି ମାର୍କେଟରେ ପର୍ସନାଲିଟି ବଢି ଯାଉଥିଲା|ଏହାକୁ ଦେଖି ସମସ୍ତେ ସମ୍ଭ୍ରାନ୍ତ ଶ୍ରେଣୀର ବୋଲି ଭାବୁଥିଲେ|

କିନ୍ତୁ ପରେ ଯେତେବେଳେ ସେ ଧ-ରା ପଡ଼ିଥିଲେ , ସେତେବେଳେ ଜଣାପଡିଥିଲା କଳା ସାମ୍ରାଜ୍ୟର ଗୋଟିଏ ଗୋଟିଏ କାହାଣୀ|ଯେଉଁଥିରେ ବଡବଡ ଲୋକଙ୍କୁ ପ୍ରେମ ଜା-ଲରେ ଫସେଇ ଟଙ୍କା ଆଦାୟ କରୁଥିଲେ|ବଡ ବଡିଆଙ୍କୁ ଫସାଇବା ପାଇଁ ସେ ସିସିଟିଭି ଲଗାଇଥିଲେ ଓ ଶାରି-ରୀକ ସମ୍ପ-ର୍କ ମଧ୍ୟ ରଖୁଥିଲେ|

ଫଟୋ ଓ ଭିଡ଼ିଓ ଉତ୍ତୋଳନ କରି ତାଙ୍କୁ ବ୍ଲାକମେଲ କରି ଟଙ୍କା ରୋଜଗାର କରୁଥିଲେ|ସେଥିରେ ସେ ଏଭଳି ଘର କରି ବିଳାସମୟ ଜୀବନ ଯାପନ କରୁଥିଲେ|ଏହି କାର ଏଵେ ମଞ୍ଚେଶ୍ୱର ଅଞ୍ଚଳରେ ଦେଖାଯାଇଛି|

odia sambada
Comments (0)
Add Comment